Browsing Category

ଦେଶ

ସମୁଦ୍ର କୂଳରେ ବାପାଙ୍କ ଆଗରେ ପୁଅକୁ ଖାଇଗଲା ସାର୍କମାଛ

ନୂଆଦିଲ୍ଲୀ: ଲୋକେ ଆତଙ୍କିତ ହୋଇ ଚାହିଁଥିବା ବେଳେ ଇଜିପ୍‌ଟ୍‌ର ହୁର୍‌ଘାଡ଼ାରେ ଥିବା ଏକ ଲୋକପ୍ରିୟ ସମୁଦ୍ର ତଟ ରିସର୍ଟରେ ଜଣେ ୨୩ ବର୍ଷିୟ ରୁଷୀୟ ପର୍ଯ୍ୟଟକଙ୍କୁ ଗୋଟାଏ ସାର୍କମାଛ ଖଣ୍ଡିଆଖାବରା କରି ମାରି ଖାଇ ଦେଇଥିବା କଥା ‘ଦି ଡେଲି ମେଲ୍‌’ ରିପୋର୍ଟ କରିଛି।ସାମାଜିକ ଗଣମାଧ୍ୟରେ…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନିୟନ୍ତ୍ରଣ କରିବାକୁ ଆଇନ ଆଣିବେ ଭାରତ ସରକାର…

ନୂଆଦିଲ୍ଲୀ : ଭାରତ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ଆଣିବେ। ଡିଜିଟାଲ ଦୁନିଆରେ ଥିବା ଲୋକଙ୍କୁ ଯେମିତି ଏଆଇ ଯେମିତି କ୍ଷତି ପହଞ୍ଚାଇବ ନାହିଁ, ତାକୁ ସରକାର ନିଶ୍ଚିତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ…

ଓଡ଼ିଶା ରେଳ ଦୁର୍ଘଟଣା ପରେ ହାଇଦ୍ରାବାଦ, ଦିଲ୍ଲୀକୁ ବିମାନ ଭଡ଼ାରେ ୩ ଗୁଣ ବୃଦ୍ଧି

ବିଶାଖାପାଟଣା: ବିଶାଖାପାଟଣାରୁ ହାଇଦ୍ରାବାଦ, ନୂଆଦିଲ୍ଲୀ ଏବଂ ଅନ୍ୟ କେତେକ ଗନ୍ତବ୍ୟସ୍ଥଳକୁ ବିମାନ ଭଡ଼ା ଗତ ୫ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହି ରୁଟ୍‌ ଗୁଡ଼ିକରେ ବିମାନ ଟିକେଟ୍‌ର ଚାହିଦା ଆକାଶଛୁଆଁ ହେଉଥିବାରୁ ଏହି ଧାରା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି…

ମୁମ୍ବାଇ ହତ୍ୟାକାଣ୍ଡ : ମନୋଜଙ୍କୁ ମାମୁ ବୋଲି କହୁଥିଲେ ସରସ୍ୱତୀ, କିନ୍ତୁ ଲିଭ ଇନରେ ରହୁଥିଲେ

ମୁମ୍ବାଇ : ନିଜର ୩୨ ବର୍ଷୀୟ ଲିଭ ଇନ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ୫୬ ବର୍ଷୀୟ ମନୋଜ ସାଣେ ଏବେ ପୁଲିସ୍‌ ରିମାଣ୍ଡରେ ଅଛନ୍ତି। ସେ ରବିବାର ଦିନ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡ ସ୍ଥିତି ଫ୍ଲାଟରେ ହତ୍ୟା କରିବା ସହ ମୃତଦେହକୁ…

ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି – ସିଦ୍ଧୁଙ୍କ ପତ୍ନୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଓ ଭଗବନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ କୌରଙ୍କ ଏକ ବୟାନ ଚର୍ଚ୍ଚାରେ ରହିଛି।ନବଜୋତ କହିଛନ୍ତି, ‘ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଆହୁରି ଘନୀଭୂତ ହେବ ବାତ୍ୟା ‘ବିପର୍ଯ୍ୟୟ’, ଆଜିଠୁ ବଢ଼ିବ ପବନର ବେଗ

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ଅତ୍ୟନ୍ତ ଭୀଷଣ ରୂପ ଧାରଣ କରି ଏହା ଉତ୍ତରପଶ୍ଚିମ ଦିଗରେ ଆସନ୍ତା ୨ ଦିନ ଯାଏ ଗତି…

୨୫୦ କୋଟି ଟଙ୍କା ଖଣି ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି: ଏକାଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରରେ ଦୁଇଟି ଘରୋଇ କମ୍ପାନି ସହ ଜଡ଼ିତ ୨୫୦ କୋଟି ଟଙ୍କାର ବେଆଇନ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଜାତୀୟ ଏଜେନ୍‌ସି ଇଡି ଏକିଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ଉ କରି ନଗଦ ଦେଢ଼ କୋଟି ଟଙ୍କା ଓ ୧୧ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର…

ରେସଲରଙ୍କ ବିରୋଧରେ ହେଟସ୍ପିଚ୍‌ ଅଭିଯୋଗ: କୋର୍ଟରେ ଏମିତି ଉତ୍ତର ରଖିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ନେଇ ବଡ଼ ଖବର ଆସିଛି। ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ପରେ ଆଜି ଦିଲ୍ଲୀ ପୁଲିସ ଗୋଟିଏ କୋର୍ଟରେ ଆକ୍ସନ…

ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ହୋଇପାରିବ, କଟକଣା ଉଠାଇଲେ ହାଇକୋର୍ଟ

କୋହିମା : ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଉପରେ ଲାଗୁ କଟକଣା ଉଠାଇ ଦେଇଛନ୍ତି ଗୁଆହାଟୀ ହାଇକୋର୍ଟଙ୍କ କୋହିମା ବେଞ୍ଚ୍ । ଗତ ୨୦୨୦ରେ ରାଜ୍ୟ ସରକାର ଏହି କଟକଣା ଲଗାଇଥିଲେ, କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ । ହାଇକୋର୍ଟ କଟକଣା ଉଠାଇବା ପରେ ଏବେ ଖୋଲା ବଜାର ଓ…

ବେଆଇନ କୋଇଲା ଖନନ ବେଳେ ଅଘଟଣ, ଛୋଟ ପିଲା ସହ ୩ ମୃତ

ଧାନବାଦ : ଝାରଖଣ୍ଡର ଧାନବାଦରେ ଘଟିଛି ଅଘଟଣ। ଏଠାରେ ଥିବା ଗୋଟିଏ ଖଣିରେ ବେଆଇନ ଖନନ ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ ପଥର ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। ସେହିପରି ଖନନ କାମରେ ନିୟୋଜିତ ହୋଇଥିବା ଅନେକ ଲୋକ ମାଟି ଓ ପଥର…