Browsing Category

ଦେଶ

ଫେକ୍ ନ୍ୟୁଜ ପ୍ରସାର କରୁଥିବା ୬ଟି ୟୁଟ୍ୟୁବ୍ ଚାନେଲ ବିରୋଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର…

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛି, ଯେଉଁଗୁଡିକ ଭାରତରେ ମିଥ୍ୟାତଥ୍ୟ ପ୍ରଚାର କରୁଥିଲେ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍…

ଏଲଏସିରେ ବଢୁଛନ୍ତି ଚୀନ ସେନା, ଆମେ ସତର୍କ : ସେନାଧ୍ୟକ୍ଷ…

ନୂଆଦିଲ୍ଲୀ : ପ୍ରକୃ ନିୟନ୍ତ୍ରଣ ରେଖା ବା ଏଲଏସି ସେପଟେ ପୁଣି ସୈନ୍ୟ ସଂଖ୍ୟା ବଢାଇବା ଆରମ୍ଭ କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ । କିନ୍ତୁ ସବୁ ସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି । …

କ୍ୟାନସରମୁକ୍ତ ହେଲେ ଆମେରିକାର ଫାଷ୍ଟ ଲେଡି…

ୱାଶିଂଟନ: କ୍ୟାନସରମୁକ୍ତ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ ଲେଡି। ଗତକାଲି ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା…

ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିର ଉପରେ ଖଲିସ୍ଥାନ ସମର୍ଥକଙ୍କ ଆକ୍ରମଣ …

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର ବାପ୍ସ ସ୍ୱାମୀ ନାରାୟଣ ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ହିଁ ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ବିଦେଶରେ ଭାରତକୁ ମଧ୍ୟ ଅପମାନିତ କରାଯାଇଛି। ଏହି ମନ୍ଦିରର କାନ୍ଥରେ…

ହସପିଟାଲରେ ପହଞ୍ଚି ରୋଗୀଙ୍କ ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା। ପେସାରେ ଡାକ୍ତର ତ୍ରିପୁରା ମୁଖ୍ୟମନ୍ତ୍ରୀ ବୁଧବାର ଏକ ୧୦ ବର୍ଷ ପିଲାର ଦାନ୍ତର ସଫଳ ସର୍ଜରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତର ହୋଇଥିବା ହେତୁ ସେ ଗତ ବୁଧବାର ଦିନ ହସ୍ପିଟାଲର ଅପରେସନ ଥିଏଟରରେ ପହଞ୍ଚି ଜଣେ ୧୦ ବର୍ଷ…

ରାମଚରିତମାନସ ସମାଜକୁ ଭାଗ ଭାଗ କରେ : ବିହାର ଶିକ୍ଷାମନ୍ତ୍ରୀ…

ପାଟନା: ରାମାୟଣ ଉପରେ ପର୍ଯ୍ୟବେସିତ ରାମଚରିତମାନସ ପୁସ୍ତକକୁ ନେଇ ବଡ଼ ବୟାନ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର। ତାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଜେପି ଏହା ବିରୋଧରେ ସ୍ୱର ଉଠାଇଛି। ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିବା ଆରଜେଡି ନେତା ଚନ୍ଦ୍ରଶେଖର…

ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି : ସ୍ମୃତି ଇରାନୀ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହଜ୍‌ ଯାତ୍ରାକୁ ନେଇଥିବା କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ, ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି। ହଜ୍‌ ଯାତ୍ରା ପାଇଁ ପୂର୍ବରୁ ରାଷ୍ଟ୍ରପତି,…

ଦବୁଛି ଯୋଶୀମଠ : ସପ୍ତାହକ ମଧ୍ୟରେ ଭଙ୍ଗାଯିବ ହୋଟେଲ ଓ ଘର, ମିଳିବ ୧.୫ ଲକ୍ଷ…

ଯୋଶୀମଠ: ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲ ଓ ଘରଗୁଡ଼ିକ ସପ୍ତାହକ ମଧ୍ୟରେ ଭଙ୍ଗାଯିବ। ସେହିପରି ସହର ଦବିବାକୁ ଯୋଗୁ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ତତ୍କାଳ ଭାବେ ୧.୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ।ବରିଷ୍ଠ…

ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ଶୁଣାଣି କରିଛନ୍ତି। ତେବେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ ଏହି ଆବେଦନ ଉପରେ ରାୟ…

୧୦୦ରୁ ଅଧିକ ମହିଳାଙ୍କୁ ଚା’ ପିଆଇ ଦୁଷ୍କର୍ମ କରିଥିବା ଜଲେବି ବାବାର ଖେଳ ଖତମ…

ରୋହତକ: ଜଣେ କି ଦୁଇ ଦୁଇ ଜଣ ନୁହେଁ, ୧୦୦ରୁ ଅଧିକ ମହିଳାଙ୍କୁ ଚା’ ପିଆଇ ଦୁଷ୍କର୍ମ କରିଥିବା ଅରମପୁରି ଓରଫ ଜଲେବି ବାବାର ଖେଳ ଖତମ ହୋଇଛି। ଆତ୍ମଘୋଷିତ ବାବା ଜଲେବିକୁ ତା’ର କୁକର୍ମ ପାଇଁ ହରିଆଣାର ଫତେହାବାଦର ଗୋଟିଏ ଫାଷ୍ଟଟ୍ରାକ୍‌ କୋର୍ଟ ୧୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି…