Browsing Category

ଦେଶ

ଐତିହାସିକ ବିଜୟ ପରେ ମୋଦିଙ୍କ ଆଶୀର୍ବାଦ କାମନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆପ୍‌ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍‌ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି। ତେବେ ଦଳୀୟ…

ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗଡ଼ରେ ବିଜେପିର ବଡ଼ ବିଜୟ

ନୂଆଦିଲ୍ଲୀ: ମହାନଗର ନିଗମ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବିପୁଳ ବିଜୟ ହାସଲ କରିଛି। ବିଜେପି ପରାସ୍ତ ହୋଇଛି। ହେଲେ ବିଜୟ ସତ୍ତ୍ୱେ ଦଳକୁ ଦୁଇଟି ବଡ଼ ଝଟକା ଲାଗିଛି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ…

ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ଏଣିକି ଆପ୍‌ ର ରାଜତ୍ବ

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍‌ର ଦଳୀୟ ଚିହ୍ନ ଝାଡ଼ୁ ବିପୁଳ ପରିମାଣର ଜନମତ ସହ…

ଝିଅ ହେବ ତ ରୋହିଣୀଙ୍କ ପରି, ଆଗାମୀ ପିଢ଼ି ପାଇଁ ସେ ଉଦାହରଣ ବୋଲି କହିଲେ ବରିଷ୍ଠ ବିଜେପି ନେତା

ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଗତକାଲି ସିଙ୍ଗାପୁରରେ କିଡ୍‌ନି ପ୍ରତ୍ୟାରୋପଣ ହୋଇଯାଇଛି। ତାଙ୍କୁ କିଡ୍‌ନି ଦାନ କରିଛନ୍ତି ତାଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ। ରୋହିଣୀ ନିଜ ବାପାଙ୍କ ଜୀବନ ବଞ୍ଚାଇବ‌ାକୁ ଏତେ ବଡ଼ ତ୍ୟାଗ…

ଏମ୍ସ ପରେ ଆଇସିଏମଆର  : ଗୋଟିଏ ଦିନରେ ୬ ହଜାର ଥର ସାଇବର ଆକ୍ରମଣ ଉଦ୍ୟମ

ନୂଆଦିଲ୍ଲୀ : ଯାହା ଜଣାପଡ଼ୁଛି ଭାରତୀୟ ସ୍ବାସ୍ଥ୍ୟବ୍ୟବସ୍ଥାକୁ ପଙ୍ଗୁ କରିଦେବାକୁ ଏକ ଯୋଜନାବଦ୍ଧ ଉପାୟରେ କାମ କରୁଛନ୍ତି ଚୀନର ସାଇବର ସେନା । ଭାରତର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀ ଏମ୍ସ ଉପରେ ସାଇବର ଆକ୍ରମଣ କରି ତାହାକୁ ଗତ ଦୁଇ ସପ୍ତାହ ହେଲା ଏକରକମ ଅଚଳ କରିଦେଇଥିବା ଚାଇନିଜ୍…

ମୋର୍ବି ଦୁର୍ଘଟଣା: ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗରେ ଟିଏମ୍‌ସି ନେତା ସାକେତ୍‌ ଗୋଖ୍‌ଲେ ଗିରଫ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଘନିଷ୍ଠ ସାକେତ୍‌ ଗୋଖ୍‌ଲେଙ୍କୁ ଗୁୁଜୁରାଟ ପୁଲିସ୍ ସୋମବାର ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ଗିରଫ କରିଛି। ମେ‌ାର୍ବୀ ବ୍ରିଜ୍‌ ଭୁଶୁଡ଼ିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଙ୍ଗାଳୀ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା‌; ଅଭିନେତା ପରେଶ ରାୱଲଙ୍କ ବିରୋଧରେ ଦାଏର ହେଲା ଏତଲା

କୋଲକାତା: ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରାୱଲଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିବା ସହ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ…

ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌: ବିକାଶ ଅଭାବରୁ ଭୋଟ୍‌ ବର୍ଜନ କଲେ ୪ଟି ଗ୍ରାମ

ଅହମଦାବାଦ : ଗୁଜରାଟରେ ସୋମବାର ଦିନ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ‌ହୋଇଛି। ତେବେ ଗୁଜରାଟର ମେହସନା ଜିଲ୍ଲାର ୪ଟି ଗ୍ରାମ ଭୋଟ୍‌ ବର୍ଜନ କରିଛନ୍ତି। ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ‌ହେଉନଥିବାରୁ ଭୋଟରମାନେ ଭୋଟ୍‌ ବର୍ଜନ କରିଛନ୍ତି।…

ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୬ଟି ଏନଡିଆରଏଫ ଟିମ ମୁତୟନ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ। ମୁତୟନ ହେଲା ୬ଟି ଏନଡିଆରଏଫ ଟିମ। ଡିସେମ୍ବର ୮ ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଗୁଚାପ ପାଇଁ…

ମହିଳାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଦେଲେ, ଡ୍ରମରୁ ମିଳିଲା କଟା ଶରୀର

ବିଶାଖାପଟନମ: ପୁଣିଥରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୁଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍‌ ଭିତରୁ ଉଦ୍ଧାର କରିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।…