Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ ଶୁଭାରମ୍ଭ…
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ!-->…
ବିଶ୍ୱକପ୍ ହକି: ସେମିରେ ଜର୍ମାନୀ…
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍ଆଉଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍!-->…
ପୂର୍ବ ଲଦାଖର ୨୬ଟି ପାଟ୍ରୋଲ ପଏଣ୍ଟରେ କୌଣସି ଭାରତୀୟ ସୈନିକ ନାହାନ୍ତି : ରିପୋର୍ଟ
ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ୩୫୦୦ କିଲୋମିଟର ଲମ୍ବ ପ୍ରକୃତ ନିୟନ୍ତ୍ରଣ ରେଖାର କେତେକ ସ୍ଥାନରେ ଏବେ ବି ଭାରତ ଓ ଚୀନ ସେନା ମୁତୟନ ଅଛନ୍ତି । ଏପରିପ୍ରେକ୍ଷୀରେ ଲଦାଖର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଗୋପନ ରିପୋର୍ଟ ଚିନ୍ତା ଉଦ୍ରେକ କରିଛି । ନିଜ ରିପୋର୍ଟରେ ସେ ଦର୍ଶାଇଛନ୍ତି!-->…
ପରୀକ୍ଷାରେ କପି କଲେ ସମ୍ପତ୍ତି ଜବତ ସହ ୧୦ ବର୍ଷ ପାଇଁ ବାସନ୍ଦ…
ନୂଆଦିଲ୍ଲୀ: ଏଣିକି ପରୀକ୍ଷାରେ ନକଲ କରି ପାସ କରୁଥିବା ଛାତ୍ରଛାତ୍ରୀଙ୍କୁ ତ୍ରାହି ମିଳିବ ନାହିଁ | କେବଳ କପି କରୁଥିବା ନୁହେଁ ବରଂ କପି ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବ | ଏହା ସହ ପେପର ଲିକ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଛଡ଼ାଯିବ ନାହିଁ!-->!-->!-->…
ବାରଣ ପରେ ବି ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା, ୪ ଛାତ୍ର ଗିରଫ…
ନୂଆଦିଲ୍ଲୀ : ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜାରି ରହିଛି ବିବାଦ। ବାରଣ ସତ୍ତ୍ୱେ ବି ଜେଏନ୍ୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା ହୋଇଛି। ଏହାକୁ ନେଇ ୪ ଜାମିଆ ଛାତ୍ରଙ୍କୁ ଗିରଫ କିରିଛି ପୁଲିସ।ଡକ୍ୟୁମେଣ୍ଟାରୀ!-->…
ସାମ୍ବାଦିକ ରାଣା ଆୟୁବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ତଳ କୋର୍ଟରେ ଶୁଣାଣିକୁ ରୋକ ଲଗାଇଲେ…
ନୂଆଦିଲ୍ଲୀ : ସାମ୍ବାଦିକ ରାଣା ଆୟୁବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଗାଜିଆବାଦର ଏକ ସ୍ୱତନ୍ତ୍ରକୋର୍ଟରେ ହେବାକୁ ଥିବା ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।!-->…
ପିଲାଙ୍କୁ କାହିଁକି ଇଂଲିସ ମିଡିୟମ ସ୍କୁଲକୁ ପଠାଯାଉଛି : ମହାରାଷ୍ଟ୍ର ରାଜ୍ୟପାଳ…
ମୁମ୍ବାଇ : ନିଜ ମାତୃଭାଷାକୁ ଭୁଲିଯିବା ହିଁ ଏକ ବିରାଟ ବିପର୍ଯ୍ୟୟର କାରଣ ପାଲଟିବ। ଏହା କହିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟାରି। ତେଣୁ ଅଭିଭାବକମାନେ ସେମାନଙ୍କ ପିଲାକୁ ଆଞ୍ଚଳିକ ମିଡିୟମ ସ୍କୁଲକୁ ପଠାଇବାକୁ ମହରାଷ୍ଟ୍ର ରାଜ୍ୟପାଳ ନିବେଦନ କରିଛନ୍ତି। ରାଜ୍ୟପାଳ!-->…
ମିକ୍କି ମାଉସ୍ ସାଜି ରିଲ୍ କରୁଥିଲେ, ଧରିଲା ପୁଲିସ…
ଲକ୍ଷ୍ନୌ : ଆଜିକାଲିର ଯୁବପିଢ଼ି ରିଲ୍ ମୋହରେ ବାୟା। କେବଳ ଯୁବପିଢ଼ି ନୁହନ୍ତି ପିଲା ଠାରୁ ବୁଢ଼ା ସମସ୍ତଙ୍କୁ ଏହି ରିଲ୍ ଭିଡିଓ ଘାରିଛି। କିଏ କେମିତି ଇନୋଭେଟିଭ ତରିକାରେ ରିଲ୍ କରିବ ତାକୁ ନେଇ ଚାଲିଛି କସରତ। ଟ୍ରେଣ୍ଡିଂରେ ରହିବା ଓ ଲାଇକ୍ ବଢ଼ାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ!-->…
ଜେଲରେ ଟିଏମସି ପ୍ରବକ୍ତା, ପୁଣି ଗିରଫ କଲା ଇଡି…
କୋଲକାତା : କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ସଂଗ୍ରହ କରାଯାଇଥିବା ଅର୍ଥକୁ ଦୁରୁପଯୋଗ ଅଭିଯୋଗରେ ତୃଣମୂଳ କଂଗ୍ରେସର ଜାତୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ପୂର୍ବରୁ ଅନ୍ୟ ଏକ ମାମଲାରେ ସାକେତ ଏବେ ଗୁଜରାଟ ଜେଲରେ ଅଛନ୍ତି। କ୍ରାଉଡ୍ ଫଣ୍ଡିଂ!-->…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍କୁଲରେ ପିଲା ପଢିବେ ଗୀତା,ରାମାୟଣ
ଭୋପାଳ,୨୪।୧: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ!-->…