Browsing Category

ଦେଶ

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ : ବିଜେତା ଦଳକୁ ମିଳିବ ୧୩ କୋଟି

ଦୁବାଇ  : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ଖେଳାଯିବ। ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୟୁଏସ୍‌ଡି ୧.୬ ମିଲିୟନ ଡଲାର (ଭାରତୀୟ ମୁଦ୍ରରେ ୧୩କୋଟି ) ଟଙ୍କା ମିଳିବ । ଏ ନେଇ ଆଇସିସି ପରିଚାଳନା ପରିଷଦ ପକ୍ଷରୁ ଶୁକ୍ରବାର…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଓହରିଲେ ଦିଗବିଜୟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲଢ଼େଇ ଜୋରଦାର ହେବାକୁ ନେଇ ଚର୍ଚ୍ଚା ମଧ୍ୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରେସରେ ଥିବା ଅଶୋକ…

ଭାରତରେ ଶାହାବାଜ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍

ନୂଆଦିଲ୍ଲୀ ୦୧/୧୦: ପାକିସ୍ତାନର ଶାହାବାଜ ସରକାରଙ୍କ ବିରୋଧରେ ଭାରତର ବଡ଼ ‘ଡିଜିଟାଲ୍ ଷ୍ଟ୍ରାଇକ୍’ । ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଭାରତ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ ଆରମ୍ଭ କରିଛି । …

ସାରା ଦେଶରେ ଆରମ୍ଭ ହେଲା 5G , ୧୩ ସହରରେ ମିଳିବ ସେବା

ନୂଆଦିଲ୍ଲୀ ୦୧/୧୦: ଦୀର୍ଘ ସମୟ ଅପେକ୍ଷାର ଅନ୍ତ । ଆଜିଠୁ ଆରମ୍ଭ ହେଲା ସାରା ଦେଶରେ 5G ସେବା । ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୨ ଆରମ୍ଭ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍…

ରୁଷ୍‌କୁ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ ୦୧।୧୦ : ରୁଷ୍‌କୁ ପୁଣି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ । ଭ୍ଲାଦିମିର ପୁଟିନ୍‌ ଓ ୟୁକ୍ରେନ୍‌ ପ୍ରସଙ୍ଗରୁ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେ ଆମ ପଡୋଶୀଙ୍କ ସହିତ ଛିଡ଼ା ହୋଇଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ । ସେ…

ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ ୦୧/୧୦: ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦…

ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ ୦୧।୧୦ : ପୁଣି ଥରେ ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ। ମାତ୍ର ୧୦ଟି ଦେଶ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ। ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ ନିଜ ଦେଶରେ ମିଶାଇବା ବିରୋଧରେ ଆମେରିକା…

ବଡ଼ ମେଡ଼ିକାଲ କୋଠାର ପଛରେ କ୍ଷତବିକ୍ଷତ ଅବସ୍ଥାରେ ରୋଗୀଙ୍କ ମୃତ ଶରୀର

.ବ୍ରହ୍ମପୁର : ବଡ଼ ମେଡ଼ିକାଲରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ ଶରୀର ମେଡିକାଲ୍ କୋଠା ର ପଛରେ କ୍ଷତ ବିକ୍ଷତ ଅବସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଭବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ ପରିସରରେ…

ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ…

ଅଙ୍କିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ହତ୍ୟାକାଣ୍ଡର ଶିକାର ହୋଇଥିବା ଅଙ୍କିତା ଭଣ୍ଡାରିଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଅବସରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।…