Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବ୍ରିଜ୍ ଭୂଷଣଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଓ ହତ୍ୟା ଧମକ ଅଭିଯୋଗ ଭାଜପା ଏମ୍ପି ତଥା ରେସଲିଂ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଶୁକ୍ରବାର ଏକ କମିଟି ଗଠନ କରାଯାଇଛି। ଭାରତୀୟ!-->…
କର୍ଣ୍ଣେଲ୍ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ…
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ରୁ କର୍ଣ୍ଣେଲ୍ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍ ସିଲେକ୍ସନ୍ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି।ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା!-->…
ମମତା ବାନାର୍ଜୀଙ୍କ କାର୍ଟୁନ୍ ସେୟାର କରିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ୧୧ ବର୍ଷ ପରେ ନିର୍ଦ୍ଦୋଷରେ…
ନୂଆଦିଲ୍ଲୀ: ମମତା ବାନାର୍ଜୀ ଏବଂ ମୁକୁଲ ରୟଙ୍କ ବିଷୟରେ ଏକ ଅପମାନଜନକ କାର୍ଟୁନ୍ ସେୟାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କୁ ଦୀର୍ଘ ୧୧ ବର୍ଷର ଆଇନଗତ ଯୁଦ୍ଧ ପରେ ଏହି ମାମଲରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି!-->…
ନୂଆ କମିଟି ଗଠନ ପାଇଁ ପିଟି ଉଷାଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ରେସଲର୍
ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଷ୍ଟାର ରେସଲରମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନଙ୍କୁ ବୁଝାସୁଝା କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଚେଷ୍ଟା କରିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ଏବେ!-->…
‘ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ପାଟି ଫିଟାଇଲେ ସୁନାମୀ ଆସିବ’
ନୂଆଦିଳ୍ଲୀ : ଯୌନ ନିର୍ଯାତନା ପରି ସାଂଘାତିକ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କୁସ୍ତି ସଂଘ ଅଧ୍ୟକ୍ଷ ଓ କୁସ୍ତି ଯୋଦ୍ଧା। କେହି ନିଜ ଜିଦ୍ରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବିରେ!-->…
ଭିଡିଓ କନଫରେନ୍ସିଂରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି…
ନୂଆଦିଲ୍ଲି : ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ି ଚାଲିଥିବା ବେଳେ ମହଙ୍ଗା ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିବାକୁ ବସିଲାଣି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ଯୁବ ପ୍ରତିଭାଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ସରକାରଙ୍କ!-->…
ପରିସ୍ରା ଘଟଣା ପାଇଁ ଏୟାର୍ ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ମାସରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ‘ଦି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ଏୟାର୍ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରିଛି।ଏହି ଘଟଣା ନିମନ୍ତେ!-->…
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ସହିତ ଅସଦାଚରଣ ଘଟଣାର ଭିଡିଓ ସାମ୍ନାକୁ ଆସିଛି…
ନୂଆଦିଲ୍ଲୀ: ଦିଲ୍ଲୀରୁ ଗତକାଲି ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଥିଲା। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହିତ ଜଣେ କାର ଚାଳକ ଅସଦାଚରଣ କରିବା ସହିତ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଥିଲା। ତେବେ ଆଜି ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।!-->…
ଏଲଏସି ନିକଟରେ ଚୀନର ନଦୀବନ୍ଧ : ଭାରତ ପାଇଁ କାହିଁକି ଚିନ୍ତାର କାରଣ.. ?
ନୂଆଦିଲ୍ଲୀ : ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ ସହ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଇତିମଧ୍ୟରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ!-->…
ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିବା ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ହେଲେ ପୁରସ୍କୃତ…
ପାଟନା: ବିହାରର ହାଜିପୁରରେ ଥିବା ଏକ ବ୍ୟାଙ୍କରେ କିଛି ସଶସ୍ତ୍ର ଡକାୟତ ସ୍ପଷ୍ଟ ଦିବାଲୋକରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଉଦ୍ୟମକୁ ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ପଣ୍ଡ କର ଦେଇିଛନ୍ତି। ସଶସ୍ତ୍ର ଡାକାୟତମାନଙ୍କ ଆଗରେ ଡରି ନଯାଇ ଅପୂର୍ବ ସାହସିକତା ପ୍ରଦର୍ଶନ!-->…