Browsing Category

ଦେଶ

କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ‘ଇସ୍ତାହାର’ ପୋଡ଼ି ପକାଇଲେ ବଜରଙ୍ଗ ଦଳ କର୍ମୀ

ନୂଆଦିଲ୍ଲୀ: ଭୋଟ୍‌ ପାଇ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’ ଓ ସେ ପ୍ରକାରର ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବ ବ‌ୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପାର୍ଟି ବିରୁଦ୍ଧରେ ମଙ୍ଗଳବାର ଦିନ ‘ବଜରଙ୍ଗ ଦଳ’ ପ୍ରତିବାଦ ପ୍ରଦର୍ଶନ କରିଛି। ପ୍ରତିଶ୍ରୁତି ପ୍ରତ୍ୟାହାର ଦାବି…

‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍। ତେବେ…

ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି ବିଧାୟକ ତଥା ଶରଦ ପାୱାରଙ୍କ ପୁତୁରା…

ବରକନ୍ୟା ଉପରେ କାର୍‌ ଚଢାଇଦେଲେ ନିଶାସକ୍ତ ଯୁବତୀ; କନ୍ୟା ମୃତ, ବର ଗୁରୁତର

ମୃତ୍ୟୁ କେତେବେଳେ କାହାକୁ ଆସେ, ତାହା ହୁଏତ କେହି ଜାଣିପାରିବେ ନାହିଁ । ବାହାଘରକୁ ନେଇ ସ୍ୱପ୍ନ ଦେଖିଥିବା ଯୁବତୀ ଖୁସି କରିବା ଆଗରୁ ଜୀବନ ଚାଲିଗଲା । ନିଶାରେ ଗାଡି ଚଲାଇ ବଧୂ ଉପରେ ଚଢାଇଦେଲେ ଯୁବତୀ । ବିବାହ ସରିବାର ୫ ଘଣ୍ଟା ପରେ ବଧୂର ମୃତ୍ୟୁ । ବର ଗୁରୁତର । ଘଟଣାଟି ଆମେରିକାର…

ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ :ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିବିଆଇର ବଡ଼ ଧରଣର ରେଡ। ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା। ୨ହଜାର ଟଙ୍କିଆ, ୫ସହ ଟଙ୍କିଆ ସହ ବିଡ଼ାବିଡ଼ା ନୋଟ ଭର୍ତ୍ତି ବ୍ୟାଗ ଦେଖି ଚକିତ ହୋଇଥିଲେ ଅଧିକାରୀ। ଦିଲ୍ଲୀ,…

କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି…

ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’…

ରାଜ୍ୟରେ ହେଉଥିବା ୯୦ ପ୍ରତିଶତ ଅପରାଧ ପାଇଁ ପ୍ରବାସୀ ଶ୍ରମିକ ହିଁ ଦାୟୀ: ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ: ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏକ ଅଜବ ବିବୃତ୍ତି ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ରାଜ୍ୟରେ ହେଉଥିବା ପ୍ରାୟ ୯୦ ପ୍ରତିଶତ ଅପରାଧ ପଛରେ ପ୍ରବାସୀ ଶ୍ରମିକଙ୍କ ହାତ ରହିଛି | ସେ ଦାବି କରିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ…

ବଦଳାଗଲା ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ

ପଞ୍ଜାବ: ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ ମଙ୍ଗଳବାର ଠାରୁ ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି,‘ ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ସଞ୍ଚୟ କରିବାରେ ସହାୟକ ହେବ ନାହିଁ ବରଂ ଅନେକ ଲାଭ ମଧ୍ୟ ମିଳିବ। ରାଜ୍ୟର ସରକାରୀ ବିଭାଗଗୁଡ଼ିକର ସମୟ…

ଏନସିପି ସଭାପତି ପଦରୁ ହଠାତ୍‌ ଇସ୍ତଫା ଦେଲେ ଶରଦ ପାୱାର

ମୁମ୍ବାଇ : ଦେଶର ବରିଷ୍ଠ ରାଜନେତା ତଥା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ପଦରୁ ହଠାତ୍‌ ଇସ୍ତଫା ଦେଇଛନ୍ତି ଶରଦ ପାୱାର। ଦେଶର ଜଣେ ବରିଷ୍ଠ ବିରୋଧୀ ଦଳର ନେତା ଭାବେ ପରିଚିତ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ଏକାଠି କରି ସରକାର ଗଠନ…