Browsing Category

ବିଦେଶ

ପୁଣି ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍‌, ବାଇଡେନ୍‌ଙ୍କୁ ଦାୟୀ କଲା ହମାସ…

ଥମୁନି ଯୁଦ୍ଧ। ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍‌-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ…

‘ହସ୍ପିଟାଲକୁ ଲମ୍ବିଛି ହମାସର ଟନେଲ, ଲାଗିଛି ବୁଲେଟ୍‌ପ୍ରୁଫ୍‌ ଗେଟ୍’…

ନୂଆଦିଲ୍ଲୀ : ଗାଜାର ହସ୍ପିଟାଲକୁ ଲମ୍ବିଛି ହମାସ ଆତଙ୍କୀଙ୍କ ଟନେଲ। ଏହି ଟନେଲରେ ଲାଗିଛି ବୁଲେଟ୍‌ପ୍ରୁଫ୍ ଗେଟ୍‌। ନିଜର ଆତଙ୍କୀ ଗତିବିଧି ପାଇଁ ହମାସ ହସ୍ପିଟାଲକୁ ବ୍ୟବହାର କରୁଛି। ଟନେଲ ରାସ୍ତା ଦେଇ ହସ୍ପିଟାଲକୁ ଯିବା ଆସିବା କରୁଛନ୍ତି ହମାସ ଆତଙ୍କୀ। ଏଭଳି…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା । ଏଥିସହ ଜ୍ବାଳାମୁଖରୁ ଲାଭା…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କଲେ ସୁନକ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁନକ ନିଜ କ୍ୟାବିନେଟରେ ଅଦଳବଦଳ କରିଛନ୍ତି । ଗୃହମନ୍ତ୍ରୀ ବ୍ରେଭରମ୍ୟାନଙ୍କୁ ନେଇ ଦେଶରେ ଅସନ୍ତୋଷ ଲାଗି ରହିଥିଲା…

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୮୦ ଭାରତୀୟ ମତ୍ସ୍ୟଜୀବୀ…

ଦୀପାବଳି ଅବସରରେ ମୁହଁରେ ଫୁଟିଲା ହସ। ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି। ମୁକ୍ତ ହେବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ…

ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା…

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା ଷ୍ଟ୍ରିପରୁ ନିୟନ୍ତ୍ରଣ ହରାଉଛି ହମାସ।…

ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ ଟିକଟକ୍…

କାଠମାଣ୍ଡୁ : ନେପାଳ ସରକାର ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଉଥିବା ଦର୍ଶାଇ ସୋମବାର ନେପାଳ କ୍ୟାବିନେଟ୍ ବୈଠକରେ ଟିକ୍ଟକ୍ କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସ୍ୱାକ୍ଷରିତ…

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର…

ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି ସୂଚନା…

ଦୁଇ ନବଜାତଙ୍କ ମୃତ୍ୟୁ ପରେ ଗାଜା ହସ୍ପିଟାଲ୍‌ରୁ ଶିଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ୍‌ ପ୍ରସ୍ତୁତ…

ଗାଜା: ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି। ହମାସ୍‌ ସଂଗଠନର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଇସ୍ରାଏଲର…