Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଟ୍ରେନ୍ ଭିତରେ ନମାଜ ପାଠ କରିବା ନେଇ ଉଠିଲା ଆପତ୍ତି
ଲକ୍ଷ୍ନୌ:୪ ଜଣ ମୁସଲମାନ ଟ୍ରେନ୍ ଭିତରେ ନମାଜ ପାଠ କରିବା ନେଇ ଆପତ୍ତି ଉଠିଛି। ସମ୍ପୃକ୍ତ ୪ ଜଣ ଚଳନ୍ତା ଟ୍ରେନ୍ ଭିତରେ ଯିବାଆସିବା ରାସ୍ତାକୁ ଅବରୋଧ କରି ନମାଜ ପାଠ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଅପଲୋଡ଼ ହୋଇଛି। ଉତ୍ତରପ୍ରଦେଶ ବିଧାୟକ ଦୀପଲାଲ ଏହି ଭିଡିଓ ଶୁଟ୍ କରି ତାଙ୍କ!-->…
ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଜୁସ୍ ଦିଆଯିବା ଘଟଣାରେ ୧୦ ଗିରଫ
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ନକଲି ରକ୍ତ ଦିଆଯିବା ଏବଂ ତାଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ନକଲି ପ୍ଲାଜମା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ!-->…
ଚୀନ୍ ସୀମାନ୍ତ ନିକଟ ଅରୁଣାଚଳରେ ୬ଟି କରିଡର୍ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଚୀନ୍ ସୀମାକୁ ଲାଗିଥିବା ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ସଡ଼କ ପଥ ସଂଯୋଗ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ରାଜପଥ (ଏନ୍ଏଚ୍)-୧୫- ‘ଟ୍ରାନ୍ସ୍ ଅରୁଣାଚଳ ହାଇୱେଜ୍’ (ଏନ୍ଏଚ୍୧୩/ଏନ୍ଏଚ୍୨୧୫) ଏବଂ ସୀମାନ୍ତ ରାଜପଥ ବିକାଶକୁ ଅନୁମୋଦନ କରିଛନ୍ତି।
!-->!-->!-->…
ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ପୁଣି ଖାରଜ
ମୁମ୍ବାଇ : ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍ସିପି ନେତା ଅନିଲ ଦେଶମୁଖ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ପାଲାଣ୍ଡେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ହୃଦରୋଗ ପାଇଁ ଦେଶମୁଖ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।!-->…
ୟୁକ୍ରେନ-ଋଷ ଯୁଦ୍ଧରେ ପୂରା ବିଶ୍ୱ ଶୁଣିଲା ଭାରତର ବାର୍ତ୍ତା
ନୂଆଦିଲ୍ଲୀ ୨୨/୧୦: ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିଛି। ପୁଟିନ୍ ମଧ୍ୟ ୟୁକ୍ରେନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ପୁଟିନ୍ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଛନ୍ତି। ତେବେ ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ!-->…
ଅଯୋଧ୍ୟା ଦୀପୋତ୍ସବରେ ଯୋଗ ଦେବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି। ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ। ଦୀପୋତ୍ସବରେ ୧୫ ଲକ୍ଷରୁ ଅଧିକ!-->…
ମଝି ରାସ୍ତାରେ ବସ୍କୁ ପିଟିଲା ଟ୍ରକ୍, ୧୪ ମୃତ
ଭୋପାଳ୨୨/୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଶନିବାର ୧୦:୩୦ ରୁ ୧୧:୦୦ ମଧ୍ୟରେ ହୋଇଥିଲା । ରିବାର ସୁହାଗୀ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍!-->…
ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି: ନୀତୀଶ କୁମାର
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜଚେପି ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିବା ପରେ ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ,ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି!-->…
ପରାଜୟ ପାଇଁ ମୁଁ ବିବ୍ରତ ନୁହଁ: ଶଶି ଥରୁର
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କଠାରୁ ଶଶି ଥରୁର ପରାସ୍ତ ହୋଇଛନ୍ତି। ଏହାକୁ ନେଇ ଶଶି ଥରୁର କହିଛନ୍ତି ଯେ, ଦଳର ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପଛରେ ଥିବା ପ୍ରଥମରୁ!-->…
ଦିଲ୍ଲୀରେ ନକଲି ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ହେଉଛନ୍ତି କାଇ ରୁଓ ଏବଂ ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା!-->…