Browsing Category

ଦେଶ

ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି: ଆପ

ନୂଆଦିଲ୍ଲୀ : ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା ସ୍ୱୀକାରୋକ୍ତିରେ ଦସ୍ତଖତ କରନ୍ତୁ। ଏମିତ ଅଭିଯ୍ଗ ଆଣିଛନ୍ତି ଆମ ଆଦମୀ ପାର୍ଟିର…

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ : ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ। ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ହିନ୍ଦୁ ଧର୍ମର ଗ୍ରନ୍ଥଗୁଡିକୁ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ…

ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇ କଂଗ୍ରେସ ନେତା କୌସ୍ତୁଭ ବାଗ୍‌ଚି ଗିରଫ…

କୋଲ୍‌କାତା: ଗୋଟାଏ ଘରୋଇ ଟେଲିଭିଜନ୍‌ ‘ଟଅକ୍‌ ସୋ’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ତଥା ଆଡ୍‌ଭୋକେଟ୍‌ କ‌ୌସ୍ତୁଭ ବାଗ୍‌ଚିଙ୍କୁ କୋଲ୍‌କାତା ପୁଲିସ ଗିରଫ କରିଛି। ଟିପ୍ପଣୀ ଦେବା ପରେ କଂଗ୍ରେସ ନେତା…

ଏପ୍ରିଲ୍‌ରୁ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ମନା…

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍‌ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ହୋଇପାରିବନି। ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍‌ୟୁଆଇଡି ନମ୍ବର ଥିବ ‌କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍‌ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍‌ମାର୍କିଂ…

ଆରମ୍ଭ ହେଲା ଯୁବ ଉତ୍ସବ-ଇଣ୍ଡିଆ@୨୦୪୭

ନୂଆଦିଲ୍ଲୀ : ସ୍ବାଧୀନତାର ଅମୃତକାଳରେ ଶନିବାରଠାରୁ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଆରମ୍ଭ ହୋଇଛି । ଯୁବ ବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ପଞ୍ଜାବର ରୋପାର ଆଇଆଇଟିରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ ଯୁବ ଉତ୍ସବର ଡ୍ୟାସ୍‌ ବୋର୍ଡ୍‌କୁ ମଧ୍ୟ ଲୋକାର୍ପଣ…

ମେକଅପ୍‌ କରି ପୋଡିଗଲା ମୁହଁ, ବାହା ହେବାକୁ ମନା କରିଦେଲା ବର…

ବିବାହକୁ ନେଇ ସବୁ ଯୁବତୀଙ୍କର ଅନେକ ଆଶା ରହିଥାଏ । ଏଭଳି ସ୍ମରଣୀୟ ଦିନରେ କ’ଣ ପିନ୍ଧିବେ କେମିତି ଦେଖାଯିବେ, ଏହାକୁ ନେଇ ଅନେକ ପ୍ରକାର ପ୍ଲାନିଂ କରିଥାନ୍ତି । ଆଉ ବିବାହ ହେବାର ମାସକ ଆଗରୁ ସଜବାଜ ହେବା ପାଇଁ ଚାହିଁ ରହିଥାନ୍ତି । ପାଲର୍ର ଯାଇ ନିଜକୁ ସଜାଇଥାନ୍ତି । ବିବାହର କିଛିଦିନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ…

ହରିୟାଣାର ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ଦୁର୍ଘଟଣାଟି ଯମୁନା ନଗର-ପଞ୍ଚକୁଲା ରାଜପଥରେ ହୋଇଥିବା ସୂଚନା ମିଳିଛି । ବସ୍‌ଟି ଉତ୍ତରପ୍ରଦେଶର…

ଜବତ ହେବ ପଳାତକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି…

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କଠାରୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ସମ୍ପତ୍ତି ଜବତକୁ ନେଇ ମୁମ୍ବାଇ କୋର୍ଟ ଏହାର ରାୟ ଶୁଣାଇଥିଲେ। ମାଲ୍ୟା ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ଏଠାରୁ ତାଙ୍କୁ କୌଣସି ଆରାମ ମିଳିପାରି ନାହିଁ। ଅର୍ଥାତ୍‌ ତାଙ୍କ…

ଘରୁ ୬ କୋଟି ଟଙ୍କା ଜବତ ହେବା ପରେ ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ ଅଧ୍ୟକ୍ଷ ପଦରୁ…

ଦୁର୍ନୀତି କରି ପୁଅ ଧରାପଡ଼ିବା ପରେ ଜଣେ ବିଜେପି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଡଲଙ୍କ ପୁଅ ପ୍ରକାଶ ମଡଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ। ଏହି ଘଟଣାକୁ ନେଇ…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ…

କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ ଓ…