Browsing Category

ଦେଶ

ବିଦେଶକୁ ଯାଅନି, ତୁରନ୍ତ ବୁଷ୍ଟର ଡୋଜ ନେବାକୁ କହିଲା ଆଇଏମଏ

ନୂଆଦିଲ୍ଲୀ: ମହାମାରୀ କରୋନା ପୁଣି କଡ଼ ଲେଉଟାଇବାରୁ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ସଂସ୍ଥା ପକ୍ଷରୁ ଦେଶବାସୀଙ୍କୁ ତୁରନ୍ତ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କୁହାଯାଇଛି। ଆଇଏମଏ ଗୋଟିଏ ସତର୍କ ସୂଚନା ଜାରି କରି କହିଛି ଯେ କରୋନା…

କୋଭୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଅନୁମତି ମାଗିଲା ସେରମ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଆଲର୍ଟରେ ରହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ…

କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବି କଲେ ବିଜେଡି ସାଂସଦ

କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି କେନ୍ଦୁପତ୍ରକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ । କେନ୍ଦୁପତ୍ର ଉପରେ ରାଜ୍ୟର ପ୍ରାୟ ୮ ଲକ୍ଷ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ।…

ଜେଲ୍‌ରୁ ବାହାରିବେ ସିରିଏଲ୍‌ କିଲର ଚାର୍ଲ୍ସ ଶୋଭରାଜ! ୧୯ ବର୍ଷ ଧରି ନେପାଳର ଜେଲ୍‌ରେ ଅଛନ୍ତି ବନ୍ଦୀ

ନେପାଳର ସୁପ୍ରିମକୋର୍ଟ ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଶୋଭରାଜଙ୍କ ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ସେ ହତ୍ୟା ଅଭିଯୋଗରେ ୨୦୦୩ ମସିହାରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ଭିତରେ କୋର୍ଟ ତାଙ୍କର ନିର୍ବାସନର…

କ୍ରୁଜ୍‌ ଡ୍ରଗ୍ସ ମାମଲା: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇର ଚର୍ଚ୍ଚିତ କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନ ଖାନଙ୍କ ନାମ ହଟାଇବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଜନହିତ ଆବେଦନକୁ…

ଏଲନ ମସ୍କଙ୍କ ଚାକିରି ଅଫର, ଟ୍ଵିଟର ସିଇଓ ପଦପାଇଁ ଜଣେ ବୋକାଙ୍କୁ ଖୋଜୁଛନ୍ତି ମସ୍କ

ଟ୍ଵିଟର ସିଇଓ ଏଲନ ମସ୍କଙ୍କ ଚାକିରି ଅଫର । ତାହା ପୁଣି ସିଇଓ ପଦ ପାଇଁ । ଏଥିପାଇଁ କିନ୍ତୁ ଜଣେ ବୋକା ଲୋକକୁ ଖୋଜୁଛନ୍ତି ମସ୍କ । ଖୁବ୍‌ ଶୀଘ୍ର ସିଇଓ ପଦ ଛାଡ଼ିଦେବେ ବୋଲି ମସ୍କ ଟ୍ଵିଟ୍‌ କରିଛନ୍ତି । ସିଇଓ ପଦ ଛାଡ଼ିବା ନେଇ ଜାରି କରିଥିବା ପୋଲରେ ୫୭.୫ ପ୍ରତିଶତ ପୋଲ ହଁ ଆସିବା ପରେ…

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଛି । ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା…

ଭିଡ଼ ଭିତରେ ମାସ୍କ ପିନ୍ଧନ୍ତୁ, ବୁଷ୍ଟର ଡୋଜ୍‌ ନିଅନ୍ତୁ : ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଚୀନ୍ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢ଼ି ଚାଲିଛି ମାରାତ୍ମକ କରୋନା ମହାମାରୀ। ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି। କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ। ଆଗକୁ କରୋନା ଟେଷ୍ଟିଂ ବଢ଼ିବ। ଭିଡ ଥିବା ସ୍ଥାନରେ…

ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ବିଚ୍‌ରାସ୍ତାରେ ହାଣିଲେ

ମୁମ୍ବାଇ: ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଆକ୍ରମଣ। ଫିଲ୍ମ ଷ୍ଟାଇଲରେ ଗାଡିକୁ ଅଟକାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏହାପରେ ଗୁରୁତର ବ୍ୟବସାୟୀଙ୍କୁ ନିଜ ଗାଡିରେ ନେଇ ଫେରାର ହୋଇଗଲେ ଅଭିଯୁକ୍ତ। ଏଭଳି କିଛି ଛାତିଥରା ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ। ଯାହାର ସିସିଟିଭି ଭିଡିଓ…

ପୁଣି ଘାରିଲା କରୋନା ଚିନ୍ତା, ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଛି ମହାମାରୀ କରୋନା। ବିଶ୍ୱର ବିଭିନ୍ନ ଦେଶରେ ପୁଣି ଥରେ ମେଲାଇଛି କାୟା। ହୁ ହୁ ହୋଇ ପୁଣିଥରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ରହିବାକୁ ଲୋକଙ୍କୁ ପରାଶର୍ମ ଦେଇଛି କେନ୍ଦ୍ର। ଲଗାତର ଦୁଇ ବର୍ଷ କରୋନା କଲବଲ କରିବା ପରେ…