Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ
ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ । ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) ।ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି ପହିଲା!-->…
ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ୍…
ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ ।ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ!-->…
୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି…
ନୂଆଦିଲ୍ଲୀ: ୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି। ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟରେ ହାଜର!-->…
ଆମେରିକା ସ୍ତବ୍ଧ : ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷର ଛାତ୍ର…
ନ୍ୟୁୟର୍କ : ଆମେରିକାର ବନ୍ଧୁକ ସଂସ୍କୃତି ଦିନକୁ ଦିନ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲାଣି । ଏପରିକି ଛୋଟ ପିଲାମାନେ ବି ବନ୍ଧୁକ ଧରି ବୁଲିବା ଆରମ୍ଭ କରିଦେଇଛନ୍ତି ।ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ!-->…
ମାଙ୍କଡ଼ ନେଇଯାଇଥିବା ଚପଲ ଆଣିବାକୁ ଯାଇଥିଲେ, କିନ୍ତୁ ଟ୍ରେନ ଉପରେ ଜଳିଗଲେ ଯୁବକ…
ଆଗ୍ରା: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ମାଙ୍କଡ଼ ନେଇ ଯାଇଥିବା ଚପଲ ଆଣିବା ପାଇଁ ଜଣେ ଯୁବକ ଟ୍ରେନ ଉପରେ ଚଢ଼ିଥିବା ବେଳେ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର କାସଗଞ୍ଜ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି।୨୬ ବର୍ଷୀୟ ଯୁବକ ଜଣଙ୍କ ଷ୍ଟେସନରେ ଛିଡ଼ା ହୋଇଥିବା!-->…
ଅମିତ୍ ଶାହ ଶ୍ରୀରାମ ମନ୍ଦିରର ପୂଜକ କି ମହନ୍ତ ନୁହନ୍ତି: ମଲ୍ଲିକାର୍ଜୁନ ଖାଡ଼ଗେ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ୨୦୨୪ର ଜାନୁଆରୀ ୧ରେ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା କରିବା ପରେ ରାଜନୀତି ଜୋର ଧରିଛି। ଶାହଙ୍କ ବୟାନକୁ ନେଈ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ!-->…
ଥରାଉଛି ଶୀତ: ରାଜଧାନୀ ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲ୍ସିୟସ୍ ରେକର୍ଡ କରାଯାଇଛି। ଲଗାତାର ଥଣ୍ଡା ସହର ଭାବେ ରହି ଆସିଥିବା ଦିଲ୍ଲୀରେ ଏବେ ୫ ଡିଗ୍ରୀ ତଳକୁ ଆଭେରେଜ ରହୁଛି। ଚଳିତ ଶୀତ ସିଜିନ୍ରେ ବର୍ତ୍ତମାନସୁଦ୍ଧା ତାପମାତ୍ରା!-->…
ବିରିୟାନି ହେଲା ବିଷ, ଅନଲାଇନ୍ରେ ମଗାଇ ଚାଲିଗଲା ଜୀବନ…
ବେଙ୍ଗାଲୁରୁ: ବିରିୟାନି ହେଲା ବିଷ। ଅନଲାଇନ୍ରେ ବିରିୟାନି ମଗାଇ ଖାଇବା ପରେ ଚାଲିଗଲା ଜୀବନ। ଅନଲାଇନ୍ ବିରିୟାନି ଖାଇ କେରଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫୁଡ୍ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ୨୦ ବର୍ଷୀୟ ଯୁବତୀ ଜଣକ ଅନଲାଇନ୍ରେ!-->…
ବିମାନରେ ପରିସ୍ରା ଘଟଣା: କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, କାର୍ଯ୍ୟାନ୍ତର ହେଲେ ପାଇଲଟ ଓ କ୍ରୁ
ନୂଆଦିଲ୍ଲୀ: ବିମାନ ମଧ୍ୟରେ ମଦ୍ୟପ ଶଙ୍କର ମିଶ୍ରା ଜଣେ ମହିଳା ସହଯାତ୍ରୀଙ୍କ ପରିସ୍ରା କରିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଆଜି ଶଙ୍କର ମିଶ୍ରାଙ୍କୁ ପୁଲିସ୍ ଗିରଫ କରିଛି। ତଥାପି ବିବାଦ ବଢ଼ୁଥିବାରୁ ଏୟାର ଇଣ୍ଡିଆର ସିଇଓ!-->…
ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେଲେ ମନ୍ତ୍ରୀ, ବଲବୀର ସିଂହଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗ…
ଅମୃତସର: ଦୁର୍ନୀତି ଅଭିଯୋଗରେ ଫସିଥିବା ପଞ୍ଜାବର ଉଦ୍ୟାନ କୃଷି ବିଭାଗର ମନ୍ତ୍ରୀ ଫୌଜା ସିଂହ ସରାରି ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିବା ବେଳେ ଏହାକୁ ସେ ଗ୍ରହଣ କରି ନେଇଛନ୍ତି।ପ୍ରାୟ ମାସକ ତଳେ ଗୋଟିଏ ଅଡିଓ କ୍ଲିପ!-->…