Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆତଙ୍କବାଦ ବନ୍ଦ କର, ପାକ୍ ଅଧିକୃତ କଶ୍ମୀର ଛାଡ଼: ଭାରତ
ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ନ୍ୟୁୟର୍କରେ…
ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ…
ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ ୫୦ରୁ ୬୦ ହଜାର ରୋଜଗାର କରୁଥିଲା…
ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ
ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି।…
୨୦୨୪ରୁ ‘ପାସ୍ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ
ସିଙ୍ଗାପୁର: ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍ପୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି। ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’…
ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ…
ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍ଦୂଲ୍ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’…
ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ…
ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍ନାଲ୍ ମେଡିକାଲ୍ କମିସନ୍’କୁ (ଏନ୍ଏମ୍ସି) ‘ୱାର୍ଲଡ୍ ଫେଡେରେସନ୍ ଫର୍ ମେଡିକାଲ୍ ଏଜୁକେସନ୍’ (ଡବ୍ଲୁଏଫ୍ଏମ୍ଇ) ‘ରେକୋଗ୍ନିସନ୍ ଷ୍ଟାଟସ୍’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ…
ଜାତିସଂଘରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କିଏ…
ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୮ତମ ସାଧାରଣ ଅଧିବେଶନରେ ତୁର୍କିଏ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଡୋଗାନ୍ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ମଙ୍ଗଳବାର ସାଧାରଣ ସଭାର ସାଧାରଣ ବିତର୍କରେ ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ଏର୍ଡୋଗାନ୍ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ…
କାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ…
ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ…
ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା…
ଇସ୍ଲାମାବାଦ: ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ଋଣ ପାଇବାରେ…
ପ୍ରଶ୍ନ କରିବାରୁ ମହିଳା ସାମ୍ବାଦିକଙ୍କ ମୁହଁକୁ ଛେପ ପକାଇଲେ ଶରିଫଙ୍କ ଡ୍ରାଇଭର…
ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପସ୍ଥିତିରେ ତାଙ୍କ କାର୍ର ଡ୍ରାଇଭର ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଲଣ୍ଡନର ହାୟଡେ ପାର୍କ ନିକଟରେ ଶରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ଜଣେ ମହିଳା…