Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ବଢିଲା କୋଭିଡ୍ ସଂକ୍ରମଣ : ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା, କଟକ ଓ ପୁରୀ
ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ବଢିଚାଲିଛି କୋଭିଡ୍ ସଂକ୍ରମଣ । ତୃତୀୟ ଲହର ପରେ ପ୍ରଥମ ଥର ପାଇଁ ରାଜ୍ୟରେ ୫ ଶହ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ସହ ପୁରୀ ଓ କଟକ ମଧ୍ୟ ରେଡ୍ ଜୋନ୍କୁ ଫେରିଛି!-->…
ମାକ୍ସ ନ ପିନ୍ଧିଲେ ପୂର୍ବ ଭଳି କଟାଯିବ ଫାଇନ୍: ଭୁବନେଶ୍ୱର ମେୟର
ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ!-->…
ରାଜ୍ୟରେ ଆଜି ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା!-->…
ରାଜ୍ୟର ଆଉ ୪୨୮ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୧ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭୭ଜଣ ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୬ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ!-->…
ରାଜ୍ୟରେ ଆଉ ୪୦୧ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ସଂକ୍ରମିତ!-->…
୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ
ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା'ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି!-->…
ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର
ଭୁବେନଶ୍ୱର: କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ବେଶ୍ କମ୍ ରହିଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ ।
ତେବେ ରାଜ୍ୟରେ କୋଭିଡ୍!-->!-->!-->…
ଆଜି ରାଜ୍ୟର ୧୮ ଟି ଜିଲ୍ଲାରେ ୩୪୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୨ କେସ୍ ରିପୋର୍ଟ ହୋଇଥିବା ବେଳେ ୧୪୪ ଲୋକାଲ କେସ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କେସ୍!-->…
ରାଜ୍ୟରେ ଆଉ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->…
ରାଜ୍ୟରେ ଉପର ମୁହାଁ କରୋନା, ଆଜି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ!-->…