Browsing Category

ଦେଶ

‘ଶୋଇପଡ଼ରେ ପୁଅ..ନହେଲେ କେଜ୍ରିୱାଲ ଆସିଯିବେ’ ଏଭଳି କିଏ କହିଲେ ଜାଣନ୍ତୁ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ଵାଚନ ପାଇଁ ଏବେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ପ୍ରମୁଖଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଜୋର ଧରିଛି | ଆଉ ଏବେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଥିବାବେଳେ ଗୁଜୁରାଟର କାଙ୍କ୍ରେଜ ବିଧାନସଭାରେ ଆପର​​ରାଜ୍ୟସଭା ସାଂସଦ…

ଜାକିର ନାଏକକୁ ଆମେ ଡାକିନୁ : କତାର

ନୂଆଦିଲ୍ଲୀ : ବିଶ୍ବକପ ଫୁଟବଲକୁ ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର ନାଏକକୁ ନିମନ୍ତ୍ରଣ କରାଯିବାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ପରେ କତାର ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାକିର ନାଏକକୁ ବିଶ୍ବକପ ପାଇଁ…

ଧାର୍ମିକ ବିଶ୍ୱାସ ଅନୁଯାୟୀ ସତ୍ୟେନ୍ଦ୍ର ଜୈନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଉ: କୋର୍ଟ

ନୂଆଦିଲ୍ଲୀ: ଜେଲରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କର ଧାର୍ମିକ ବିଶ୍ୱାସ ଅନୁଯାୟୀ ଉପଯୁକ୍ତ ଖାଦ୍ୟ ପୂର୍ବ ଭଳି ଯୋଗାଇ ଦିଆଯିବ। ଜୈନଙ୍କ ଅବେଦନ ପରେ ଆଜି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଦିଲ୍ଲୀର ତିହାର ଜେଲକୁ ଏନେଇ…

ବିଜେପି ସାଂସଦଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଶାହଜାହାନପୁର: ଅଡ଼ୁଆରେ ବିଜେପି ସାଂସଦ ଅରୁଣ କୁମାର ସାଗର। ବାରମ୍ବାର ସମନ ସତ୍ତ୍ୱେ ସେ କୋର୍ଟରେ ହାଜର ନେବାରୁ ତାଙ୍କୁ ପଳାତକ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ। ଉତ୍ତରପ୍ରଦେଶର ଶାହଜାହାନପୁର ଆସନରୁ ଅରୁଣ କୁମାର ବିଜେପି ଟିକେଟରେ ନିର୍ବାଚନ ଜିତି ଲୋକସଭାକୁ…

ଚୀନ୍ ରେ ଦିନକରେ ୨୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ବେଜିଂ: ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ପୁଣି ମେଲାଇଲାଣି କାୟା। ଦିନକରେ ଏକାଥରକେ ଚିହ୍ନଟ ହେଲେ ୨୮ ହଜାରରୁ ଅଧିକ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଥରେ ଚୀନ୍‌ରେ ଆତଙ୍କ ଖେଳିଯାଇଛି। ଫଲରେ ଏଠାକୁ ପୁଣି ଥରେ ଲକ୍‌ଡାଉନ୍ ଫେରିଛି।ଚୀନ୍‌ର ରାଜଧାନୀ…

ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ଼, ପାଖାପଖି ୧୦ ମୃତ

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍‌ରେ ଭିଡ ଜମିଥିବା ବେଳେ ଗୁଳିମାଡ ହୋଇଛି। ଏଥିରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର…

କର୍ମଚାରୀଙ୍କୁ ଛଟେଇ ପରେ ହରଡ଼ଘଣାରେ ଆମାଜନ୍, ନୋଟିସ୍‌ ଜାରି

ନୂଆଦିଲ୍ଲୀ: ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରି ଅଡୁଆ ଇ-କମର୍ସ କମ୍ପାନୀ ଆମାଜନ। କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମ ମନ୍ତ୍ରାଳୟ କମ୍ପାନୀକୁ ଏବେ ନୋଟିସ ଜାରି କରିଛି। ବେଙ୍ଗାଳୁରୁରେ ଡେପୁଟି ଲେବର କମିଶନର୍‌ଙ୍କ ନିକଟରେ ହଜାର ହେବାକୁ ମନ୍ତ୍ରାଳୟ…

ଅଫତାବ ମୋତେ ହତ୍ୟା କରିବା ସହ କାଟି ଦେବ: ୨ ବର୍ଷ ତଳେ ପୁଲିସକୁ କହିଥିଲେ ଶ୍ରଦ୍ଧା

ମୁମ୍ବାଇ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ପୁନାୱାଲା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଘଟଣାର ୨ ବର୍ଷ ପୂର୍ବରୁ ଶ୍ରଦ୍ଧା ମୁମ୍ବାଇ ପୁଲିସ୍‌କୁ ଅଫତାବ ଦେଉ ଥିବା ନିର୍ଯାତନା ସମ୍ପର୍କରେ ଜଣାଇ ସାରିଥିଲେ।ଅଫତାବ ୬ ମାସ…

ରାହୁଲ ଗାନ୍ଧି ଏବେ ସଦାମ ହୁସେନ ଭଳି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସଦାନ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ,…

ପିଓକେ ଦଖଲ ପ୍ରସଙ୍ଗ: ‘ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ସେନା’

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ପିଓକେ ଦଖଲ ହେଉ କି ଆଉ ଯାହା ବି କିଛି ମିଶନ ହେଉ, ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ଭାରତ ସରକାର ଯାହା ବି ନିର୍ଦ୍ଦେଶ ଦେବେ,…