Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଏଡସ୍ ନିୟନ୍ତ୍ରଣ କୁ ନେଇ ଗୋଷ୍ଠୀ ପରିଚାଳନା କୌଶଳ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଚାଲିଥିବା ଲକ୍ଷ୍ୟଭେଦୀ ପ୍ରକଳ୍ପର ଗୋଷ୍ଠୀ ପରିଚାଳନା କୈାଶଳ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ରେ ଜିଲ୍ଲା ସୁପରଭାଇଜର (ଏଡସ୍!-->!-->!-->…
ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…
ଭୁବନେଶ୍ବର: ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର ବିଷୟ ପାଲଟିଛି। ଆମ ଦେଶରେ ପୁଣି ଥରେ କାଳେ କରୋନା ତା’ର କାୟାବିସ୍ତାର କରିବ ସେ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି!-->…
ଆଜି ଦେଶରେ ୧୭୫ ନୂଆ କୋଭିଡ୍-୧୯ ସଂକ୍ରମଣ…
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୨୦୦ ଭିତରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା!-->!-->!-->…
ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି।
ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍ ଚିହ୍ନଟ ହୋଇଛି। ଓଡ଼ିଶାରେ ଗତ!-->!-->!-->…
ଚୀନରେ କୋଭିଡ ଦିନକୁ ନେଉଛି ୯ ହଜାର ଜୀବନ…
ନୂଆଦିଲ୍ଲୀ : ଚୀନରେ କୋଭିଡ ମହାବିପର୍ଯ୍ୟୟ ଆଡକୁ ଗତି କରୁଛି। ଗୋଟିଏ ସପ୍ତାହରେ ଦିଗୁଣ ହୋଇଛି ଦୈନିକ ମୃତ୍ୟୁ ସଂଖ୍ୟା । ଗତ ସପ୍ତାହରେ ଦିନକୁ ୫ ହଜାର ଜୀବନ ନେଉଥିଲା ମହାମାରୀ । ଏବେ ଦିନକୁ ୯ ହଜାର ଜୀବନ ନେଉଛି। ଆଗକୁ ଆହୁରି ଭୟଙ୍କର ହେବ ସ୍ଥିତି। ଦିନକୁ ୨୫ ହଜାର ଜୀବନ ଯିବ ।!-->…
ନୂଆବର୍ଷରେ କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…
ଭୁବନେଶ୍ୱର: କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ । ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ । ନୂଆବର୍ଷ ପାଇଁ ପୁଣି ଥରେ ସତର୍କ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନେଇ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ରାଜ୍ୟରେ ଅନୁପାଳନ କରାଯାଉଛି । ଯେଉଁଠାକୁ ଆନ୍ତର୍ଜାତୀୟ ବିମାନ!-->…
ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ, ଭୟ କରିବାର କାରଣ ନାହିଁ : ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର!-->…
କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ହେଲା କୋଭିଡ ମକଡ୍ରିଲ…
ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି!-->…
ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ…
ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ଡିସେମ୍ବର ୨୭ ତାରିଖରେ ମକ୍ଡ୍ରିଲ୍ ହେବ। ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ!-->…
ଓଡ଼ିଶାରେ ମିଳିବ ନାଜାଲ୍ ଡୋଜ୍ ‘ଇନ୍କୋଭାକ୍’
ଭୁବନେଶ୍ବର : ଓଡ଼ିଶାରେ ନାଜାଲ କୋଭିଡ ଡୋଜ୍ ଉପଲବ୍ଧ ହେବ। ଘରୋଇ ହସ୍ପିଟାଲରେ ଏହି ଡୋଜ୍ ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଇନ୍କୋଭାକ୍ ନାଜାଲ ଡୋଜ୍ ବ୍ୟବହାର ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ!-->…