Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ
ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ!-->…
ଆକ୍ରମଣ ଭୟରେ ବେଲ୍ ଦେଉନାହାନ୍ତି ବିଚାରପତି: CJI
ନୂଆଦିଲ୍ଲୀ: ‘ଟାର୍ଗେଟ୍ ଭୟରେ ଦୋଷୀଙ୍କୁ ବେଲ୍ ଦେବାକୁ ଡରୁଛନ୍ତି ବିଚାରପତି। ଜଜ୍ମାନେ କୁଣ୍ଠାବୋଧ କରୁଛନ୍ତି।’ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ।ଶନିବାର ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ!-->…
କାଲି ହେବ ଅଫତାବର ନାର୍କୋ ଟେଷ୍ଟ !
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଜହ୍ଲାଦ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ। ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୁଲିସ ଫରେନସିକସ୍ ଟିମକୁ ଅନୁରୋଧ କରିଛି। ଆସନ୍ତାକାଲି!-->…
ଫିଫା ବିଶ୍ୱକପ୍: ଉଦ୍ଘାଟନୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜିଠାରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ୱକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର–ଇକ୍ୱେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ଯ୍ୟକ୍ରମ!-->…
ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ, ୫ ଜଣଙ୍କର ମୃତ୍ୟୁ
ନ୍ୟୁୟର୍କ: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ସମଲିଙ୍ଗୀ କ୍ଲବରେ ଗୁଳି ବିନିମୟ ହୋଇଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି | ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ରାତିରେ କଲୋରଡୋ ସ୍ପ୍ରିଙ୍ଗ୍ସର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି!-->…
ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେପି
ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ଏବେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ରାଜନୀତି ତୀବ୍ର ହୋଇଛି | ଏହା ସହ ଏବେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି | ତେବେ ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।!-->…
ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି, ସାରା ବିଶ୍ବର ଭଗବାନ: ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ: ଧାର୍ମିକ ମତଭେଦ ସୃଷ୍ଟି କରୁଥିବା ରାଜନେତାଙ୍କଠାରୁ ଦୂରେଇ ରହିବାକୁ ଚେତାବନୀ ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କଂଗ୍ରେସର ସଭାପତି ଫାରୁକ୍ ଅବଦୁଲ୍ଲା। ଶନିବାର ଦିନ ସେ ଧାର୍ମିକ ମତଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା!-->…
ମହାନଦୀ ଜଳ ବିବାଦ ମାମଲା : ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି, ଜାନୁଆରୀ ୭କୁ ତାରିଖ ଧାର୍ଯ୍ୟ
ନୂଆଦିଲ୍ଲୀ ୧୯।୧୧ : ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି । ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରୀ ୭ରେ ହେବ । ବୈଷୟିକ ଦଳ ଏବଂ ଉଭୟ ପକ୍ଷଙ୍କ ଭିତରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି । ବାକି କିଛି ପ୍ରସଙ୍ଗରେ ସହମତି ହେଇପାରିନାହିଁ । ତେଣୁ!-->…
ଝିଅ ପଛରେ ଗୋଡ଼ାଅ ନାହିଁ, ଭଲ ଚାକିରି କଲେ ଭଲ ପ୍ରେମିକା ମିଳିବେ; ଯୁବପିଢ଼ିଙ୍କୁ ଏଭଳି ଉପଦେଶ ଦେଲେ ଚେତନ
ନୂଆଦିଲ୍ଲୀ: ସାହିତ୍ୟ ଆଜ୍ ତକ୍- ୨୦୨୨ ଆରମ୍ଭ ହୋଇସାରିଛି। ଏହାର ଦ୍ୱିତୀୟ ଦିନରେ ଜଣାଶୁଣା ଲେଖକ ଚେତନ ଭଗତ ଆଜିର ଯୁବପିଢ଼ିଙ୍କୁ କିଛି ଉପଦେଶ ଦେଇଥିବା ଦେଖାଯାଇଥିଲା। ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଏବେକାର ଯୁବପିଢ଼ିଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ସେ ବିଷୟରେ ଚେତନ ଭଗତ କହିଥିଲେ।!-->…
ଜାଡେଜା ମୋ ପାଇଁ ବୁଷ୍ଟର ଡୋଜ, ବିଜେପି ପ୍ରାର୍ଥୀ ରିବାବା ଶୁଣାଇଲେ ଜୋତା କାହାଣୀ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଥର ଏମିତି କିଛି ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ଏମାନଙ୍କ ମଧ୍ୟରେ ଜାମନଗରରୁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ପ୍ରାର୍ଥୀ ହୋଇଛନ୍ତି | ଆଜି ପ୍ରଚାର ସମୟରେ ସେ!-->…