Browsing Category

ଦେଶ

ମୁଁ ଦିଲ୍ଲୀରେ ଅଛି, ଚିନ୍ତା କରନି; ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍‌ସି ନେତା ମୁକୁଲ

ନୂଆଦିଲ୍ଲୀ: ମୁଁ ଦିଲ୍ଲୀରେ ଅଛି। ଚିନ୍ତା କରନି। ପୁଅ ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍‌ସି ନେତା ମୁକୁଲ।ସୋମବାର ବିଳମ୍ବିତ ରାତିରୁ ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ନିଖ‌ୋଜ ଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କର ଦିଲ୍ଲୀରେ…

ଏଲଏସିକୁ ଲାଗିଥିବା ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ, ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ: ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ଥିବା ନିଜର ସମସ୍ତ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ…

ସମଲିଙ୍ଗୀ ବିବାହ ମାମଲାର ଶୁଣାଣି : କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।…

ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଭାରତୀୟ ପର୍ବତାରୋହୀ ଅନୁରାଗଙ୍କ ମୃତଦେହ ଉଦ୍ଧାର…

କାଠମାଣ୍ଡୁ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ…

ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଉପରେ ନକ୍ସଲ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

ରାୟପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଗଙ୍ଗାଲୁର ବଜାରରେ ବିଧାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏକ ରାସ୍ତା ସଭା କରି ମୁଖ୍ୟାଳୟକୁ ଫେରୁଥିବା ବେଳେ ଏହି ଘଟଣା…

ଅତିକ ଅହମଦ ହତ୍ୟା ଘଟଣା: ଓକିଲଙ୍କ ଘର ବାହାରେ ବୋମାମାଡ଼

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋବାର ଗଲି ଅଞ୍ଚଳରେ ବୋମା ମାଡ଼ ହୋଇଛି। ଶନିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଜଣେ ଓକିଲଙ୍କ ଘର ଏଠାରେ ରହିଛି। ଓକିଲଙ୍କ ଘର ବାହାରେ ହିଁ ଏପରି ବୋମା ମାଡ଼ କରାଯାଇଛି। ତେବେ ଏଥିରେ କେହି ବି ଆହତ ହୋଇନାହାନ୍ତି।ଅତିକଙ୍କ…

୪୦ ବିଧାୟକଙ୍କ ସହ ବିଜେପି ଆଡ଼କୁ ଢଳୁଛନ୍ତି ଏନସିପିର ଅଜିତ ପାୱାର !

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ…

ଡନ୍‌ ଲରେନ୍ସ ବିଷ୍ଣୋଇକୁ ଦେଖି ଅନୁପ୍ରାଣିତ ହୋଇଥିଲେ ଅତିକଙ୍କ ଶୁଟର…

ଲକ୍ଷ୍ନୌ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଲରେନ୍ସ ବିଷ୍ଣୋଇ ଯେମିତି ଆତଙ୍କ ସୃଷ୍ଟି କରୁଥିଲା ଠିକ ସେହିପରି ଶୁଟର ଜଣକ ଉତ୍ତର ପ୍ରଦେଶରେ ବଡ଼ ଡନ୍‌…

ଆଉ କୌଣସି ମାଫିଆ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ…

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଶନିବାର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ଉପସ୍ଥିତିରେ ୩ ଜଣ ଯୁବକ…

ବିଲକିସ୍‌ ବାନୋ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିବେ କେନ୍ଦ୍ର ଓ ଗୁଜରାଟ ସରକାର!

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଆଗୁଆ ଜେଲରୁ ଖଲାସ କରି ଥିବାରୁ ଏ ସଂକ୍ରାନ୍ତ ଫାଇଲ ସୁପ୍ରିମକୋର୍ଟ ମାଗିଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶକୁ…