Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା.. !
ଜୟପୁର: ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା। ଓଡ଼ିଶାରେ ନୁହେଁ, ରାଜସ୍ଥାନରେ ଲାଗୁ ହେବ ଏହି ନିୟମ। ରାଜସ୍ଥାନର ସମସ୍ତ ସରକାରୀ ବସରେ ଯାତ୍ରା କରୁଥିବା ମହିଳା, ଧାର୍ଯ୍ୟ ବସ ଭଡ଼ାର ଅଧା ଭଡ଼ା ଦେଇ ଯାତ୍ରା କରିପାରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି!-->…
ମହାରାଷ୍ଟ୍ର ଉପ ନିର୍ବାଚନ: ଜିତିଲେ କଂଗ୍ରେସର ରବୀନ୍ଦ୍ର
ମୁମ୍ବାଇ : ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ମହାରାଷ୍ଟ୍ର ଉପ ନିର୍ବାଚନରେ କିଛିଟା ଭଲ ଖବର ମିଳିଛି। ମହାରାଷ୍ଟ୍ରର କସବା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର ରବୀନ୍ଦ୍ର ଧାଙ୍ଗେକର ବାଜିମାତ କରିଛନ୍ତି।!-->…
ଆଜ୍ଞାମି-୨ ସିଟ୍ରୁ ଜିତିଲେ ମୁଖ୍ୟମନ୍ତ୍ରୀ ରିଓ…
କୋହିମା : ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ନେତା ନେଇଫିଉ ରିଓ ପୁଣିଥରେ ବାଜିମାତ କରିଛନ୍ତି। ସେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ନର୍ଦ୍ଦନ ଅଜ୍ଞାମି-୨ ଆସନରୁ ଏକତରଫା ବିଜୟ ହାସଲ କରିଛନ୍ତି। ରିଓ କଂଗ୍ରେସର ସେୟିଭିଲିଇ!-->…
ଦିଲ୍ଲୀ ଅବକାରୀ ନୀତି: ଆଉ ଜଣଙ୍କୁ ବାନ୍ଧିଲା ଇଡି
ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ସିବିଆଇ ଓ ଇଡିର ଧରପଗଡ଼ ଜାରି ରହିଛି। ଏହିକ୍ରମରେ ଆଜି ଇଡି ଏହି ଘଟଣାରେ ବ୍ୟବସାୟୀ ଅମନଦୀପ ଧଲ୍ଲଙ୍କୁ ଗିରଫ କରିଛି। ରବିବାର ସିବିଆଇ ତତ୍କାଳୀନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ!-->…
ୟୁକ୍ରେନ ଯୁଦ୍ଧ ଯୋଗୁ ଜି-୨୦ ଦେଶଗୁଡ଼ିକ ହୋଇପାରିଲେନି ଏକମତ, ଜାରି ହେଲାନି ମିଳିତ ବିବୃତି
ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକ ଉପରେ ପଡ଼ିଛି ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ। ଯୁଦ୍ଧ ଯୋଗୁ ବିଭିନ୍ନ ପ୍ରସଙ୍ଗରେ ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀମାନେ ସହମତ ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରେ ବୈଠକ ପୂର୍ବରୁ ମତଭେଦ ଥିଲା ଓ ବୈଠକରେ ଏହାର ସମାଧାନ!-->…
ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ ବଢ଼ିବ କର୍କଟ ରୋଗୀଙ୍କ ସଂଖ୍ୟା, ଚେତାଇଲେ ବିଶେଷଜ୍ଞ…
ନୂଆଦିଲ୍ଲୀ: ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଏହି ଦାବି କରାଯାଇଛି। ୨୦୨୫ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା ୧୨.୭ପ୍ରତିଶତ ବୃଦ୍ଧି ହେବ ବୋଲି ଆଇସିଏମଆର!-->…
ମେଘାଳୟରେ ପୁଣି ଏନପିପି, ବିଜେପି ମେଣ୍ଟ… ! ଅମିତ ଶାହାଙ୍କୁ ଫୋନ କରି ସମର୍ଥନ ମାଗିଲେ ସାଙ୍ଗମା
ସିଲଂ : ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଝୁଲା ବିଧାନସଭା ହେବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ନାସନାଲ ପିପୁଲ୍ସ ପାର୍ଟି (ଏନପିପି) ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡ଼ିଛି ।ଭୋଟ ଗଣତି ଶେଷ ହେବା ପରେ ଏନପିପି ମୁଖ୍ୟ ତଥା!-->…
ଆଇନଜୀବୀଙ୍କ ଉପରେ ଭୀଷଣ ରାଗିଲେ ପ୍ରଧାନ ବିଚାରପତି, କହିଲେ- ଚୁପ ରୁହ ଓ କୋର୍ଟରୁ ବାହାରି ଯାଅ…
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଗୋଟିଏ ଆବେଦନର ଶୁଣାଣି ବେଳେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ସେ ଜଣେ ଆଇଜୀବୀଙ୍କ କଥା ଶୁଣି ରାଗି ଯିବା ସହ ତାଙ୍କୁ ତୁରନ୍ତ କୋର୍ଟ ରୁମରୁ ବାହାରି ଯିବାକୁ କହିଛନ୍ତି। ଗୋଟିଏ ଆବେଦନକୁ ଶୁଣାଣି ପାଇଁ ଲିଷ୍ଟିଂ କରିବା!-->…
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍, ୧ମ ଦିନ: ଭାରତ ୧୦୯ରେ ଅଲ୍ଆଉଟ୍
ଇନ୍ଦୋର୍: ଆଜି ଇନ୍ଦୋରସ୍ଥିତ ହୋଲ୍କର୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ‘ବର୍ଡର୍ ଗାଭାସ୍କର୍ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଟିମ୍କୁ ୧୦୯ ରନ୍ରେ ଅଲ୍ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍ ଜାରି ରଖିଛି।ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍!-->…
ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ…
ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ!-->…