Browsing Category

ଦେଶ

କେସିଆର୍‌ଙ୍କ ‘ଟିଆର୍‌ଏସ୍‌’ ଏବେ ‘ବିଆର୍‌ଏସ୍‌’, ବିଜେପିକୁ ଦେବ ଟକ୍କର୍‌

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ଦଶହରା ପର୍ବ ଅବସରରେ ରାଷ୍ଟ୍ରୀୟ ଦଳ ଗଠନ କରିଛନ୍ତି। ତାଙ୍କ ରାଷ୍ଟ୍ରୀୟ ଦଳର ନାଁ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଏବେ ଭାରତ…

ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବା ଉଚିତ୍: ମୋହନ ଭାଗବତ

ନାଗପୁର: ଦଶହରା ଅବସରରେ ବୁଧବାର ମହିଳା ସଶକ୍ତିକରଣ କଥା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସସ) ମୁଖ୍ୟ ମୋହନ ଭାଗବତ। ବିଜୟା ଦଶମୀ ଅବସରରେ ନାଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମହିଳାମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ୍। ସେମାନଙ୍କ ସହ କୌଣସି ପ୍ରକାର…

ପାକିସ୍ତାନ ସହ ଆଲୋଚନାର ପ୍ରଶ୍ନ ଉଠୁନି

ଜମ୍ମୁ: ପାକିସ୍ତାନ ସହ ଆଲୋଚନା କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ଜମ୍ମୁ କଶ୍ମୀରିରୁ ଆତଙ୍କବାଦର ମୂଳପୋଛ ପାଇଁ ସେ ହୁଙ୍କାର ଛାଡ଼ିଛନ୍ତି। ବାରମୁଲ୍ଲାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, ୧୯୯୦ ପରଠାରୁ ଜମ୍ମୁ…

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ବୁଧବାର ରସାୟନ ବିଜ୍ଞାନ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଜଣ ଓ ଡେନମାର୍କର ଜଣେ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ପାଇଁ ଆମେରିକାର କାରୋଲିନ୍‌ ବେରତୋଜି, ବେରି ଶାର୍ପଲେସ୍‌ ଏବଂ ଡେନମାର୍କର ମୋର୍ଟେନ…

ଜମ୍ମୁ କାଶ୍ମୀର ଜେଲ୍‌ ଡିଜିଙ୍କୁ ହତ୍ୟା କରିଛି ଘରୋଇ ସହାୟକ

ଜମ୍ମୁ-କାଶ୍ମୀର: ବିଶ୍ୱାସରେ ବିଷ ଦେଲା ଘରୋଇ ସହାୟକ । ଜେଲ୍‌ ଡିଜିଙ୍କୁ ତଣ୍ଟି କାଟି ହତ୍ୟା କରିଛି । ଜମ୍ମୁ କାଶ୍ମୀର ଜେଲ୍‌ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ହତ୍ୟା କରିଛି ଘରୋଇ ସହାୟକ । ତା ନାଁ ୟସିର ଅହମ୍ମଦ । ତାକୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଅଧିକ ପଚରାଉଚରା…

ଆମେରିକାରେ ୪ଜଣ ମୂଳ ଭାରତୀୟଙ୍କୁ ଅପହରଣ କଲେ ଦୃବୁର୍ତ୍ତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଆଜି ୪ ଜଣ ପ୍ରବାସୀ ଭାରତୀୟଙ୍କୁ ଅପହରଣ କରାଯାଇଛି। ଆଉ ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ଭାରତୀୟ ଦମ୍ପତ୍ତିଙ୍କ ସହ…

ସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ସ୍ୱାସ୍ଥ୍ୟ କ୍ଲିନିକ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍‌) ସ୍ଥାପନ କରିବେ।ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର…

ଏଲ୍‌ଜି ବନାମ ଆପ୍‌: ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ…

ପୂଜା ପାଇଁ ପାପୁଲି କାଟି ଦେଲେ ସାଧୁ

ଅଯୋଧ୍ୟା: ପରମ୍ପରା ଓ ଅନ୍ଧବିଶ୍ୱାସ ଯୋଗୁ ଅଜବକାଣ୍ଡ ଘଟାଇଛନ୍ତି ଜଣେ ସାଧୁ। ସେ ମହାଅଷ୍ଟମୀରେ ନିଜ ହାତର ପାପୁଲିକୁ କାଟି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହି ସାଧୁ ଜଣଙ୍କ ଅଯୋଧ୍ୟାରେ ଦୁର୍ଗାପୂଜା ପରମ୍ପରା କଥା କହି ନିଜ ଡାହାଣ ହାତର ପାପୁଲିକୁ କାଟି ମା’ଙ୍କ ଉଦ୍ଦେଶ୍ୟରେ…

ପୁଣି ୧୦ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ମୁମ୍ବାଇ: ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି । ଆଜି ମୁମ୍ବାଇର ଗୋଟିଏ କୋର୍ଟ ଶ୍ରୀ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ସେ ଏହି ଘଟଣାରେ କରିଥିବା ଜାମିନ…