Browsing Category

ଦେଶ

ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ : ଚୀନ୍‌…

ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି।ଆମେରିକା ଆକାଶରେ ଦେଖା…

ଦେଶରେ ଖାଲି ଭାଷଣ ଦିଆଯାଉଛି, କୃଷକଙ୍କ ଉପରେ କାହାର ଧ୍ୟାନ ନାହିଁ: କେସିଆର…

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଆଜି ନବଗଠିତ ଭାରତୀୟ ରାଷ୍ଟ୍ରୀୟ ସମିତି (ବିଆରଏସ) ଏକ ମେଗା ରାଲି କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି | ଏହି ସାଧାରଣ ସଭାକୁ ସମ୍ବୋଧିତ କରି ଦଳର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କେନ୍ଦ୍ର ସରକାରଙ୍କୁ…

ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ : ସିଦ୍ଧରମୈୟା

ବେଙ୍ଗାଲୁର :  ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ। ଏଭଳି କିଛି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା। ସେ ଅବସର ଘୋଷଣା କରିବା ଆଳରେ ରାଜନୈତିକ ଗୋଟି ଚାଳନା କରିଛନ୍ତି। ସୂଚନା ଅନୁସାରେ, ଅବସର ନେ‌ଲା ପରେ ମଧ୍ୟ ସେ…

ଚାଇନା ଉପରେ ପୁଣି ଥରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ : ଚାଇନା ଉପରେ ପୁଣି ଥରେ ଭାରତ ଡିଜିଟାଲ ଷ୍ଟ୍ରାଇକ କରିଛି। ଚାଇନା ଲିଙ୍କ ଥିବେ ୨୩୨ ରୁ ଅଧିକ ଆପକୁ ନିଷିଦ୍ଧ କରିଛନ୍ତି କେନ୍ଦ୍ର ସରକାର। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ବ୍ୟାନ୍‌ କରାଯାଥିବା ଆପ୍‌ ମଧ୍ୟରେ ୧୩୮ ବେଟିଂ ଆପ ଏବଂ ୯୪ ଋଣ ଆପ…

ଜୋଶୀମଠର ସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ରବି ଶଙ୍କର ପ୍ରସାଦ…

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜୋଶୀମଠର ସ୍ଥିତିକୁ ଭଲ ଭାବରେ ପରିଚାଳନା କରୁଛନ୍ତି। ଏହା କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ବିପଦସଙ୍କୁଳ ଅବସ୍ଥାରେ ଥିବା ଜୋଶୀମଠର ସ୍ଥିତିକୁ ଭଲ ଭାବେ ପୁଷ୍କର ସିଂ ଧାମି ପରିଚାଳନା କରୁଥିବାରୁ…

ବୋମା ବିସ୍ଫୋରଣରେ ଟିଏମସି କର୍ମୀଙ୍କ ମୃତ୍ୟୁ…

କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରେ ପୁଣି ହିଂସାକାଣ୍ଡ ଘଟିଛି। ବୀରଭୂମ ଜିଲାର ମାରଗ୍ରାମରେ ବୋମା ବିସ୍ଫୋରଣ ଯୋଗୁ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ପରଲୋକ…

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବେଜ ମୁଶାରଫଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁଶାରଫ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୁଶାରଫଙ୍କ ମୃତଦେହକୁ…

ଝାଡଖଣ୍ଡ ଯିବେ ଶାହା : ବାବା ବୈଦ୍ୟନାଥଙ୍କୁ କରିବେ ଦର୍ଶନ…

ନୂଆଦିଲ୍ଲୀ,୪।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅମିତ ଶାହା ବାବା ବୈଦ୍ୟନାଥଙ୍କୁ ଦର୍ଶନ କରିବେ। ଏହାପରେ ରାମକୃଷ୍ଣ ମିଶନର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଏଥିସହ ୪୫୦ କୋଟି ବ୍ୟୟରେ ନିର୍ମିତ ନାନୋ…

ଭୂକମ୍ପରେ ଥରିଲା ମଣିପୁର

ଇମ୍ଫାଲ,୪।୨: ମଣିପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ୬ଟା୧୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିବା ବେଳେ ଏହାର ଆକ୍ଷାଂଶ ୨୫.୧୩ ଏବଂ ଗଭୀରତା ୧୦ କିଲୋମିଟର ରହିଛି। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ବିଦ୍ରୋହ ହେବାକୁ ଯାଉଛି, ଏହା ପୂର୍ବରୁ ଉଦ୍ଧବଙ୍କୁ ଦିଆଯାଇଥିଲା ଚେତାବନୀ…

ମୁମ୍ବାଇ,୪ ।୨: ଗତବର୍ଷ ଶିବସେନାରେ ବିଭାଜନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି(ଏମଭିଏ) ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ଏବେ ଏନସିପି ନେତା ତଥା ଏମଭିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ବଡ କଥା କହିଛନ୍ତି । ସେ କହିଛନ୍ତି ମୁଁ ବହୁ ପୂର୍ବରୁ ଉଦ୍ଧବ ଠାକରେଙ୍କୁ…