Browsing Category

ଦେଶ

୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ଚିନ୍ତାରେ ରେଳବାଇ…

ନୂଆଦିଲ୍ଲୀ: ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି | ତେବେ…

ରାତିରେ ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ…

ବଦଳିଲା ରାମଗୋପାଳଙ୍କ ବୟାନ, ପୂର୍ବରୁ ସମର୍ଥନ ଏବେ ବିରୋଧ…

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍‌ ଧରିଛି। ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ। କିନ୍ତୁ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ପ୍ରତିନିଧିତ୍ବ କମ୍‌ ରହିବ। ୧୯ଟି ବିରୋଧୀ ଦଳ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବର୍ଜନ କରିବେ। ତେବେ ନୂଆ…

ଭାରତରେ ଆହୁରି ଚିତା ମରିବେ… ସତର୍କ କରାଇଲେ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ ପୁଣି ଚିତା ବାଘମାନଙ୍କ ବଂଶବୃଦ୍ଧି କରିବାକୁ ଭାରତ ସରକାରଙ୍କ ଆଶା ଦିନକୁ ଦିନ ନିରାଶାରେ ପରିଣତ ହେବାରେ ଲାଗିଛି । କାରଣ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାମାନଙ୍କ ମୃତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏତିକି ବେଳେ ଦକ୍ଷିଣ ଆଫ୍ରିକାର ଜଣେ ବଣ୍ୟଜନ୍ତୁ…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ୍‌ଙ୍କ ନୂଆ ନିୟମ ଲକ୍ଷ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କୁ କରିବ ପ୍ରଭାବିତ

ଲଣ୍ଡନ: ବ୍ରିଟେନରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖରାପ ଖବର। ନିଜ ପରିବାରକୁ ଆଉ ବ୍ରିଟେନକୁ ନେଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଏନେଇ ବ୍ରିଟିଶ ସରକାର ଏକ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କ ଉପରେ ଏଇ ଇମିଗ୍ରେସନ କଟକଣା ଘୋଷଣା…

ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ

ନୂଆଦିଲ୍ଲୀ: ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ। ଦେଶର ପ୍ରସିଦ୍ଧ ବଡିବିଲଡର ପ୍ରେମରାଜ ଆରୋରାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ବର୍ଷ ବୟସ ହୋଇଥିଲା। ପେଟରେ ଏସିଡିଟି ସମସ୍ୟା ହେବା ପରେ ପ୍ରେମରାଜ ଆରୋରାଙ୍କର ଛାତିରେ…

ଅମୃତସରରେ ଗ୍ୟାଙ୍ଗଓ୍ବାର, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ମାରିଲେ ୨୪ ରାଉଣ୍ଡ ଗୁଳି

ଅମୃତସର : ଗ୍ୟାଙ୍ଗଓ୍ବାରରେ ପୁଣି ଥରି ଉଠିଛି ପଞ୍ଜାବର ଅମୃତସର । ଏଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । ଏହାକୁ ନେଇ ସମଗ୍ର ସହରରେ ସ୍ଥିତି ଅଶାନ୍ତ ହୋଇଯାଇଛି ।ପୁଲିସର ସୂଚନା ଅନୁଯାୟୀ, ଅମୃତସରର ସଠିଆଲା ଗ୍ରାମରେ ୪ ଜଣ ଦୁର୍ବୃତ୍ତ ତା ଉପରକୁ…

‌ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ‌ଦେବଦୂତ ସାଜିଲେ ଟିନା ଡାବି

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ…

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ…

ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ…