Browsing Category

ଦେଶ

ଅନ୍ଧାରରେ ସମଗ୍ର ବାଂଲାଦେଶ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ…

ଗୁଜୁରାଟ : ଗରବା ଉତ୍ସବ ଉପରକୁ ପଥର ମାଡ଼ ପରେ ସାଂପ୍ରଦାୟିକ ଉତ୍ତେଜନା

ନାଦିଆଦ୍ : ନବରାତ୍ରୀ ଉପଲକ୍ଷେ ସମଗ୍ର ଗୁଜୁରାଟ ଉତ୍ସବ ମୁଖର ଥିବାବେଳେ କେତେକ ଗୋଷ୍ଠୀ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ରାଜ୍ୟର ଖେଡ଼ା ସ୍ଥିତ ଉଣ୍ଢେଲା ଗ୍ରାମରେ ନବରାତ୍ରୀ ଉତ୍ସବ ପାଇଁ ଗରବା ନୃତ୍ୟ ଚାଲିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ମୁସଲିମ ଲୋକ ତାହା ଉପରେ…

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସା ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।୧୯୭୦ ମସିହାରେ ଜମ୍ମୁ…

ଲୋକଙ୍କୁ ଗୋଟା କୁକୁଡ଼ା ଓ ମଦ ବାଣ୍ଟିଲା କେସିଆରଙ୍କ ଦଳ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ…

୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ମିଳିବ ନୋବେଲ

ୱାଶିଂଟନ: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ। ଅକ୍ଟୋବର ୪ରେ ରୟାଲ ସ୍ୱଦେଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୋବେଲ ପାଇବାକୁ ମନୋନୀତ ହୋଇଥିବା ୩ ବିଜ୍ଞାନିକ ହେଲେ ଜନ କ୍ଲଜର, ଆଲେନ ଆସ୍‌ପେ ଓ ଆଣ୍ଟନ ଜେଲିଙ୍ଗର। ସେମାନେ କ୍ୱାଣ୍ଟମ…

ଭାରତରେ ପ୍ରଥମ: କଶ୍ମୀରରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ରଜୌରୀ ରାଲିରେ ସମ୍ବୋଧନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। କଶ୍ମୀରରେ ରହୁଥିବା ଗୁଜ୍ଜର ଓ ବକରୱାଲ୍ସଙ୍କ ବ୍ୟତୀତ ପାହାଡ଼ି ସଂପ୍ରଦାୟ ଲୋକଙ୍କ ପାଇଁ ଖୁବଶୀଘ୍ର ସଂରକ୍ଷଣ ବ୍ୟବସ୍ଥା…

ଖଣି ଦୁର୍ନୀତି: ହେମନ୍ତ ସୋରେନଙ୍କ ପାସବୁକ୍ ଓ ଚେକବୁକ୍‌ ଜବତ

ରାଞ୍ଚି: କିଛି ଦିନର ନିରବତା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଥରେ ଘାଣ୍ଟିଛି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି)। ଇଡି ହେମନ୍ତଙ୍କ ପାସବୁକ୍‌, ଚେକବୁକ୍‌, ଦୁଇଟି ଦସ୍ତଖତ ଚେକ୍‌କୁ ଜବତ କରିଛି। ହେମନ୍ତଙ୍କ ଘନିଷ୍ଟ ସହଯୋଗୀ ପଙ୍କଜ ମିଶ୍ରାଙ୍କକ ଘରୁ ଏସବୁ ଜବତ…

ଖେଳ ମଝିରେ ପରସ୍ପର ଉପରେ ହାତ ଉଠାଉଠି ହେଲେ ୟୁସିଫ ପଠାନ ଏବଂ ମିଶେଲ ଜନସନ

ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି…

AIIMS ଓପିଡି ପାଇଁ ଆଉ ଦେବାକୁ ପଡିବନି କୌଣସି ପଇସା

ଏବେ ଆଉ ଏମ୍ସ ଓପିଡି ପାଇଁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ। ଏମ୍ସକୁ ଚିକିତ୍ସା ପାଇଁ ସମଗ୍ର ଦେଶରୁ ଲୋକମାନେ ଆସନ୍ତି। ରୋଗୀଙ୍କୁ ଡାକ୍ତରଙ୍କ ସହିତ ଦେଖାହେବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୂ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି। …

6G ସଂଯୋଗରେ ବିଶ୍ୱକୁ ଆଗେଇ ନେବ ଭାରତ: ଆଇଟି ମନ୍ତ୍ରୀ

ଲଞ୍ଚ ହୋଇଛି 5G, ଯାହାକି ନେଟୱାର୍କ ଦୁନିଆର ଏକ ବଡ଼ ବିପ୍ଳବ। ଏହା IT କ୍ଷେତ୍ରକୁ ଆଗକୁ ନେବା ସହିତ ଅନେକ ସାହାଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା…