Browsing Category

ଦେଶ

ସାଧୁଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ପିଙ୍ଗି ଦେଲେ

ଜୟପୁର: ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ଘଟଣା ଲୋକଙ୍କ ମନରୁ ଏବେବି ଯାଇନି। ଏହାରି ଭିତରେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଜଣେ ୬୦ ବର୍ଷୀୟ ସାଧୁଙ୍କୁ ହତ୍ୟା ପରେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦିଆଯାଇଛି। ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଚକିତ କଲା ଭଳି…

ସଂସଦରେ ହେଲାନି ଚୀନ୍ ପ୍ରସଙ୍ଗରେ ଚର୍ଚ୍ଚା, କକ୍ଷ ତ୍ୟାଗ କଲା କଂଗ୍ରେସ

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଲଗାତର ଚୀନ୍ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। ସେପଟେ ଶାସକ ଦଳର ସାଂସଦମାନେ ଘର ବାହାରେ ବିଜେପି ଏବଂ ଆରଏସଏସ ଉପରେ ଦେଇଥିବା ବିବୃତ୍ତି ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଠାରୁ କ୍ଷମା ଦାବି କରୁଛନ୍ତି। ଏହାକୁ ନେଇ ଶାସକ…

‘ରାହୁଲଙ୍କ ଅପେକ୍ଷା ମୋ ସଭାରେ ଅଧିକ ଭିଡ ହୁଏ’ କହୁ କହୁ କହିଦେଲେ କମଲନାଥଙ୍କ ପୁଅ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଏମିତି ଏକ ବିବୃତ୍ତି ଦେଇଛନ୍ତି ଯେ ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି | ଏକ ରାଲିକୁ ସମ୍ବୋଧିତ କରି ନକୁଲନାଥ କହିଛନ୍ତି ଯେ ଭାରତ…

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ଏବେ ବି ୨୯ ନିଖୋଜ

ବ୍ୟାଙ୍କକ୍ : ଗତ ରବିବାର ରାତିରେ ହୋଇଥିବା ଥାଇଲାଣ୍ଡ ଯୁଦ୍ଧ ଜାହାଜ ଏଚଟିଏମଏସ ସୁଖୋଥାଇ ବୁଡ଼ି ଘଟଣାକୁ ୨ ଦିନ ହୋଇଯାଇଥିଲେ ବି ଏବେ ବି ୨୯ ନୌସେନା କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଥାଇଲାଣ୍ଡର ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ଥାଇଲାଣ୍ଡ…

ମଦ ମୃତ୍ୟୁକୁ ନେଇ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂସଦରେ ଦାବି କଲେ ପାସୱାନ

ନୂଆଦିଲ୍ଲୀ: ବିହାରରେ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଆଉ ଲୋକସଭା ସାଂସଦ ଚିରାଗ ପାସୱାନ ଆଜି ସଂସଦରେ କହିଛନ୍ତି ଯେ ଏକ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଦେଖିବାକୁ ମିଳିଛି ଯେ…

ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ,…

ଆମେ ଛୋଟଛୁଆ ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଛନ୍ତି: ଧନଖଡ଼

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ‘କୁକୁର’ ବିବୃତ୍ତିକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି | ଏହି ବିବାଦୀୟ ବିବୃତ୍ତିକୁ ନେଇ ବିଜେପି ସାଂସଦମାନେ ଦାବି କରିଛନ୍ତି ଯେ ଖଡ଼ଗେ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ଖଡ଼ଗେ କ୍ଷମା ମାଗିବେନି ବୋଲି ସଫା ସଫା ଶୁଣାଇଦେଇଛନ୍ତି…

ସୀମାରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ସହ ଜଗିଛି ଚୀନ୍‌

ନୂଆଦିଲ୍ଲୀ: ଚଳ ଚଞ୍ଚଳ ହୋଇଛି ଡ୍ରାଗନବାହିନୀ। ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ। ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି ଚୀନ୍। ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ…

ଧରା ପଡ଼ିଲା ବଡ଼ ନିଯୁକ୍ତି ସ୍କାମ, ତାଲିମ୍‌ ନାଁରେ ଘଣ୍ଟାଘଣ୍ଟା ଗଣୁଥିଲେ ଟ୍ରେନ୍‌ ବଗି

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଆଉ ଗୋଟିଏ ବଡ଼ ନିଯୁକ୍ତି ନାଁରେ ଠକେଇ ଘଟଣା। ପୂର୍ବରୁ ଆପଣ ବିଭିନ୍ନ ଉପାୟରେ ଚାକିରି ଆଶାୟୀଙ୍କୁ ଦୁର୍ବୃତ୍ତମାନେ ଠକି ଥିବା ଶୁଣିଥିବେ। ହେଲେ ଏବେ ରେଳବାଇରେ ଚାକିରି କରାଇ ଦେବା ନାଁରେ ୨୮ ଜଣଙ୍କୁ ନୂଆ ଷ୍ଟାଇଲରେ ଠକା ଯାଇଛି। ଠାକାମୀର ଶିକାର…

ସରକାରୀ ଟଙ୍କାରେ ଦଳୀୟ ବିଜ୍ଞାପନ, ଆପ୍‌ଠୁ ୯୭ କୋଟି ଆଦାୟ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସରକାରୀ ଟଙ୍କାରେ ଚାଲିଥିଲା ଦଳୀୟ ବିଜ୍ଞାପନ। ଏଥିପାଇଁ ଆମ୍ ଆଦମୀ ପାର୍ଟି ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମିଳିଛି ନିର୍ଦ୍ଦେଶ। ଦିଲ୍ଲୀ ଉପରାଜ୍ୟପାଳ ଏହି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ଆପ୍‌ଠାରୁ ଏହି ଟଙ୍କା…