Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଫେବୃଆରୀ ୧୪ରେ ପାଳନ ହେବନି ‘କାଓ ହଗ୍ ଡେ’, ପରାମର୍ଶ ପ୍ରତ୍ୟାହାର କଲା କେନ୍ଦ୍ର…
ନୂଆଦିଲ୍ଲୀ : ଭାଲେଣ୍ଟାଇନ ଡେ’ ବା ଫେବୃଆରୀ ୧୪ରେ ଗାଈକୁ କୁଣ୍ଢାଇବୁ କେନ୍ଦ୍ର ସରକାରଙ୍କ ଗୋଟିଏ ସଂସ୍ଥା ଦେଇଥିବା ପରାମର୍ଶ ଆଜି ପ୍ରତ୍ୟାହାର କରି ନିଆଯାଇଛି। କେନ୍ଦ୍ରୀୟ ସଂସ୍ଥାର କାଓ ହଗ୍ ଡେ ଆହ୍ୱାନ ପରେ ସୋଶାଲ ମିଡିଆରେ ଏହାକୁ ତାଚ୍ଛଲ୍ୟ କରି ଅନେକ ପ୍ରକାରର ମେମ୍ସ ଭାଇରାଲ!-->…
ପୁଣି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି…
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଶୁଭାରମ୍ଭ ହୋଇଥିବା ଦୁଇଟି ବନ୍ଦେ ଏକ୍ସପ୍ରେସ ଟ୍ରେନ ଯଥାକ୍ରମେ ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ- ସାଇନଗର ମଧ୍ୟରେ ଯାତାୟାତ କରିବ। ଶୁଭରାମ୍ଭ କାର୍ଯ୍ୟକ୍ରମରେ ରେଳବାଇ!-->…
ଦାଉଦି ବୋହରା ସଂପ୍ରଦାୟ ଲୋକଙ୍କ ମଧ୍ୟରେ ପହଞ୍ଚିଲେ ମୋଦୀ…
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅନ୍ୟତମ ପ୍ରଭାବଶାଳୀ ମୁସଲିମ ସମ୍ପ୍ରଦାୟ ଦାଉଦି ବୋହରା ମୁସଲମାନମାନଙ୍କର ଏକ ଶିକ୍ଷାନୁଷ୍ଠାନର ନୂତନ କ୍ୟାମ୍ପସ ଉଦଘାଟନ କରିଛନ୍ତି । ମୁମ୍ବାଇର ଗୁରୁତ୍ବପୂର୍ଣ୍ଣ ନଗର ନିଗମ ନିର୍ବାଚନ ପୂର୍ବରୁ ମୋଦୀ ଦାଉଦି ବୋହରା ସଂପ୍ରଦାୟକୁ ଆକୃଷ୍ଟ!-->…
ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ…
ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ। ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ-୨ ଆରମ୍ଭ ହୋଇଥିବା ବେଳେ ସିଜିନ-୧ରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀ ଏଭଳି ଆରୋପ ଲଗାଇଛନ୍ତି। ଟ୍ବିଟ କରି ସେ ୨ଜଣ ଶାର୍କ ଏଭଳି କରୁଥିବା!-->…
ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ..!
ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚୀନ ଗୁପ୍ତଚରଙ୍କ ଅନୁପ୍ରବେଶ ଆମେରିକା ଓ ଅନ୍ୟ ଦେଶମାନଙ୍କୁ ଚିନ୍ତିତ କରିଛି । ଚୀନ ନିଜର କନଫୁସିଅସ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଶିକ୍ଷାନୁଷ୍ଠାନମାନଙ୍କ ସହ ସହବନ୍ଧନ କରି ଅନୁପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଚୀନ ନିଜର!-->…
ବୁଲେଟ୍ ଟ୍ରେନ୍ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ ବମ୍ବେ ହାଇକୋର୍ଟ…
ମୁମ୍ବାଇ: ମୁମ୍ବାଇ- ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦେଶର ଏକ ‘ଡ୍ରିମ୍ ପ୍ରୋଜେକ୍ଟ’ ଏବଂ ଜାତୀୟ ଓ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି। ଏଥିସହ ଏହି ପ୍ରକଳ୍ପ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇର!-->…
ମନ୍ତ୍ରୀଙ୍କ ଶରୀରରେ ବୋଳି ଦେଲେ ଏପରି ଜିନିଷ, ଅବସ୍ଥା ହେଲା ଅସମ୍ଭାଳ
ଭୋପାଳ : ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଘଟିଲା ଅଜବ କାଣ୍ଡ। ଫୁଲମାଳ ପିନ୍ଧାଇବା ବାହାନାରେ କେହି ମନ୍ତ୍ରୀଙ୍କ ଶରୀରରେ କିଛି କୁଣ୍ଡାଇ ହେବା ଜିନିଷ ଘଷି ଦେଇଥିଲେ। ଫଳରେ ମନ୍ତ୍ରୀଙ୍କ ଅବସ୍ଥା ଅସମ୍ଭାଳ ହେଲା। ସଭାରେ ଭାଷଣ ଦେବେ କ’ଣ, ଦେହ ସାରା କୁଣ୍ଡାଇ କୁଣ୍ଡାଇ କୁଣ୍ଡାଇ ମନ୍ତ୍ରୀଙ୍କ!-->…
ଭାରତରେ ଟ୍ୱିଟରର ନୂଆ ନିୟମ,ଏଣିକି ବ୍ଲୁ ଟିକ୍ ପାଇଁ ଗଣିବେ ଟଙ୍କା…
ନୂଆଦିଲ୍ଲୀ : ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା!-->…
ବିଜେପିର ଗୁଇନ୍ଦାଗିରି କରୁଛି ଆପ୍, ହେବ ସିବିଆଇ ତଦନ୍ତ…
ନୂଆଦିଲ୍ଲୀ : ବିଜେପିର ଗୁଇନ୍ଦାଗିରି କରୁଛି ଆମ୍ ଆଦମୀ ପାର୍ଟି ସରକାର। ଏଭଳି କିଛି ଅଭିଯୋଗ ହୋଇଛି। ଏହି ମାମଲାରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ତଥା ଏଲଜି ବିନୟ ସାକ୍ସେନା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ!-->…
ମନି ଲଣ୍ଡରିଂ ମାମଲା: ଏନ୍ଏସ୍ଇ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ମିଳିଲା ଜାମିନ…
ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍ଏସ୍ଇ କର୍ମଚାରୀଙ୍କ ଫୋନ୍!-->…