Browsing Category

ଦେଶ

ଖାଇରେ ପଡ଼ି ଜଳିଗଲା କରାଚୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌; ୩୯ ମୃତ…

ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ବାଲୋଚିସ୍ତାନର ଲାସ୍‌ବେଲାରେ ଖାଇ ମଧ୍ୟରେ ଖସିପଡ଼ି ଜଳିଯିବାରୁ ପ୍ରାୟ ୩୯ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।ପ୍ରାୟ ୪୮ଜଣ ଯାତ୍ରୀଙ୍କୁ ନେଇ ଗାଡ଼ିଟି…

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ ରେ ଓଡ଼ିଶାର ମାଣ୍ଡିଆ…

ନୂଆଦିଲ୍ଲୀ: ଆପଣମାନେ କେବେ ‘ମାଣ୍ଡିଆ ଉଦ୍ୟୋଗୀ’ (ମିଲେଟ୍‌ଏଣ୍ଟର୍‌ପ୍ରେନ୍ୟୁର୍‌) ଶବ୍ଦ ଶୁଣିଛନ୍ତି କି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷର ପ୍ରଥମ ‘ମନ୍‌ କୀ ବାତ୍‌’ର ସଂସ୍କରଣରେ ଓଡ଼ିଶାର ମାଣ୍ଡିଆ ଉଦ୍ୟୋଗ ପ୍ରସଙ୍ଗରେ କହିବା ବେଳେ କହିଛନ୍ତି।କଥା ଆରମ୍ଭ କରି…

ପକ୍ଷୀ ମାଡ଼ ହେବାରୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ…

ନୂଆଦିଲ୍ଲୀ: ଉଡ଼ାଣର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ। ରବିବାର ଦିନ ଲକ୍ଷ୍ନୌରୁ ଏୟାରଏସିଆ ବିମାନ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ମାଡ ହେବାରୁ ବିମାନଟି ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ…

ଧନୀ ତାଲିକାରେ ଆଦାନୀ ତଳକୁ ଖସିଲେ…

ନୂଅଦିଲ୍ଲୀ : ବହୁ ଚର୍ଚ୍ଚିତ ହିଡେନବର୍ଗ ରିପୋର୍ଟ ଓ ଏସିଆର ସବୁଠୁ ବଡ଼ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ଖସିବାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ଭିତରେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ଆଦାନୀ। ତାଙ୍କ…

ମଦନୀତିକୁ ଅଧିକ କଠୋର କରାଯାଉ ଦାବୀ କରି ଉମାଭାରତୀଙ୍କ ଡ଼େରା…

ଭୋପାଳ : କଠୋର ମଦନୀତି ଦାବିରେ ଅଡ଼ି ବସିଲେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ। ମଧ୍ୟପ୍ରଦେଶ ସରକାରଙ୍କ ଆଉ ଦିନକ ପରେ ଆସିବାକୁ ଥିବା ନୂଆ ମଦନୀତି ପୂର୍ବରୁ ମନ୍ଦିରରେ ଡ଼େରା ପକାଇଲେ ବିଜେପି ନେତ୍ରୀ। ଭୋପାଲ ସ୍ଥିତ ଏକ ମନ୍ଦିରରେ ସେ ଧାରଣା ଦେଇଛନ୍ତି। ଆସନ୍ତା ଜାନୁଆରୀ ୩୧ ଯାଏଁ ସେ…

ପତ୍ନୀକୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟବସାୟୀ…

ଭୋପାଳ : 'ମୋତେ କ୍ଷମା କରିବ। ଆମେ ଆଉ ବଞ୍ଚି ପାରୁନୁ। ମୋ ପିଲାଙ୍କ ପାଇଁ ନେଇଥିବା ଟଙ୍କା ଦୟାକରି ଫେରାଇ ଦେବ।' ଏଭଳି କିଛି କହି ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟବସାୟୀ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶରେ।ମଧ୍ୟପ୍ରଦେଶ…

ଗୁଜୁରାଟରେ ପ୍ରଶ୍ନ ପେପର୍‌ ଲିକ୍‌କୁ ନେଇ ହଙ୍ଗାମା, ଜୁନିଅର କ୍ଲର୍କ ପରୀକ୍ଷା ରଦ୍ଦ

ଅହମ୍ମଦାବାଦ : ପୁଣି ଲିକ୍‌ ହେଲା ପ୍ରଶ୍ନ ପେପର୍‌। ରଦ୍ଦ ହେଲା ଜୁନିଅର କ୍ଲର୍କ ପରୀକ୍ଷା। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍‌ସନ୍‌ ବୋର୍ଡ ତରଫରୁ ଜୁନିଅର୍‌ କ୍ଲର୍କ ପଦବୀ ପାଇଁ ଆଜି ହେବାକୁ ଥିବା ପରୀକ୍ଷା ହେବାର ଥିଲା। କିନ୍ତୁ ପ୍ରଶ୍ନ ପେପର୍‌ ଲିକ୍ ଯୋଗୁ ଏହାକୁ ରଦ୍ଦ କରାଯାଇଛି।…

ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା…

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅଚଳ…

କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ…

‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଲେ ମେହବୁବା ମୁଫ୍‌ତି ଓ ଝିଅ ଇଲ୍‌ତିଜା ମୁଫ୍‌ତି…

ନୂଆଦିଲ୍ଲୀ: ଆଜି ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତି ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସହିତ ଯୋଗ ଦେବା ପରେ ଜମ୍ମୁ ଓ କଶ୍ମୀରର ଅବନ୍ତୀପୋରାରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ପୁନଃଆରମ୍ଭ ହୋଇଛି।ସୂଚନାଯୋଗ୍ୟ, ନିରାପତ୍ତାରେ ତ୍ରୁଟି ହୋଇଥିବା ଦର୍ଶାଯାଇ…