Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସାଉଥ୍ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା…
ନୂଆଦିଲ୍ଲୀ : ସାଉଥ୍ ଅଭିନେତା ସୁଧୀର ଭର୍ମାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ଦିନ ସୁଧୀର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଚିନ୍ତା ଏବଂ ଚାପ!-->…
ଭୂମିକମ୍ପରେ ଥରି ଉଠିଲା ମଣିପୁରର ବିଷ୍ଣୁପୁର ଜିଲ୍ଲା…
ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଝଟକା । ରାତିରେ ଥରି ଉଠିଲା ମଣିପୁର ବିଷ୍ଣୁପୁର ଜିଲ୍ଲା । ରିକ୍ଟରେ ସ୍କେଲ୍ରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇ ଯାଇଥିଲେ ଲୋକ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।
!-->!-->…
ବିଚ୍ ରାସ୍ତାରେ ପତ୍ନୀଙ୍କୁ ଛୁରାମାଡ କଲା ନିର୍ଦ୍ଦୟୀ ସ୍ୱାମୀ…
ନୂଆଦିଲ୍ଲୀ : ତାମିଲନାଡୁର ବିଲୋରରେ ଜଣେ ନିର୍ଦ୍ଦୟୀ ସ୍ୱାମୀ ନିଜ ପତ୍ନଙ୍କୁ ବିଚ୍ ରାସ୍ତାରେ ଛୁରାମାଡ କରି ହତ୍ୟା କରିଛି । ଏହି ମାମଲା ପେରିଆଭାରିଗାମ ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡର ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ!-->…
ମହମ୍ମଦ ସାମିଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କୁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି ଏବଂ ପତ୍ନୀ ହସିନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଦୁହିଁଙ୍କ ବିବାଦ ମଧ୍ୟରେ ହସିନା ଜହାଁ ଅନେକ ଦିନରୁ ପୁଅ ସହିତ ଅଲଗା ହୋଇ ରହୁଛନ୍ତି। ଏବେ କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସକୁ ୫୦ ହଜାର!-->…
ହକି ବିଶ୍ବକପ୍: ଫ୍ରାନ୍ସ ବିପକ୍ଷରେ ଜର୍ମାନି ୫-୧ ଗୋଲ୍ରେ ଜିତି କ୍ବାର୍ଟର ଫାଇନାଲରେ ପ୍ରବେଶ
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୩ୟ କ୍ରସ୍ ଓଭର ମ୍ୟାଚ୍ରେ ଜର୍ମାନି ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଜର୍ମାନି ୫-୧ ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ!-->…
ଗ୍ରିଡ୍ ଅଚଳ ହୋଇଯିବାରୁ ଇସ୍ଲାମାବାଦ୍ ସମେତ ପାକିସ୍ତାନର ପ୍ରମୁଖ ସହରରେ ବିଜୁଳି ସରବରାହ ବ୍ୟାହତ
ଇସ୍ଲାମାବାଦ୍: ଜାତୀୟ ଗ୍ରିଡ୍ରେ ବିଭ୍ରାଟ ଯୋଗୁଁ ଆଜି ସକାଳେ ସମଗ୍ର ପାକିସ୍ତାନରେ ବିଜୁଳି ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିବା କଥା ପାକିସ୍ତାନ ଶକ୍ତି ମନ୍ତ୍ରାଳୟ କହିଛନ୍ତି। ଏ ସଂକ୍ରାନ୍ତରେ ଜାରି ବିବୃତିରେ ଶକ୍ତି ମନ୍ତ୍ରାଳୟ ଲେଖିଛି, ପ୍ରାରମ୍ଭିକ ସୂଚନା ଅନୁସାରେ, ଆଜି!-->…
ବିବାହ ପାଇଁ ମୋତେ ଜଣେ ବୁଦ୍ଧିମାନ ମହିଳା ଦରକାର: ରାହୁଲ ଗାନ୍ଧୀ…
ନୂଆଦିଲ୍ଲୀ: ବିବାହ ପାଇଁ ମୋତେ ଜଣେ ବୁଦ୍ଧିମାନ ମହିଳା ଦରକାର। ଏଭଳି ବୟାନ ଦେଇ ଏବେ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ କର୍ଲି ଟେଲ୍ସ ସହ ସାକ୍ଷାତକାରର ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିବା ବେଳେ ଏଥିରେ ସେ ନିଜ ବିବାହ ଯୋଜନା ବିଷୟରେ କହିଥିବା!-->…
କେନ୍ଦ୍ର ସରକାର ‘ଗଡ଼ସେ’ ମୁଭିକୁ ବ୍ୟାନ୍ କରିବେ କି , ପ୍ରଶ୍ନ କଲେ ଓୱେସୀ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବିସି (ବ୍ରିଟିସ ବ୍ରଡ୍କାଷ୍ଟିଂ କର୍ପୋରେସନ) ପ୍ରସ୍ତୁତ କରିଥିବା ଡକୁମେଣ୍ଟାରିକୁ ନେଇ ତୀବ୍ର ଝଡ଼ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ମାହୋଲକୁ ମଧ୍ୟ ଏହି ପ୍ରସଙ୍ଗ ସରଗରମ କରିଛି। ଏହି ସିନେମାକୁ ସୋଶାଲ ମିଡିଆରେ!-->…
କୁସ୍ତି ମହାସଂଘକୁ ଚଳାଇବେ ମ୍ୟାରୀକମଙ୍କ ନେତୃତ୍ୱାଧୀନ କମିଟି..!
ନୂଆଦିଲ୍ଲୀ : ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗରେ ଫସି ବିବାଦ ମଧ୍ୟକୁ ଆସିଥିବା ଭାରତୀୟ କୁସ୍ତି ମହାସଂଘର ଦୈନିନ୍ଦିନ କାର୍ଯ୍ୟ ବୁଝିବ ସ୍ୱତନ୍ତ୍ର କମିଟି। ଏହି କମିଟିର ନେତୃତ୍ୱ ନେବେ କିମ୍ବଦନ୍ତୀ ବକ୍ସର ତଥା ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ମ୍ୟାରୀକମ। କ୍ରଡ଼ା!-->…
ଭାରତୀୟ ନୌସେନାରେ ସାମିଲ ହେଲା ‘ଭାଗିର’
ନୂଆଦିଲ୍ଲୀ : ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ । ଆଜି ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ‘ଭାଗିର’ ସାମିଲ ହୋଇଛି । ଏହି ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି। ଏହା ଭାରତୀୟ ନୌସେନାର ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଏହା!-->…