Browsing Category

ଦେଶ

ରାଜଧାନୀରେ ଆସନ୍ତାକାଲିଠୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ…

ଭାରତ ଯୋଡ଼ ଯାତ୍ରା ବେଳେ ନିଜକୁ ଚାବୁକରେ ପିଟିଲେ ରାହୁଲ ଗାନ୍ଧି

ହାଇଦ୍ରାବାଦ: ଭାରତ ଯୋଡ଼ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତେଲେଙ୍ଗାନାର। ଏଠାରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଏପରି ଘଟଣା ଘଟିଛି।ଭାରତ ଯୋଡ଼…

ଇଡିର ସମନ ସତ୍ତ୍ୱେ ହାଜର ହେଲେନି, ଗିରଫ ପାଇଁ ଚ୍ୟାଲେଞ୍ଜ ଦେଲେ ହେମନ୍ତ ସୋରେନ

ରାଞ୍ଚି: କେନ୍ଦ୍ର ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। କୋଇଲା ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଆଜି ରାଞ୍ଚି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତେବେ ସେ ସମନ ଅନୁସାରେ ଜେରା ପାଇଁ ଆଜି ଇଡି…

ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ଦୁଇଟି ଅଞ୍ଚଳର ନାଁ ବଦଳିଲା

ଭୋପାଲ: ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ବଦଳିଛି ମଧ୍ୟପ୍ରଦେଶର ଭୋପାଲରେ ଦୁଇଟି ଅଞ୍ଚଳର ନାଁ। ଭୋପାଲ ପୌର ପାଳିକା ସାଂସଦଙ୍କ ଦାବି ଅନୁସାରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ମାରିଛି। ଭୋପାଲରେ ଏହି ଦୁଇଟି ଅଞ୍ଚଳର ନାଁ କୁପରମ୍ପରାକୁ ଦର୍ଶାଉଥିବାରୁ ଏହାକୁ ବଦଳାଇବା…

କୋଏମ୍ବାଟୁର ବିସ୍ଫୋରଣ ପଛରେ ସାଂଘାତିକ ଷଡ଼ଯନ୍ତ୍ରର ସୁରାକ ପାଇଲା ଏନଆଇଏ

କୋଏମ୍ବାଟୁର : କୋଏମ୍ବାଟୁର କାର ବୋମା ବିସ୍ଫୋରଣ ମାମଲାରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କେତେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛି । ସ୍ଥାନୀୟ ମୁସଲିମ ସମୁଦାୟ ମଧ୍ୟରେ ମୌଳବାଦୀ ଚିନ୍ତାଧାରାର ପ୍ରସାର ଦିଗରେ ମୃତ ଜମିସା ମୁବିନ ଓ ତାହାର ସାଥୀମାନେ କାମ…

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗୁଜରାଟରେ ରବିବାର ପ୍ରଥମ ରାଲି କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ତାରିଖ…

ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ନିର୍ବାଚନ; ୮ରେ ଭୋଟ୍‌ ଗଣନା: ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ନିର୍ବାଚନ ତାରିଖ ଘୋଷଣା କରିବା…

ଇମ୍ରାନ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ତେଣୁ ତାଙ୍କୁ ମାରିବାକୁ ଚାହୁଁଥିଲି

ଇସ୍ଲାମାବାଦ : ଗୁଳିମାଡ଼ରେ ଆହତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ସୌକତ ଖାନୁମ ହସପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଏବେ ଏକ ଅପରେସନ ଚାଲିଛି ଓ ଖୁବଶୀଘ୍ର ମେଡିକାଲ ପକ୍ଷରୁ ଏକ ବୁଲେଟିନ ଜାରି କରାଯିବ ବୋଲି ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ…

ସମୟ ଅଭାବ ଦର୍ଶାଇ ସଲମାନଙ୍କ ଦ୍ୱାରା ଆଗତ ଏକ ମାନହାନି ମାମଲାରେ ରାୟ ଘୋଷଣା କରିବାକୁ ମନାକଲେ ବମ୍ବେ ହାଇକୋର୍ଟ…

ମୁମ୍ବାଇ: ବମ୍ବେ ହାଇକୋର୍ଟର ଜଣେ ବିଚାରପତି ଗୁରୁବାର କହିଛନ୍ତି ଯେ ସମୟ ଅଭାବ କାରଣରୁ ଅଭିନେତା ସଲମାନ ଖାନ ତାଙ୍କ ପଡ଼ୋଶୀଙ୍କ ବିରୋଧରେ ଆଗତ କରିଥିବା ମାନହାନି ମାମଲାର ଆବେଦନ ଉପରେ ରାୟ ଶୁଣାଇବା ସମ୍ଭବପର ହେଉନାହିଁ। ଫଳରେ, ଅଭିନେତା ସଲମାନ ଖାନଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି…

ଆଧାରକାର୍ଡ ନଥିବାରୁ ମା’ ଓ ଯାଆଁଳା ଶିଶୁଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ତୁମକୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ନଥିଲା। ଏହାପରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରକୁ ଫେରିବାକୁ ପଡ଼ିଥିଲା। ଘରେ ସେ ଯାଆଁଳା…