Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ମୃତ୍ୟୁ ହାର କମିବାକୁ ଆଉ ୬ରୁ ୭ ସପ୍ତାହ ସମୟ ଲାଗିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ମହାମାରୀ ତୃତୀୟ ଲହରର ପ୍ରଭାବ ଜାରି ରହିଛି । ପିକ୍ ସମୟ ଅତିକ୍ରମ କରିବା ପରେ ଏବେ ଦୈନିକ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଛି । ମାତ୍ର ଏବେବି ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କୋଭିଡ୍ ସ୍ଥିତି ଓ!-->…
ଓଡ଼ିଶାରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୨ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…
କରୋନା ଦୂର ପାଇଁ ଆୟୁର୍ବେଦ ବେଶ୍ ଉପଯୋଗୀ: ବିଶେଷଜ୍ଞ
ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂର ପାଇଁ ଆୟୁର୍ବେଦ ବେଶ୍ ଉପଯୋଗୀ। ଅମୃତାରିଷ୍ଠ, ଅଣୁତୈଳ ଓ ଦ୍ରାକ୍ଷାରିଷ୍ଟ ଆଦି ବ୍ୟବହାର କରିହେବ। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହା କହିଛନ୍ତି। କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବେଶ୍ ଉପଯୋଗୀ ଆୟୁର୍ବେଦ। କୋଭିଡ ଆକ୍ରାନ୍ତଙ୍କ ପାଇଁ!-->…
କରୋନା ସଂକ୍ରମିତ ହେଲେ ନେହା ଭାସିନ୍
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ମାମଲା ବୃଦ୍ଦଇ ହେବାରେ ଲାଗିଛି । ଏଥିରୁ ମଧ୍ୟ ବାଦ ପଡୁନାହାନ୍ତି ଅଭିନେତା, ଅଭିନେତ୍ରୀ, ଗାୟକ ଓ ଗାୟିକାମାନେ । ଏହାରି ଭିତରେ ବିଗବସ୍ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ!-->…
ଓଡ଼ିଶାରେ ୧୫୦୩ କରୋନା ସଂକ୍ରମିତ ଚିହ୍ନଟ, ୨୧ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୫୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ୧୮ ବର୍ଷରୁ!-->…
ମାସକ ଭିତରେ ଆମେ ଭଲ ସ୍ଥିତିରେ ପହଞ୍ଚିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତୃତୀୟ ଲହର ବେଳେ ଆମ!-->…
ଓଡ଼ିଶାରେ ଆଉ ୧୪୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୪୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୯୨୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…
୭ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡି
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୭ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡି । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଏମ୍ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ତେବେ ସମସ୍ତ!-->!-->!-->…
୫୦ ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା ନଷ୍ଟ ହେବା ଖବର : ସ୍ପଷ୍ଟ କଲା କେନ୍ଦ୍ର ସରକାର…
ନୂଆଦିଲ୍ଲୀ: ଅବ୍ୟବହୃତ ୫୦ଲକ୍ଷ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହୋଇଯିବ ବୋଲି ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଖବର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହଁ ଯେ, ରାଜ୍ୟୱାରୀ ଟିକାର ମାତ୍ରା ଏହାର ମିଆଦ ପୂରଣ କରିବାର ନିକଟବର୍ତ୍ତୀ ହୋଇଛି।
!-->!-->!-->…
ଜବତ ହେଲା ନକଲି କୋଭିଡ ଟିକା..! : ଅନେକ ରାଜ୍ୟକୁ ଲମ୍ବିଛି ନେଟୱର୍କ, ୫ ଅଭିଯୁକ୍ତ ଗିରଫ…
ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ନକଲି କୋଭିଡ ଟିକା ବହୁ ପରିମାଣରେ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସର ଏକ ପ୍ରମୁଖ କାର୍ଯ୍ୟରେ ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍ ଏଠାରୁ ଜବତ କରାଯାଇଛି। ଲଙ୍କା ପୋଲିସ ଷ୍ଟେସନ ପରିସରର ରୋହିତ ନଗରରେ!-->…