Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ମାମଲା ଖାରଜ୍, କେଜ୍ରିୱାଲଙ୍କୁ ୨୫,୦୦୦ ଟଙ୍କା ଜରିମାନା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପୁଣିଥରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ତଥ୍ୟ ଦେବାକୁ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ହୋଇଥିବା ଏକ ନିର୍ଦ୍ଦେଶନାମା ଆଜି ଗୁଜରାଟ!-->…
ନିଜ ଦଶମ ଶ୍ରେଣୀର ମାର୍କସିଟ୍ ସେୟାର୍ କଲେ କୋହଲି…
ମୁମ୍ବାଇ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଏବେ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ (ଆଇପିଏଲ୍ ୨୦୨୩) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ରେ ଖେଳିବାକୁ ଥିବା ବିରାଟ କୋହଲି ପ୍ରସ୍ତୁତି ଏକ୍ଦମ୍ ଜୋର୍ଦାର ଆରମ୍ଭ କରିଛନ୍ତି। ତେବେ!-->…
ହିନ୍ଦୀରେ ‘ଦହି’ ଲେଖିବାକୁ ‘ଏଫ୍ଏସ୍ଏସ୍ଏଆଇ’ ନିର୍ଦ୍ଦେଶକୁ ବିରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ଚେନ୍ନାଇ: ପ୍ୟାକେଟ୍ ଉପରେ ଇଂରାଜୀରେ ‘କର୍ଡ’ ନ ଲେଖି ହିନ୍ଦୀରେ ‘ଦହି’ ଲେଖିବାକୁ ଭାରତର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଦେଇଥିବା ନିର୍ଦେଶକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଦୁଗ୍ଧ ଉତ୍ପାଦନକାରୀ ତୀବ୍ର ସମାଲୋଚନା କରି କହିଛନ୍ତି କି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀ ପ୍ରଚଳନ କରିବା!-->…
କମିଲା ଭାରତୀୟ ପାସପୋର୍ଟର ଶକ୍ତି…
ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟର ଶକ୍ତି ହ୍ରାସ ପାଇଛି। ଏଣିକି ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର କରୋନା ମହାମାରୀ ସମୟ ତୁଳନାରେ କମ୍ ହୋଇଛି। ଏହା ସହ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତର ମାନ୍ୟତା ୬ଟି ସ୍ଥାନ ତଳକୁ ଖସି ଆସିଛି। ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ!-->…
ଭାରତର ୫ଟି ବୃହତ କର୍ପୋରେଟ୍ ଗ୍ରୁପକୁ ଭାଙ୍ଗି ଦିଆଯାଉ…
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଦେଶର ବୃହତ୍ ୫ଟି କର୍ପୋରେଟ ଗ୍ରୁପକୁ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଆଦାନି ଗ୍ରୁପ୍ ଓ ଭାରତୀ ଟେଲିକମ୍ (ଭାରତୀ ଏୟାରଟେଲ୍) ହେଉଛନ୍ତି ଦେଶର!-->…
ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ
ଗୌହାଟି: ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ!-->…
ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ଉଚିତ୍: ସଚିନ ପାଇଲଟ
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସଚିନ ପାଇଲଟ । ସେ କହିଛନ୍ତି,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ କଥା ଶୁଣିବା ଉଚିତ୍। ରାଜସ୍ଥାନରେ ‘ସ୍ୱାସ୍ଥ୍ୟ ଅଧିକାର’ ବିଲ୍କୁ ବିରୋଧ କରି ଡାକ୍ତରମାନେ ଆନ୍ଦୋଳନ!-->…
ରାମ ନବମୀରେ ଅଘଟଣ, ଦର୍ଶନ ବେଳେ କୂଅରେ ଗଳି ପଡ଼ିିଲେ ୨୫ରୁ ଅଧିକ ଶ୍ରଦ୍ଧାଳୁ, ୮ ମୃତ
ଇନ୍ଦୋର : ରାମ ନବମୀ ଅବସରରେ ଘଟିଲା ବଡ଼ ଦୁର୍ଘଟଣା। ମଧ୍ୟପ୍ରଦେଶ ଇନ୍ଦୋର ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ ଛାତ ଭୁଶୁଡିବା ଯୋଗୁଁ କୂଅରେ ଗଳି ପଡିଲେ ଶ୍ରଦ୍ଧାଳୁ। ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ!-->…
ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି, ମାନହାନି ମାମଲାରେ କୋର୍ଟ ନୋଟିସ୍
ପାଟନା : ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ହାଜର ହେବାକୁ ନୋଟିସ୍ କରିଛନ୍ତି। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ!-->…
ମୋଦିଙ୍କୁ ଫସାଇବାକୁ ମୋ ଉପରେ ଚାପ ପକାଯାଇଥିଲା: ଅମିତ ଶାହ
ନୂଆଦିଲ୍ଲୀ : ‘ମୋଦିିଜୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ଏକ ମିଛ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।’ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଯୋଗ!-->…