Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍ଦାର ଖବର ଏକ ଗୁଜବ; ଅସ୍ଲେ ତୋଜେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର!-->…
ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି।!-->…
ୟୁଟ୍ୟୁବ୍ ଓ ଫେସବୁକକୁ ଫେରିଲେ ଟ୍ରମ୍ପ…
ନିଃସର୍ତ୍ତ : ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ୍। ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକକୁ ଫେରିଲେ ଟ୍ରମ୍ପ। ଫେସବୁକ୍ରେ ପ୍ରଥମ ପୋଷ୍ଟ ସେୟାର କଲେ ଡୋନାଲଡ ଟ୍ରମ୍ପ । ଦୀର୍ଘ ୨ ବର୍ଷ ପରେ ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକା!-->…
୩୩ ମିନିଟ୍ରେ ଆମେରିକାରେ ପଡ଼ିପାରିବ ଉତ୍ତର କୋରିଆରୁ ନିକ୍ଷେପ କରାଯାଉଥିବା ଆଣବିକ କ୍ଷେପଣାସ୍ତ୍ର: ଚୀନା ଅଧ୍ୟୟନ
ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ ପ୍ରାୟ ୩୩ ମିନିଟ୍ରେ ଆମେରିକାର ‘ମେନ୍ଲାଣ୍ଡ୍’ରେ ପହଞ୍ଚି ପାରିବ ବୋଲି ଚୀନ୍ର ଏକ ଅଧ୍ୟୟନରୁ!-->…
ମାର୍ଚ୍ଚ ୨୦ରେ ରୁଷ ଯିବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ
ବେଜିଂ : ୟୁକ୍ରେନ ସହ ଯୁଦ୍ଧ କରି ପାଶ୍ଚାତ୍ୟ ଦେଶର ଶତ୍ରୁ ପାଲଟି ଯାଇଥିବା ରୁଷକୁ ଖୋଲା ସମର୍ଥନ କରିଛି ଚାଇନା। ଯୁଦ୍ଧ ଭିତରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ଗସ୍ତ କରିବେ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏ ଜିନପିଙ୍ଗ ରୁଷ ଗସ୍ତରେ ଆସିବେ ବୋଲି ଆଜି କ୍ରେମଲିନ ପକ୍ଷରୁ!-->…
କୁକୁର ପାଇଁ ବିବାଦରେ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ : ପୁଣିଥରେ ବିବାଦରେ ଫସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜର କୁକୁର ପାଇଁ ସେ ଆଇନଗତ ଜାଲରେ ପଡ଼ିଛନ୍ତି। ପୂର୍ବରୁ ସେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିଲେ। ସେହିପରି ସେ କାର୍ର ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ। ହେଲେ ଏବେ ସେ ତାଙ୍କ କୁକୁର ପାଇଁ!-->…
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ…
ନୂଆଦିଲ୍ଲୀ : ଏପ୍ରିଲ ମାସରେ ଭାରତରେ ଆୟୋଜିତ ହେବ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍ଏ)ଙ୍କୁ!-->…
ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା
କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର!-->…
ଆଜିଠୁ ପୁଣି ଥରେ ଜିନପିଙ୍ଗ ଯୁଗ ଆରମ୍ଭ, ତୃତୀୟ ଥର ପାଇଁ ହେଲେ ରାଷ୍ଟ୍ରପତି
ବେଜିଂ : ସି ଜିନପିଙ୍ଗ ମୁଣ୍ଡରେ ପୁଣି ଥରେ ହାତୀ ଢ଼ାଳିଲା ସୁନା କଳସ । ତୃତୀୟ ଥର ପାଇଁ ଚୀନ୍ର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ । ଆଜିଠୁ ନିଜ ଶାସନର ତୃତୀୟ ପାଳି ଆରମ୍ଭ କରିଛନ୍ତି ସି ଜିନପିଙ୍ଗ ।ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର!-->…
ପାକିସ୍ତାନର ଇତିହାସ ବହିରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଭୁଲ କଥା…
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ଦେଶ ହୋଇଥିଲେ ବି ଉଭୟଙ୍କ ଇତିହାସ ସମାନ । କାରଣ ୧୯୪୭ ପୂର୍ବରୁ ପାକିସ୍ତାନ ଭାରତରୁ ଅଲଗା ହୋଇ ଗଠନ କରାଯାଇଥିଲା । ଏହା ସତ୍ତ୍ବେ ପାକିସ୍ତାନରେ ସ୍କୁଲ ପିଲାଙ୍କୁ ଭୁଲ ଇତିହାସ ପଢାଯାଇ ବିଭ୍ରାନ୍ତ କରାଯାଉଛି । ପିଲା ବୟସରୁ ସେମାନଙ୍କ ମନରେ!-->…