Browsing Category

ଦେଶ

ଆନ୍ଦୋଳନରେ ରେସଲର, ଏଥର ସବୁ ଦଳକୁ ସ୍ୱାଗତ କରାଯିବ କହିଲେ…

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ଦେଶର ଷ୍ଟାର ରେଲସରମାନେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଗତଥର ଯେତେବେଳେ ସେମାନେ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ…

ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଲେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଛନ୍ତି। ସେ ପୁଲିସ୍‌ କର୍ମଚାରୀମାନଙ୍କୁ ଠେଲାପେଲା କରିବାରୁ ତାଙ୍କୁ ଅଟକ ରଖାଯାଇଛି।ରାଜ୍ୟ…

ସଞ୍ଜୟ ରାଉତଙ୍କ ‘ଡେଥ ୱାରେଣ୍ଟ’ ବୟାନକୁ ଫଡନାଭିସଙ୍କ ‘ଡୋପିଂ’ କାଉଣ୍ଟର

ମୁମ୍ବାଇ : ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ‘ଡେଥ ୱାରେଣ୍ଟ’ ବୟାନ ଦ୍ୱାରା ବାଣ ମାରିଛନ୍ତି ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ରାଉତ। ତେବେ ତାଙ୍କର ଏହି ଡେଥ ୱାରେଣ୍ଟ ବୟାନକୁ କ୍ରୀଡ଼ାରେ ବ୍ୟବହାର ହେଉଥିବା ଡୋପିଂ ଶବ୍ଦର ବ୍ୟବହାର କରି କାଉଣ୍ଟର କରିଛନ୍ତି…

ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ଲଳିତ ମୋଦି…

ନୂଆଦିଲ୍ଲୀ : ଆଇପିଏଲର ପୂର୍ବତନ କମିଶନର ତଥା ପଳାତକ ଘୋଷିତ ଲଳିତ ମୋଦି ଆଜି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଅଦାଲତ ଅବମାନନା ମାମଲାରେ ସେ କ୍ଷମା ମାଗିବାରୁ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରାଯାଇଛି। ଭାରତରୁ ଠକେଇ କରି ଫେରାର ହୋଇଯାଇଥିବା ଲଳିତ ମୋଦି…

ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ: ମମତାଙ୍କୁ ଭେଟିଲେ ନୀତୀଶ କୁମାର ଓ ତେଜସ୍ୱୀ

କୋଲକାତା : ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରମ୍ଭ କରିଥିବା ଉଦ୍ୟମ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛି। ଆଜି ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବ ପଶ୍ଚିମବଙ୍ଗର ହାୱଡାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ…

ବୀରଭୂମିରୁ ମିଳିଲା ଅଘୋରି ସାଧୁଙ୍କ ମୃତଦେହ, ଅତିକ ହତ୍ୟାର ପ୍ରତିଶୋଧ କଥା କହିଲା ବିଜେପି

କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରୁ ଜଣେ ସାଧୁଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୀରଭୂମିର ପୁରାନନ୍ଦାପୁରରେ ଥିବା କାଳୀ ମନ୍ଦିର ଗଛରୁ ଅଘୋରି ସାଧୁ ବାବା ଭୂବନ ବାବାଙ୍କ ମୃତଦେହକୁ ଠାବ କରାଯାଇଛି। ଅଘୋରି ସାଧୁଙ୍କ ମୃତଦେହ ମିଳିବା ପରେ ବିଜେପି ପକ୍ଷରୁ ବଡ଼ ଦାବି କରାଯାଇଛି।…

ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫଆଇ) ସଭାପତି ତଥା ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧ‌ରେ ଆଣିଥିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ। ନ୍ୟାୟ ନମିଳିବାରୁ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା। ଷ୍ଟାର ରେସଲର ଭିିନେଶ ଫୋଗାଟ ଜାନୁଆରି ମାସରେ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ସଙ୍ଗୀନ…

ଭୋଟରଙ୍କୁ ପ୍ରଲୋଭନ କରୁଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ବିଲଗି ନିର୍ବାଚନ ମଣ୍ଡଳରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ମନ୍ତ୍ରୀ ମୁରୁଗେସ ନିରାନି ବିରୋଧରେ ଫ୍ୟାକ୍ଟ୍ରି ଷ୍ଟାଫ କ୍ବାଟର୍ସରୁ ୨୧.୪୫ ଲକ୍ଷ ଟଙ୍କାର ରୁପାର ୯୬୩ଟି ଦୀପ ଜବତ କରାଯିବା ପରେ ଭାରତୀୟ ଦଣ୍ଡବିଧାନ ଆଇନ…

୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ମିଳିଲା ବୁଡିଯାଇଥିବା ଜାପାନୀ ଜାହାଜ

ବେଜିଂ: ପାଖାପାଖି ୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ଏକ ଜାପାନୀ ଜାହାଜର ଅବଶେଷ ମିଳିଛି | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜାହାଜ ବୁଡିଯାଇଥିଲା | ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଆମେରିକା,…

ହେଲିକପ୍ଟର ପଙ୍ଖାରେ ଯୁବକଙ୍କ ବେକ କଟି ମୃତ୍ୟୁ

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ…