Browsing Category

ଦେଶ

‘ସାବରକର’ଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି କର୍ମୀମାନେ ରାହୁଲଙ୍କ ପୋଷ୍ଟର ଉପରେ ଫିଙ୍ଗିଲେ…

ମୁମ୍ବାଇ: ସାବରକରଙ୍କ ସଂପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପମାନଜନକ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ‘ସାବରକର’ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିବା ନେଇ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେବାର ଗୋଟିଏ ଦିନ…

ଭିଆଇପି ମଦୁଆଙ୍କ ପାଇଁ ଆରାମଦାୟକ ଜେଲ ବ୍ୟବସ୍ଥା କଲେ ରାଜ୍ୟ ସରକାର

ପାଟନା: ବିହାରର ଭିଆଇପି ମଦୁଆଙ୍କ ପାଇଁ ଏବେ ନୂଆ ବ୍ୟବସ୍ଥା କରିଛି ରାଜ୍ୟ ଅବକାରୀ ବିଭାଗ | ଅବକାରୀ ବିଭାଗ ପକ୍ଷରୁ ଏବେ ଭିଆଇପି ଜେଲ ପ୍ରସ୍ତୁତ କରାଯାଇଛି | ଯେଉଁ ଭିଆଇପିମାନେ ସର୍ବସାଧାରଣରେ ମଦ ପିଉଥିବାବେଳେ ପୁଲିସ ହାତରେ ଧରାପଡିବେ ସେମାନଙ୍କୁ ଏଣିକି ଏହି ହାଜତରେ ରଖାଯିବ | ମଦ…

ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ, କିନ୍ତୁ କଳା ଏବଂ ସିନେମାର ଥାଏ କି ପାୱାର ସାହେବ? ପ୍ରଶ୍ନ କଲା ବିଜେପି

ନାଗପୁର : ଶନିବାର ନାଗପୁରଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ସାମ୍ମୁଖ୍ୟ ଦ୍ବାରା ଆହୂତ ‘ଭାରତୀୟ ମୁସଲମାନଙ୍କ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଦେଶଗଠନରେ ଭାରତୀୟ ମୁସଲମାନଙ୍କର ଉଲ୍ଲେଖନୀୟ…

ବିଜେପି ଧନୀ ସାଙ୍ଗମାନଙ୍କ ଋଣ ଛାଡ କରି କମିଶନ ପାଏ

ଶ୍ରୀନଗର: ରବିବାର ଦିନ ଜମ୍ମୁର ଗାନ୍ଧିନଗରରେ ଦଳୀୟ କାର୍ଯ୍ୟାଳୟ ବାହାରେ ପିଡିପି ମୁଖ୍ୟ ମେହବୁବା ମୁଫତି କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଆଜି ଏହି ଦଳ(ବିଜେପି) ଦୁନିଆର ସବୁଠାରୁ ଧନୀ ଦଳ ହୋଇପାରିଛି। ସେମାନେ…

ନୀତୀଶ ବୁଢ଼ା ହୋଇଗଲେଣି !

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ପରସ୍ପର ଭିତରେ ଜାରି ରହିଛି ବୟାନବାଜୀ। ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତିଶଙ୍କ ଅଭିଯୋଗକୁ ନେଇ ଉତ୍ତର ଦେଇଛନ୍ତି…

ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନକୁ ନେଇ ଖପ୍ପା ହେଲେ ଓୱେସୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ-ମୈଶୂର ଯାତ୍ରା କରୁଥିବା ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନ କରି ‘ଓଡେୟାର’ ଏକ୍କପ୍ରେସର ନାମିତ କରାଯାଇଛି। ରେଲୱେ ବୋର୍ଡ଼ ପକ୍ଷରୁ ଏହି ନାମ ପରିବର୍ତ୍ତନର ଦିନକ ପରେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଯେ, ବିଜେପି କେବେ…

୧୦ କୋଟି ଟଙ୍କା ନିଅ, ମାମଲା ରଫାଦଫା କର !

ହିସାର: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟୁଇଷ୍ଟି। ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି। କେହି ଅଜଣା ବ୍ୟକ୍ତି ଏହି ଏହି ଚିଠି ପଠାଈଥିବା ଜଣାପଡ଼ିଛି। ଚିଠିରେ ସୋନାଲିଙ୍କ ମୃତ୍ୟୁ କେସ୍‌ର ରଫାଦଫା ପାଇଁ ୧୦ କୋଟି ଟଙ୍କାର ଲାଞ୍ଚ…

ଲା‌ଲୁ ଦ୍ୱାଦଶ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆରଜେଡିର ସଭାପତି ଭାବେ ନିର୍ବାଚିତ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲା‌ଲୁ ପ୍ରସାଦ ଯାଦବ ଦ୍ୱାଦଶ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆରଜେଡିର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। କେବଳ ଯାଦବ ଦଳର ସଭାପତି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦୀ ଭାବେ ନାମାଙ୍କନ ପଞ୍ଜିକରଣ କରିଥିଲେ ଏବଂ ତେଣୁ ଦଳର ମୁଖ୍ୟ ଭାବରେ…

ବିବାଦ ପରେ  ଇସ୍ତଫା ଦେଲେ ଆପ ମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦ ପରେ ଇସ୍ତଫା ଦେଲେ ଦିଲ୍ଲୀର ଆମ ଆଦୀମ ପାର୍ଟି(ଆପ୍) ମନ୍ତ୍ରୀ ରାଜେନ୍ଦ୍ର ପଲ ଗୌତମ। ରାଜଧାନୀ ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ ସଭାରେ ରାଜେନ୍ଦ୍ରଙ୍କ ଉପସ୍ଥିତି ଏବଂ ତାଙ୍କ ବୟାନକୁ ନେଇ ବିଜେପି ଟାର୍ଗେଟ କରିଥିଲା । ଆପ୍‌ ମନ୍ତ୍ରୀ ରାଜେନ୍ଦ୍ର ଏବଂ ଅନ୍ୟମାନେ…

ଏନ୍‌ସିବି-ନୌସେନାର ମିଳିତ ଅଭିଯାନ, ୧୨୦୦ କୋଟି ଟଙ୍କାର ହେରୋଇନ ଜବତ

କୋଚି : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍‌ ଜବତ…