Browsing Category

ଦେଶ

ଦେଶବାସୀଙ୍କୁ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ବୋଧନ: ‘ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ…

ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଛନ୍ତି ଋଷି ସୁନକ। ସେ କହିଛନ୍ତି, ‘ମୁଁ ମୋର ପୂର୍ବବର୍ତ୍ତୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଏହି ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ…

ଦିଲ୍ଲୀରେ ଫୁଟିଲା ବାଣ; ବଢ଼ିଲା ପ୍ରଦୂଷଣ, ବିଗିଡ଼ିଲା ବାୟୁର ମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଲୋକେ ତାହାକୁ ଅମାନ୍ୟ କରିଛନ୍ତି। ଲୋକେ ପ୍ରତିବନ୍ଧକକୁ ନମାନି ଖାଲି ବାଣ ଫୁଟାଇ ନାହାନ୍ତି ବରଂ ଖୁବ୍‌ ଶବ୍ଦ କରୁଥିବା ବାଣ ସବୁ ମାରିଛନ୍ତି। ଯାହା ଦ୍ବାରା ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ହେବା ସହ ବାୟୁ…

ଜଳିପୋଡ଼ି ପାଉଁଶ ହୋଇଗଲା ୭୦୦ ଦୋକାନ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ମଙ୍ଗଳାବାର ଭୋର ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଦୋକାନ ଗୁଡ଼ିକ ବନ୍ଦ…

ମଠ ଭିତରୁ ଲିଙ୍ଗାୟତ ସାଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ମଠ ଭିତରେ ଲିଙ୍ଗାୟତ ସାଧୁଙ୍କ ଆତ୍ମହତ୍ୟା। କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତଦେହ ମଠ ଭିତରୁ ଜବତ ହୋଇଛି। ଏଥିସହ ମୃତଦେହ ନିକଟରୁ ଦୁଇଟି ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ପୁଲିସ ସୂଚନା ମୁତାବକ, ସାଧୁ ଜଣକ ମଠ ଭିତରେ ଦଉଡି ଲଗାଇ…

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ: ହଠାତ୍‌ ଅଚଳ ହୋଇ ଯାଇଥିବା ମେସେଜିଂ ଆପ୍‌ ହ୍ୱାଟସଆପ୍‌ ପୁଣିଥରେ ସଚଳ ହୋଇଛି। ପ୍ରାୟ ୨ ଘଣ୍ଟା କାଳ ପୂରା ଭାରତ ବର୍ଷରେ ହ୍ୱାଟସଆପ୍‌ ବନ୍ଦ ରହିବା ପରେ କାର୍ଯ୍ୟକ୍ଷମ ହୋଇଛି। ଦିନ ପ୍ରାୟ ୧୨.୦୭ରେ ହଠାତ୍‌ ହ୍ୱାଟସଆପ୍‌ ସର୍ଭର ଡାଉନ ହେବା ଆରମ୍ଭ ହୋଇଥିଲା। ଦିନ ୧ଟା ବେଳକୁ…

ବ୍ରିଟେନରେ ଆରମ୍ଭ ହେଲା ଋଷିଙ୍କ ଶାସନ

ଲଣ୍ଡନ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ…

କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା, ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ବିରୋଧୀ ଦଳର ସମାଲୋଚନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ରାଜ୍ୟ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନାଠାରୁ ସ୍ପଷ୍ଟୀକରଣ…

ଭଗବାନ ରାମ ସମଗ୍ର ପୃଥିବୀ ପାଇଁ ଆଲୋକ ବର୍ତ୍ତିକା ସଦୃଶ : ମୋଦୀ

ଅଯୋଧ୍ୟା : ଦୀପାବଳି ଉପଲକ୍ଷେ ତୀର୍ଥ ନଗରୀ ଅଯୋଧ୍ୟା ଦୀପମୟ ହୋଇଉଠିଛି । ଲକ୍ଷ ଲକ୍ଷ ଦୀପ ସମଗ୍ର ନଗରୀକୁ ଜାଜୁଲ୍ୟମାନ କରିଦେଇଛି । ଏବର୍ଷ ଅଯୋଧ୍ୟାର ପ୍ରସିଦ୍ଧ ଦୀପୋତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କହିଛନ୍ତି ଯେ ଭାଗବାନ ରାମ ହେଉଛନ୍ତି…

ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ

ବେଜିଂ: ହ୍ୟାଟ୍ରିକ୍ ମାରିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ…

୧୮ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ: ଦୀପୋତ୍ସବ ପାଇଁ ସଜେଇ ହୋଇଛି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା। ଚଳିତ ବର୍ଷ ଦୀପାବଳିରେ ୧୮ ଲକ୍ଷ ଦୀପରେ ଝଲସିବ ରାମ ନଗରୀ। ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ।ଚଳିତ ବର୍ଷ ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ…