Browsing Category

ଦେଶ

କାରରୁ ଓହ୍ଲାଇ ଅପରପାର୍ଶ୍ବକୁ ଆସୁଥିବା ବେଳେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଘୋଷାରି ନେଲା ବାଘ

ନୂଆଦିଲ୍ଲୀ: ଜୀବଜନ୍ତୁଙ୍କ ଉପରେ ବାଘ ଆକ୍ରମଣ କରୁଥିବାର ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କିନ୍ତୁ ମଣିଷ ଉପରେ ବାଘ ଆକ୍ରମଣ କରୁଥିବା ଦୃଶ୍ୟକୁ ‌କେବେ ଦେଖିବାକୁ ମିଳି ନଥିଲା। ଏମିତି ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ…

ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

କଟକ/ନୂଆଦିଲ୍ଲୀ : ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍‌ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଆଦାୟ ଲାଗି ପଟିଆଲା ହାଉସ…

ବୁଲଡୋଜର ବୁଲିବା ପରେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମା’ ଝିଅ

ଲକ୍ଷ୍ନୌ : ‘ଆଖି ଆଗରେ ଜଳିଗଲେ ମା’ ଓ ଭଉଣୀ । ମାତ୍ର ମୁଁ କିଛି ପାରିଲିନି।’ ଶିବମ ନାମକ ଯୁବକ ବୁକୁଫଟା କ୍ରନ୍ଦନ କରି ଏପରି କହୁଥିବା ବେଳେ ସାହାଯ୍ୟ ପାଇଁ କିନ୍ତୁ କେହି ଆଗେଇ ଆସିଲେନି। ଶେଷରେ ତାଙ୍କ ଆଖି ଆଗରେ ହିଁ ଜିଅନ୍ତା ଜଳିଗଲେ ମା’ ଭଉଣୀ।ଉତ୍ତରପ୍ରଦେଶର କାନପୁରରେ ଏପରି ହୃଦୟ…

ଯଦି ପ୍ରମାଣ ଅଛି କୋର୍ଟ ଯାଅ… ଆଦାନୀ ଗ୍ରୁପକୁ ନେଇ ମୁହଁ ଖୋଲିଲେ ଅମିତ ଶାହ

ନୂଆଦିଲ୍ଲୀ : ଗତ ୨୦ ଦିନ ହେବ ବିଶିଷ୍ଠ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ନେଇ ଖୁବ ହୋ ହଲ୍ଲା ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ଯାଏ ସରକାରକୁ ଘେରୁଛନ୍ତି ବିରୋଧୀ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ଏହାକୁ ନେଇ ମୋଦି ସରକାରଙ୍କୁ ତୀକ୍ଷ୍ଣ ବାଣ…

ସରକାରୀ କର୍ମଚାରୀଙ୍କୁ ମାଡ଼ ଘଟଣା: ଆଜମ ଖାନ ଓ ତାଙ୍କ ପୁଅଙ୍କୁ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ମିଳିଛି ଜେଲ ଦଣ୍ଡ। ୨୦୦୮ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଉଭୟ ବାପା-ପୁଅ ମାଡ଼ ମାରିଥିଲେ। ଏହି ଘଟଣାର ଶୁଣାଣି କରି ସ୍ୱତନ୍ତ୍ର ଏମସି/ଏମଏଲଏ କୋର୍ଟ ଆଜାମ…

ବିବିସି ଅଫିସରେ ରେଡ୍‌କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେପି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ନେଇ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଚାଲିଥିବା ବେଳେ ଆଜି ହଠାତ୍‌ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି…

ଅନୁମତି ମିଳିଲାନି ନା ରାହୁଲ ନିଜେ ବିମାନ ବାତିଲ କରିଛନ୍ତି…?

ଲକ୍ଷ୍ନୌ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ବାରାଣସୀ ଯିବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ରାହୁଲ ବାରାଣସୀ ଯିବାକୁ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କ ବିମାନକୁ ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଅବତରଣ ପାଇଁ ଅନୁମତି ମିଳି…

୨୦୨୪ରେ ବି ବିଜେପି ସରକାର: ଶାହ

ନୂଆଦିଲ୍ଲୀ : ୨୦୨୪ରେ ବି ଆସିବ ବିଜେପି ସରକାର। ବିଜେପିର କାହା ସହ ପ୍ରତିଯୋଗୀତା ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଆଜି ଏଭଳି…

ଥ୍ୟାଙ୍କ୍‌ ୟୁ, ଇଣ୍ଡିଆ: ଭୂମିକମ୍ପ ରିଲିଫ୍‌ ପାଇଁ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ: ଭୂମିକମ୍ପ ପ୍ରପୀଡ଼ିତ ତାଙ୍କ ଦେଶକୁ ରିଲିଫ୍‌ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍‌ ସୁନେଲ୍‌ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ସୁନେଲ୍‌ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍‌…

ସଫଳ କିଡ଼ନୀ ପ୍ରତିରୋପଣ ପରେ ଭାରତକୁ ଫେରି ଆସିଛନ୍ତି ଲାଲୁ…

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ ସଫଳ କିଡନୀ ପ୍ରତିରୋପଣ ହୋଇଥିଲା। ଏହାପରେ ଗତଶନିବାର ସେ ଭାରତକୁ ଫେରି ଆସିଛନ୍ତି। ପୂର୍ବ ଅପେକ୍ଷା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା କୁହାଯାଉଛି।ଏହି କ୍ରମରେ ପାର୍ଟି…