Browsing Category

ଦେଶ

ଇକ୍ବାଡର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ୩୮୧ ଆହତ…

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଥିବା ଇକ୍ବାଡର ଦେଶରେ ଭୂକମ୍ପ। ଶନିବାର ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି ସିଏନଏନ୍। ଏହା ସହ ଭୂକର୍ମ୍ପ କାରଣରୁ ୩୮୧ଜଣ ଆହତ ହୋଇଛନ୍ତି।ସୂଚନା ମୁତାବକ, ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର…

ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ : ଜେ. ପି. ନଡ୍ଡା

ନୂଆଦିଲ୍ଲୀ: ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ ବୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି।ଚେନ୍ନାଇରେ ଚାଲିଥିବା ‘ବିଜେପି’ର ଯୁବ ଶାଖା ‘ଭାରତୀୟ ଜନତା ଯୁବ…

ଗିରଫ ପରେ ଖସିଗଲା ଅମ୍ରିତପାଲ, ପଳାତକ ଘୋଷଣା କଲା ପୁଲିସ…

ଚଣ୍ଡୀଗଡ଼ : ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ପଞ୍ଜାବ ପୁଲିସକୁ ଚକ୍‌ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି। ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।ଗତକାଲି ଅମ୍ରିତପାଲ…

ଅଧା ରହିଗଲା ଠାକୁର ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ

ଚେନ୍ନାଇ : ଅଧା ରହିଗଲା ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା। କାର ଯୋଗେ ମନ୍ଦିର ଯାଉଥିବା ବେଳେ ଅଧା ବାଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଚାଲି ଯାଇଛି ୬ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳିକା ମଧ୍ୟ…

କେସିଆର୍‌ଙ୍କ ଝିଅ କବିତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି…

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଡୁଆ। ଦିଲ୍ଲୀ ମଦ ଦର୍ନୀତି ମାମଲରେ ଫସିଥିବା କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରି ସାରିଛି। ଦ୍ୱିତୀୟ ରାଉଣ୍ଡ ତାଙ୍କୁ ଜେରା କରିବା ପାଇଁ ମଧ୍ୟ ସମନ…

ଦୁଷ୍କର୍ମ ଏଫଆଇଆରକୁ ଅଣଦେଖା କଲା ପୁଲିସ, ଏସ୍‌ପିଙ୍କୁ ଚିଠି ଲେଖିଲେ ଇଞ୍ଜିନିୟର…

ମୁମ୍ବାଇ : ମହାରାଷ୍ଟ୍ରର ଅଲୀବାଗରେ ରହୁଥିବା ଜଣେ ୨୭ ବର୍ଷୀୟ ଇଞ୍ଜିନିୟର ନ୍ୟାୟ ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହଯୋଗ ମିଳିନି। କିଛି ପୁଲିସ ଷ୍ଟେସନ ପକ୍ଷରୁ ସେ ଦେଇଥିବା ଦୁଷ୍କର୍ମ ସଂକ୍ରାନ୍ତ ଏଫଆଇଆରକୁ ଅଣଦେଖା କରାଯାଇଛି। ଏଥିପାଇଁ ସେ ବାଧ୍ୟ…

ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ପୁଲିସ…

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ପୁଲିସ। ନୋଟିସର ଜବାବ ନଦେବାରୁ ଦିଲ୍ଲୀ ପୁଲିସ ତାଙ୍କ ଘରେ ପକାଇଲା ଡେରା। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଯେଉଁ ବୟାନ ଦେଇଥିଲେ ସେ ନେଇ ତାଙ୍କ ପୁଲିସ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ…

ନୂଆ ମନ୍ତ୍ରୀ ଆତିଶୀ ଓ ସୌରଭଙ୍କୁ ମିଳିଲା ସିସୋଦିଆ ଓ ଜୈନଙ୍କ ସରକାରୀ ବଙ୍ଗଳା…

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ହାତରୁ ଗଲା ସରକାରୀ ବଙ୍ଗଳା। ଏବେ ଏହି ବଙ୍ଗଳାରେ ରହିବେ ନୂଆ ମନ୍ତ୍ରୀ। ନବ ନିଯୁକ୍ତ ମନ୍ତ୍ରୀ ଆତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ଏହି ବଙ୍ଗଳା ମିଳିବ ବୋଲି…

ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା ପରେ ସେ ମାର୍ଚ୍ଚ ୨୧ରେ ଜାପାନ ଫେରିଯିବେ। ତାଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

କାର୍‌ ଆସିବାରେ ବିଳମ୍ବ ହେବାରୁ ଖାର୍ଗେଙ୍କୁ ଲିଫ୍ଟ ଦେଲେ ରାହୁଲ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ସଂସଦରୁ ଘରକୁ ଛାଡିଦେବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ…