Browsing Category

ବିଦେଶ

ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ

ବିଶ୍ୱରେ ଚୀନ୍ କ୍ରମାଗତ ଭାବରେ ନିଜର ପ୍ରଭାବ ବଢ଼ାଉଛି। ବର୍ତ୍ତମାନ ଚୀନର ପ୍ରଭାବ ଏତେ ବଢିଯାଇଛି ଯେ ଆମେରିକା ନିଜ ପ୍ରତି ବିପଦ ଅନୁଭବ କରିବା ଆରମ୍ଭ କରିଛି। ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଆମେରିକାର

କୁଏତ୍‌ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ- ଜୟ ଜଗନ୍ନାଥ

କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହେଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ

ଆରବୀ ଭାଷାରେ ରାମାୟଣ ଓ ମହାଭାରତ: ଅନୁବାଦକାରୀ ଓ ପ୍ରକାଶକଙ୍କୁ ଭେଟିଲେ ମୋଦି

ରାମାୟଣ ଓ ମହାଭାରତର ଆରବୀ ଅନୁବାଦକ ଏବଂ ପ୍ରକାଶକଙ୍କୁ ଭେଟି ଖୁସି ହେଲେ ମୋଦି। କୁଏତର ପ୍ରତିଷ୍ଠିତ ଲେଖକ ଅବଦୁଲ୍ଲା ବୈରନ୍ ଏହି ଦୁଇ ଭାରତୀୟ ମହାକାବ୍ୟକୁ ଅନୁବାଦ କରିଥିବା ବେଳେ, ଏହାର ପ୍ରକାଶକ ହେଉଛନ୍ତି ଅବଦୁଲ୍ ଲତିଫ ଅଲ୍ ନସିଫ। କୁଏତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍‌ ଡ୍ରୋନ୍‌

ରୁଷରେ ୯/୧୧ ଭଳି ହୋଇଛି ଘାତକ ହମ୍‌ଲା। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ତରଫରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍‌ ଟାର୍ଗେଟ୍‌ କରିଛି। ଏଥିରେ ୬ ଜଣଙ୍କ

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଅଜିତ ଡୋଭାଲ୍‌

ପୂର୍ବ ଲଦାଖରେ ଚୀନ ପଟୁ ଭାରତ ସହ ସାମରିକ ବିବାଦ ରହିଛି। ଦୀର୍ଘ ୪ ବର୍ଷ ଧରି ଏହି ବିବାଦ ସହ ବିପଦ ମଧ୍ୟ ରହିଛି। ଏହାରି ଭିତରେ କିନ୍ତୁ ଚୀନ ଓ ଭାରତ ମଧ୍ୟରେ ବୈଠକ ହୋଇଛି। ବୈଠକରେ ଦୁଇ ଦେଶ ମଧ୍ୟରେ କିଭଳି ପୁନଃ ସମ୍ପର୍କ ଗଢ଼ି ଉଠିବ ଏବଂ ବିବାଦ କିଭଳି ସମାଧାନ ହେବ ସେ ନେଇ ଆଲୋଚନା

ମସ୍କୋରେ ହେଲା ଭୟଙ୍କର ବିସ୍ଫୋରଣ, ଟଳି ପଡ଼ିଲେ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲାଗିଛି ଶକ୍ତ ଝଟକା। ରାଜଧାନୀ ମସ୍କୋରେ ଆଜି ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦେଶର ପରମାଣୁ, ଜୈବିକ ଓ ରସାୟନିକ ସୁରକ୍ଷା ବଳ ପ୍ରମୁଖ ଜେନେରାଲ ଇଗୋର କିରିଲଭଙ୍କ ମୃତ୍ୟୁ ହୋଇଛି। କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି

ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼ କଲା ଇସ୍ରାଏଲ

ସିରିଆର ଉପକୂଳବର୍ତ୍ତୀ ତାରଟୁସ ରିଜନରେ ଇସ୍ରାଏଲ ପକ୍ଷରୁ ଭୟଙ୍କର ଏୟାର ଷ୍ଟ୍ରାଇକ ଜାରି ରହିଛି। ୨୦୧୨ ପରେ ପ୍ରଥମଥର ପାଇଁ ଉକ୍ତ ଅଞ୍ଚଳରେ ଇସ୍ରାଏଲ ଏପରି ଘନଘନ ବୋମା ମାଡ଼ କରିଛି। ଇସ୍ରାଏଲ ପକ୍ଷରୁ ସିରିଆର ସାମାରିକ ପ୍ରତିଷ୍ଠାନ ବିଶେଷ କରି ଏୟାର ଡିଫେନ୍ସ ୟୁନିଟ ଓ

ଚୀନ ଓ ପାକିସ୍ତାନରୁ ଲଢୁଆ ବିମାନ କିଣିବ ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶ ନିଜର ବାୟୁସେନାକୁ ଶକ୍ତିଶାଳୀ ଏବଂ ଆଧୁନିକ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଚୀନରୁ ଲଢୁଆ ବିମାନ ଖରିଦ ପାଇଁ ବଂଲାଦେଶ ସରକାର ବିଚାର କରୁଛନ୍ତି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ବାଂଲାଦେଶ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ହାସନ ମହମ୍ମଦ

ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟ, ହରମିତ ଧିଲୋନଙ୍କୁ ବଡ଼ ଦାୟିତ୍ୱ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ଆଉ ଜଣେ ଭରତୀୟଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ ବଂଶୋଦ୍ଭବ ଆମେରିକାର ଓକିଲ ହରମିତ କେ ଧିଲୋନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଧିଲୋନଙ୍କୁ ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ମନୋନୀତ କରାଯାଇଛି।

ବେଙ୍ଗଲ ଓ ଓଡ଼ିଶା ଦଖଲ ପାଇଁ ଧମକ ଦେଲେ ବାଂଲାଦେଶ ନେତା

ବାଂଲାଦେଶ ଓ ଭାରତ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ଭିତରେ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ବା ବିଏନପି ପକ୍ଷରୁ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦିଆଯାଉଛି। ନିକଟରେ ବିଏନପିର ଜଣେ ନେତା ଭାରତକୁ ତୀବ୍ର ସମାଲୋଚନା କରିବା ସହ ବାଂଲାଦେଶ ଖୁବଶୀଘ୍ର ପଡ଼ୋଶୀ