Browsing Category

ବିଦେଶ

ଶାନ୍ତି ଚୁକ୍ତି ପାଇଁ ହେଉଛି ଚର୍ଚ୍ଚା: ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି

ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଚର୍ଚ୍ଚା ହେଉଛି, ଶାନ୍ତି ଚୁକ୍ତି ପାଇଁ ଜେଲେନସ୍କି ରାଜି । ଏନେଇ ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ । ଆଲାସ୍କାରେ ପୁଟିନ-ଟ୍ରମ୍ପ ମହାବୈଠକ ପରେ

ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ; ଆମେରିକା ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ

ଆଲାସ୍କାରେ ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଚେତାବନୀ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ମିଳିନାହିଁ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ପ୍ରୟାସ କରିଥିଲେ । ହେଲେ, କେହି ସଫଳ ହୋଇନଥିଲେ । ଯୁଦ୍ଧବିରତି ଉପରେ ସହମତି ହୋଇପାରିନଥିଲା । ଏହି ସମୟରେ,

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୯ ସୈନିକ ମୃତ

ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୱାଶୁକ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡଜନ

ଜୌନପୁରରେ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା ୫ ଜୀବନ

ଜୌନପୁର : ଜୌନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁଘର୍ଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ବସ୍ ଏବଂ ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ

ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା, ୩୫ ବଗି ଲାଇନଚ୍ୟୁତ

ଆମେରିକା ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା । ୟୁନିଅନ ପ୍ୟାସିଫିକ ଟ୍ରେନର ୩୫ ବଗି ଲାଇନଚ୍ୟୁତ ହେବ । ଦୁର୍ଘଟଣା ଗାର୍ଡନ କସ୍ତବ ପୂର୍ବରେ ହୋଇଛି । ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଭୟଙ୍କର ଫଟୋ ସାମ୍ନାକୁ ଆସିଛି । ଡ୍ରେନ ବଗିଗୁଡିକ ପରସ୍ପର ଉପରେ ଚଢିଯାଇଛି ।

ପାକିସ୍ତାନ ଟ୍ରମ୍ପ୍‌ଙ୍କୁ ଦେଖାଉଛି ନୋବେଲ ପୁରସ୍କାର ସ୍ୱପ୍ନ

ଇସଲାମାବାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ଦେବାକୁ ପାକିସ୍ତାନ ସମର୍ଥନ କରୁଛି। ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନଙ୍କ ଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମାମଲା ଠିକ୍ ନୁହେଁ। ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ

ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?

ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍

ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା ପୂର୍ବତନ ପେଣ୍ଟାଗନ ଅଧିକାରୀ: ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ…

ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।

BLAକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କଲା ଆମେରିକା

BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ BLAକୁ ଆତଙ୍କବାଦୀ ସଂଗଠନ ଭାବେ ଅନ୍ତଭୂକ୍ତ କରିଛି