Browsing Category

ଦେଶ

ନିଃସଙ୍ଗ କର୍ମଚାରୀଙ୍କୁ ‘ଭାଲେଣ୍ଟାଇନ୍‌ସ୍‌ ଡେ’ ବୋନସ୍‌ ଦେଲେ ଫିଲିପ୍ପିନୀୟ ମେୟର୍‌…

ଜେନେରାଲ୍‌ ଲୁନା: ଫିଲିପ୍ପିନ୍‌ସ୍‌ର କ୍ବେଜନ୍‌ ପ୍ରଦେଶ ଅନ୍ତର୍ଗତ ଜେନେରାଲ୍‌ ଲୁନା ନଗରୀର ଜଣେ ଆଜୀବନ ଅବିବାହିତ ମେୟର୍‌ ଟାଉନ୍‌ ହଲ୍‌ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଦିନ ‘ଭାଲେଣ୍ଟାଇନ୍‌ସ୍‌ ଡେ’ ଅବସରରେ ବୋନସ୍‌ ଦେଇଛନ୍ତି।୫ ବର୍ଷରୁ ଅଧିକ କାଳ ଧରି…

‘ଭାରତୀୟ କ୍ରିକେଟରମାନେ ଫିଟ୍ ରହିବାକୁ ଇଞ୍ଜେକସନ୍ ନିଅନ୍ତି’, ଚେତନ ଶର୍ମାଙ୍କ ମତକୁ ନେଇ ହଇଚଇ ..

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରହିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି। ଏନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିବା ପରେ ଭାରତୀୟ କ୍ରିକେଟ…

ତୁର୍କୀ ଓ ସିରିୟାରେ ହାହାକାର ପରିସ୍ଥିତି, ଦେବଦୂତ ସାଜିଛି ଭାରତ…

ନୂଆଦିଲ୍ଲୀ : ପ୍ରକୃତିର ତାଣ୍ଡବରେ ତୁର୍କୀ ଓ ସିରିୟାରେ ହାହାକାର ପରିସ୍ଥିତି। ଭୟଙ୍କର ଭୂମିକମ୍ପ ପରେ ଖୋଲା ଆକଶତଳେ ଦୟନୀୟ ଭାବେ ବିତୁଛି ଜୀବନ। ଖାଦ୍ୟ, ପାନୀୟ ସବୁ କିଛି ଅଭାବ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ…

ଆଜି ଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା…

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀ ମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଦଶମ ପରୀକ୍ଷା ୨୧ ମାର୍ଚ୍ଚ ଯାଏ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା…

କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ସଚିବ ଗିରଫ…

ତ୍ରିଭେନ୍ଦ୍ରମ : ଲାଇଫ୍ ମିଶନ ସ୍କାମ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପୂର୍ବତନ ମୁଖ୍ୟ ସଚିବ ଏମଶିବ ଶଙ୍କରଙ୍କୁ ଗିରଫ କରିଥିବା ଜଣାଯାଇଛି। ଖବର ଅନୁଯାୟୀ ତାଙ୍କୁ ତିନି ଦିନ ଜେରା ପରେ ଗିରଫ କରାଯାଇଛି। ଲାଇଫ୍ ମିଶନ୍ ହେଉଛି…

ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଥିବା ପୁଣି ଏକ ଅଭାବନୀୟ ଘଟଣାକୁନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶ୍ରଦ୍ଧା ୱାଲକରଙ୍କ ଭଳି ସମାନ ଢଙ୍ଗରେ ଆଉ ଜଣେ ଯୁବତୀଙ୍କ ଜୀବନ ଯାଇଛି। ଲିଭ ଇନରେ ଥିବା ଏହି ଯୁବତୀଙ୍କୁ ତାଙ୍କ ଲାଇଫ ପାର୍ଟନର ହତ୍ୟା କରିବା ପରେ ରହସ୍ୟର ଗୁମର ଫିଟୁଛି।…

ଭାରତ ସହ ବିବାଦ ଆଶଙ୍କା, ରାଜ୍ୟାଭିଷେକ ବେଳେ କୋହିନୂର ହୀରା ଖଚିତ ମୁକୁଟ ପିନ୍ଧିବେନାହିଁ ରାଣୀ କାମିଲା…

ଲଣ୍ଡନ : ଆସନ୍ତା ମେ ମାସରେ ବ୍ରିଟେନର ରାଜା ଚାର୍ଲସ-୩ୟଙ୍କ ରାଜ୍ୟାଭିଷେକ ହେବ । ଗତ ବର୍ଷ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ପରଲୋକ ପରେ ତାଙ୍କୁ ରାଜା ଘୋଷଣା କରାଯାଇଥିଲା, କିନ୍ତୁ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା ।ମେ ମାସରେ ହେବାକୁ ଥିବା ରାଜ୍ୟାଭିଷେକ ଉତ୍ସବରେ ରାଜାଙ୍କ ସହ…

ଯୋଗ ଶିକ୍ଷକଙ୍କ ପ୍ରେମରେ ପାଗଳ ହୋଇ ଚାଲିଆସିଲେ ଚୀନ ଯୁବତୀ

ରାୟପୁର: ପ୍ରେମ କେବେ ଏବଂ କାହା ସହ ହୋଇଯିବ ସେ ନେଇ କେହି କହିପାରିବେ ନାହିଁ | ଦୁଇଟି ହୃଦୟ କେତେବେଳେ ଏକ ହୋଇସାରିଥିବ, ଦୁଇଟି ମନ କେତେବେଳେ ପରସ୍ପର ପ୍ରତି ଆକୃଷ୍ଟ ହୋଇସାରିଥିବ ତାହା କେବେ କହିହୁଏ ନାହିଁ | ଭାଲେଣ୍ଟାଇନ ଡେ ଅବସରରେ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ…

ମିଳିମିଶି ଦେଶକୁ ବିଜେପି କବଳରୁ ବଞ୍ଚାଇବୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟି ଏଭଳି କହିଲେ…

ନୂଆଦିଲ୍ଲୀ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହି ଭେଟାଭେଟି ସମୟର ଦୁଇଟି ଫଟୋ ଆଜି ତେଜସ୍ୱୀ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର ମଧ୍ୟ କରିଛନ୍ତି | ଏହି ଟୁଇଟ୍‌ରେ ତେଜସ୍ୱୀ ସାକ୍ଷାତ ସମୟରେ କଣ ସବୁ…

ପରଲୋକରେ ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହି, ‘ଲଗାନ’ରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହି ଆଉ ଆମ ସହିତ ନାହାଁନ୍ତି। ୭୦ବର୍ଷ ବୟସରେ ‌ତାଙ୍କର ଦେହାନ୍ତ ହୋଇଛି। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଜାଭେଦ୍ ‘ଲାଗାନ୍’, ‘ୱାନ୍ସ ଅପନ ଏ ଟାଇମ୍ ଇନ…