Browsing Category

ଦେଶ

ଉଦ୍ଧବଙ୍କ ଆବେଦନ ଉପରେ ସିନ୍ଦେ ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ‘ଶିବସେନା’ ଭାବେ ମାନ୍ୟତା ଦେବା ଏବଂ ତାଙ୍କ ପାଇଁ ‘ଧନୁ ତୀର’ ଚିହ୍ନ ଆବଣ୍ଟନ କରିବାକୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହ…

ମେୟର ପରେ ଡେପୁଟି ମେୟର ପଦବୀ ହାତେଇଲା ଆପ୍‌…

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଆପ୍‌କୁ ଡବଲ ଖୁସି ମିଳିଛି। ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ମଧ୍ୟ ହାତେଇଛି ଆମ ଆଦମୀ ପାର୍ଟି। ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ ବିଜୟୀ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆମ୍ ଆଦମୀ ପାର୍ଟିର ଆଲି ମହମ୍ମଦ ଇକବାଲ ୧୪୭ ଭୋଟ୍ ପାଇଥିବାବେଳେ…

ସମ୍ପାଦକୀୟ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ: ବିବିସିକୁ ୟୁକେର ଦୃଢ଼ ସମର୍ଥନ…

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଡକ୍ୟୁମେଣ୍ଟରୀ କରିଥିବା ବିବିସିକୁ ଦୃଢ଼ ସମର୍ଥନ କରିଛି ବ୍ରିଟେନ। ମୋଦିଙ୍କ ଉପରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପ୍ରାୟ ୫୯ ଘଣ୍ଟା…

ଦିଲ୍ଲୀରେ ବିଜେପିକୁ ବଡ଼ ଝଟକା: ମେୟର ନିର୍ବାଚନ ଜିତିଲେ ଆପ୍‌ର ଶେଲୀ ଓବରୟ

ନୂଆଦିଲ୍ଲୀ : ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି(ଆପ)। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍‌ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି।…

ପରୀକ୍ଷା ବେଳେ ହିଜାବ: ଅନୁମତି ପାଇଁ ସୁପ୍ରିମକୋର୍ଟରେ ଛାତ୍ରୀ

ନୂଆଦିଲ୍ଲୀ : ପରୀକ୍ଷା ବେଳେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ଅନୁରୋଧ କରି କର୍ଣ୍ଣାଟକାର କିଛି ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି। କର୍ଣ୍ଣାଟକାରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯ରୁ ଆରମ୍ଭ ହେବ।…

ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ସଂସଦରେ ଥିବା ଶିବସେନା ଅଫିସ…

ମୁମ୍ବାଇ : ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି। ଏସବୁ ଭିତରେ ସଂସଦରେ ଥିବା ଶିବସେନା ଅଫିସକୁ…

ପୋଲାଣ୍ଡରେ ପହଞ୍ଚିବା ପରେ ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ୍

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭…

ହୋଲି ପରେ ହେବ ବିହାରରେ କ୍ଷମତା ପରିବର୍ତ୍ତନ… !

ପାଟନା : ହୋଲି ପରେ ବିହାରରେ ବଦଳିବ ସରକାର… ଆରଜେଡିର ଜଣେ ବିଧାୟକ ଏହି ଦାବି କରିଛନ୍ତି । ଏହି ଦାବି ପରେ ବିହାରର ରାଜନୈତିକ କରିଡରରେ ହଇଚଇ ଖେଳି ଯାଇଛି । କୁହାଯାଉଛି ଯେ ବିହାରରେ ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିବାଦ ଆରମ୍ଭ ହୋଇଯାଇଛି ।ଆରଜେଡି ବିଧାୟକ ବିଜୟ କୁମାର ମେଣ୍ଡେଲ…

ଲାହୋରରେ ବସି ପାକିସ୍ତାନୀଙ୍କୁ ଜାଭେଦ ଅକତର କହିଲେ :ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ଏବେ ବି ଏଠାରେ ବୁଲୁଛନ୍ତି’

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ପାକିସ୍ତାନର ଲାହୋରରେ ଆୟୋଜିତ ହୋଇଥିବା ଫୈଜ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଜାଭେଦଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣ‌ର ବିଷୟରେ ଆଲୋଚନା କରି ପାକିସ୍ତାନ ଉପରେ ଆକ୍ଷେପ…

ବିଜେପିକୁ ରୋକିବାକୁ ଏକାଠି ହେଲେ କେସିଆର ଓ ଓୱେସି…

ହାଇଦ୍ରାବାଦ: ବିଜେପିକୁ ରୋକିବାକୁ ତେଲେଙ୍ଗାନାରେ ଏକାଠି ହେଲେ କେସିଆର ଓ ଓୱେସି | ବାସ୍ତବରେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଓୱେସିଙ୍କ ଅନୁରୋଧକୁ ବିଚାର କରି ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏଆଇଏମଆଇଏମକୁ ସମର୍ଥନ କରିବାକୁ…