Browsing Category

ଦେଶ

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ : ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ମାନହାନୀ ମାମଲାରେ ନ୍ୟାୟଳୟ ଦ୍ୱାରା ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି। ଏବେ ଏହାକୁ ଅନ୍ୟାୟ କହି ରାହୁଲଙ୍କୁ ସମର୍ଥନ କରିଛନ୍ତି ଟିକାୟତ। ଯିଏକି ଏକଦା ତିନି…

ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ଭୋଟ୍‌…

ନୂଆଦିଲ୍ଲୀ : ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ବିଗୁଲ। ଆସନ୍ତା ମେ’ ୧୦ ତାରିଖରେ ପଡିବ ଭୋଟ। ମେ’ ୧୩ ତାରିଖରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକର ୫ କୋଟି ୨୨ ଲକ୍ଷ ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ…

ସାଂସଦ ପଦ ଫେରିପାଇଲେ ମହମ୍ମଦ ଫୈଜଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ପଦ ହରାଇ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ ଜନପ୍ରତିନିଧି ନିୟମ ୨୦୧୩ ଆଇନ ଅନୁଯାୟୀ ସାଂସଦ ପଦ ହରାଇଛନ୍ତି। ଏହାକୁ ନେଇ ସାରା ଦେଶରେ ଜୋର ଧରିଛି ରଜନୀତି। ଏହାରି ଭିତରେ ଲକ୍ଷାଦ୍ୱିପର ଜଣେ ସାଂସଦ ମହମ୍ମଦ ଫୈଜଲ ନିଜ ପଦ…

ହାଇ ଆଲର୍ଟ, ସ୍ୱର୍ଣ୍ଣ ମନ୍ଦିରରେ ସରେଣ୍ଡର କରିପାରେ ଅମ୍ରିତପାଲ…

ନୂଆଦିଲ୍ଲୀ : ଦୀର୍ଘ ୧୨ ଦିନ ହେବ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଓ ୱାରିସ ପଞ୍ଜାବ ଦେ ସଙ୍ଗଠନର ମୁଖ୍ୟ ପଳାତକ ଅମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି। ଏଥିପାଇଁ ପୂରା ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ସେ ସରେଣ୍ଡର କରିପାରେ ବୋଲି…

ଡିଡିୟୁ-ଜିକେୱାଇ ଅଧୀନରେ ଗ୍ରାମାଞ୍ଚଳରେ ୩୧୦୬୭ ଚାକିରି ସୃଷ୍ଟି ହେବ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୯ ଜଣ କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ୩୧,୦୬୭ ଗରିବ ଯୁବକଙ୍କୁ…

‘ଅନ୍ତର୍ଜାତୀୟ ସୁରକ୍ଷା ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ନେବାକୁ ଚାହୁଁଛି ଚୀନ’

ପୁଣେ: ଅନ୍ତର୍ଜାତୀୟ ସୁରକ୍ଷା ନେଟ୍‌ୱର୍କ ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ଚୀନ ନେବାକୁ ଚାହୁଁଛି ବୋଲି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ପୁଣେରେ ଆୟୋଜିତ ହୋଇଥିବା ଏକ ଦୁଇଦିନିଆ ରଣନୈତିକ ଆଲୋଚନାଚକ୍ରର ଉଦ୍‌ଘାଟନୀ…

ପଲାନିସ୍ୱାମୀ ହେଲେ ଏଆଇଏଡିଏମ୍‌କେର ସାଧାରଣ ସଂପାଦକ…

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ପନିର୍‌ସେଲ୍‌ଭମ୍‌ (ଓପିଏସ୍)ଙ୍କ ଗୋଷ୍ଠୀ ପକ୍ଷରୁ ଦଳର ସାଧାରଣ ସଂପାଦକ ନିର୍ବାଚନ ଫଳାଫଳ ଉପରେ ରହିତାଦେଶ ଆବେଦନକୁ ଗ୍ରହଣ କରିବାକୁ ମନା କରିବା ପରେ ଏଡାପଡ୍ଡି କରୁପା ପଲାନିସ୍ୱାମୀ (ଇପିଏସ୍) ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ…

ଉମେଶ ପାଲ ଅପହରଣ ଘଟଣାରେ ଅତୀକ ଅହମ୍ମଦକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ…

ଲଖନଉ: ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଅତୀକ ଅହମ୍ମଦର ଭାଇ…

ଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା…

ନୂଆଦିଲ୍ଲୀ : ପୁଣି ଥରେ ବୃଦ୍ଧି ପାଇଛି ପାନ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଘୋଷଣା…

ଖୁସି ଖବର: କର୍ମଚାରୀଙ୍କୁ ଏ ବର୍ଷ ମିଳିବ PFର ବର୍ଦ୍ଧିତ ସୁଧ…!

ନୂଆଦିଲ୍ଲୀ : ଇପିଏଫ୍ ଖାତାଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କୁ ଏବର୍ଷ ମିଳିପାରେ ପିଏଫର ବର୍ଦ୍ଧିତ ସୁଧ। ମିଳିଥିବା ସୂଚନା ଅନୁସାରେ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ୨୦୨୨-୨୩ ପାଇଁ ଇପିଏଫ୍ ସୁଧରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ୮.୫ ପ୍ରତିଶତରୁ ୮.୧୫ ପ୍ରତିଶତ…