Browsing Category

ଦେଶ

ବିଜେପିର ହଙ୍ଗାମା ସତ୍ତ୍ୱେ ‘କୁକୁର’ ବୟାନରେ ଖାଡଗେ କାଏମ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖାଡଗେ ନିଜର ‘କୁକୁର’ ବୟାନରେ କାଏମ ରହିଛନ୍ତି। ସେ ବିଜେପିକୁ ଟାର୍ଗେଟ କରିବା ବେଳେ କୁକୁର ଶବ୍ଦ ବ୍ୟବହାର କରିଥିବାରୁ ଏହାକୁ ନେଇ ଆଜି ରଜ୍ୟସଭାରେ ହଙ୍ଗାମା ଦେଖିବାକୁ ମିଳିଛି। କୁକୁର ବୟାନ ପାଇଁ ଖାଡଗେ କ୍ଷମା ମାଗନ୍ତୁ ବୋଲି ବିଜେପି…

ଫେକ୍‌ ନ୍ୟୁଜର ପ୍ରଚାର କରୁଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ମିଥ୍ୟା ତଥ୍ୟର ପ୍ରଚାର ଚଳାଇଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ ହୋଇଛି। ଏହି ୩ ଚ୍ୟାନେଲ ଫେକ ନ୍ୟୁଜ ପ୍ରଚାର କରୁଥିଲେ ହେଁ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୩୩ ଲକ୍ଷ ରହିଥିଲା। ଚ୍ୟାନେଲ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ…

ଆମ ଯବାନଙ୍କୁ ଅସମ୍ମାନ କରନାହିଁ : ରାହୁଲଙ୍କ ‘ପିଟାଇ’ ଶବ୍ଦକୁ ନେଇ ଜୟଶଙ୍କରଙ୍କ ଆପତ୍ତି

ନୂଆଦିଲ୍ଲୀ : ଭାରତୀୟ ସୈନିକଙ୍କୁ ଚୀନ ସୈନ୍ୟ ପିଟାଇ କରିଥିବା (ପିଟିଥିବା) କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିବାରୁ ତାହାର ତୀବ୍ର ବିରୋଧ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସଂସଦରେ ସେ କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ଆପତ୍ତି ନାହିଁ,…

ଆସିଲା ସର୍ଭେ ଫଳାଫଳ; ୫୭.୫% ଉପଭୋକ୍ତା ଚହାଁନ୍ତି ଟ୍ଵିଟର ଛାଡ଼ନ୍ତୁ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଏବଂ ତାଙ୍କର ନୂତନ ସଂସ୍ଥା ଟ୍ଵିଟରକୁ ନେଇ ଆରମ୍ଭ ହୋଇଥିବା ଡ୍ରାମା ନିକଟ ଭବିଷ୍ୟତରେ ଶେଷ ହେଲାପରି ମନେ ହେଉ ନାହିଁ! ଟ୍ଵିଟରର ମାଲିକାନା ନିଜ ହାତକୁ ଆଣିବା ପରେ ମସ୍କ ନିଜର ଟ୍ଵିିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ ସେ କମ୍ପାନିର ମୁଖ୍ୟ…

ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ…

ମୋଦୀଙ୍କୁ ଭେଟିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ

ନୂଆଦିଲ୍ଲୀ : ଗୁଗୁଲର ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ଭାରତର ଜି-୨୦ ସଭାପତିତ୍ବକୁ ସବୁ ପ୍ରକାରର ସମର୍ଥନ କରାଯିବ ବୋଲି କହିଛନ୍ତି । ବୈଠକ ପରେ ପିଚାଇ ଏକ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍ , ହେଲେ କେଉଁଠି

ଜୟପୁର: ଗ୍ୟାସ୍‌ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର। ଆସନ୍ତା ଏପ୍ରିଲରୁ ଗ୍ୟାସ ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାତ୍ର ୫୦୦ ଟଙ୍କାରେ ମିଳିବ…

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ପ୍ରବଳ ପିଟିଲେ, ସ୍କୁଲ ଛାତରୁ ତଳକୁ ଫିଙ୍ଗି ଦେଲେ ଶିକ୍ଷକ

ବେଙ୍ଗାଲୁରୁ: ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଛି ମୃତ୍ୟୁଦଣ୍ଡ। ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ତାଙ୍କ ସ୍କୁଲ ଶିକ୍ଷକ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ଶିକ୍ଷକ ଜଣଙ୍କ ୧୦ ବର୍ଷୀୟ ଛାତ୍ରଙ୍କୁ ପ୍ରବଳ ପିଟିଥିଲେ। ତଥାପି ତାଙ୍କ ରାଗ ଶାନ୍ତ ନ ହେବାରୁ ସେ ଛାତ୍ର ଜଣଙ୍କୁ…

ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରବଳ ହିଂସା: ପଥର ମାଡ଼ ସହ ଜଳିଲା ବାଇକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ପ୍ରସିଦ୍ଧ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରବଳ ହିଂସାକାଣ୍ଡ ଘଟିଛି। କିଛି ପୂର୍ବତନ ଛାତ୍ର ଓ ବିଶ୍ୱବିଦ୍ୟାଳୟର ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ପଥର ମାଡ଼ ସହ କ୍ୟାମ୍ପସରେ ଥିବା ବାଇକ୍‌କୁ ମଧ୍ୟ ଗଣ୍ଡଗୋଳରେ ସାମିଲ…

ଓୱେସୀଙ୍କ ପାର୍ଟି ଅଫିସ ଭିତରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ହାଇଦ୍ରାବାଦ: ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଏଆଇଏମଆଇଏମ ପାର୍ଟିର ସ୍ଥାନୀୟ କର୍ପୋରେଟରଙ୍କ ଅଫିସରେ ବଡ଼ ଅଘଟଣ ଘଟିଛି। ଅଜଣା ଦୁର୍ବୃତ୍ତମାନେ ଅଫିସ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ…