Browsing Category

ଦେଶ

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ। ସୁପ୍ରିମକୋର୍ଟଙ୍କ ନିଜସ୍ୱ ପ୍ଲାଟଫର୍ମରେ ହେବ ଏହି ସିଧାପ୍ରସାରଣ। ପ୍ରାରମ୍ଭିକ ଭାବେ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ହେବ। ନିଜସ୍ୱ ପ୍ଲାଟଫର୍ମ ପ୍ରସ୍ତୁତ ହେବା ପୂର୍ବରୁ ୟୁଟ୍ୟୁବରେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ଭାରତର ବିରୋଧ

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଯୋଗାଇ ଦେବାକୁ ଥିବା ସାମରିକ ସହାୟତା ପ୍ରସଙ୍ଗରେ ଭାରତ କଡା ପ୍ରତିକ୍ରିୟା ରଖିଛି। ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ର ନବୀକରଣ ନିମନ୍ତେ ଆମେରିକା ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଘୋଷଣା କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ରାଜସ୍ଥାନରେ ଏବେ ବଦଳିବନି ନେତୃତ୍ବ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉତ୍ତରାଧିକାରୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାରରେ ଦେଖାଯାଇଥିବା ଅଚଳାବସ୍ଥାକୁ ଟାଳିବା ଲାଗି କଂଗ୍ରେସ ପଦକ୍ଷେପ ନେଇଛି। ପଦକ୍ଷେପ ଅନୁଯାୟୀ ବର୍ତ୍ତମାନ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବ ନାହିଁ। କଂଗ୍ରେସ ଅଧ୍ୟକ୍ଷ…

୪୫ ୟୁଟ୍ୟୁବ୍ ଭିଡିଓ ନିଷିଦ୍ଧ

ନୂଆଦିଲ୍ଲୀ : ସାମ୍ପ୍ରଦାୟିକ ସଦ୍‌ଭାବ ଓ ଧାର୍ମିକ ସଂପ୍ରଦାୟ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ ବିପଦ ସୃଷ୍ଟି କରୁଥିବା ୪୫ଟି ୟୁଟ୍ୟୁବ୍‌ ଭିଡିଓକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦେଇଛନ୍ତି । ୧୦ଟି…

କ୍ଲିନ୍‌ ଗଙ୍ଗା ମିଶନ୍‌ ଫେଲ୍‌

ପ୍ରୟାଗରାଜ ୨୭/୦୯: ଫେଲ୍ ମାରିଛି ମିଶନ କ୍ଲିନ ଗଙ୍ଗା । ଏମିତି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ସେ କହିଛନ୍ତି ଯେ ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର କାର୍ଯ୍ୟ ଆଖିରେ ଧୂଳି ଦେବା ସଦୃଶ । କୋର୍ଟ କହିଛନ୍ତି ଯେ ଏହି ମିଶନ କେବଳ ଟଙ୍କା ବାଣ୍ଟିବା ମେସିନରେ ପରିଣତ ହୋଇଛି । ବଜେଟ…

PFI ସଂଗଠନ ବିରୋଧରେ NIA ର ବଡ ଆକ୍ସନ, ୮ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ୨୭/୦୯: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌ । ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି । ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି । …

ପୃଥିବୀକୁ ସୁରକ୍ଷା ମିଶନ ସଫଳ

ନୂଆଦିଲ୍ଲୀ ୨୭/୦୯: ସଫଳ ହେଲା ନାସାର ଡାର୍ଟ ମିଶନ । ଇତିହାସ ରଚିଲା ନାସା । ମହାକାଶୀୟ ପିଣ୍ଡ ଧକ୍କାରୁ ପୃଥିବୀକୁ ରକ୍ଷା କରିବା ଲାଗି ହୋଇଥିବା ପରୀକ୍ଷଣକୁ ମିଳିଛି ବଡ ସଫଳତା । ଆଷ୍ଟ୍ରଏଡକୁ ସଠିକ୍ ଟାର୍ଗେଟ କରି ଧକ୍କା ଦେଲା ନାସାର ସ୍ପେସ୍ କ୍ରାଫ୍ଟ । କୌଣସି ମହାକାଶୀୟ ପିଣ୍ଡକୁ…

ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ : ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଜାପାନ ଗସ୍ତରେ ଯାଇଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦି…

ଆଣବିକ ଅସ୍ତ୍ର ପ୍ରୟୋଗ କଲେ ରୁଷ୍‌ ଭୟାବହ ପରିଣାମ ଭୋଗିବ: ଆମେରିକା

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌ କୌଣସି ଆଣବିକ ଅସ୍ତ୍ର ପ୍ରୟୋଗ କଲେ ଆମେରିକା ନିର୍ଣ୍ଣାୟକ ମୁକାବିଲା କରିବ ଓ ମସ୍କୋ ଭୟାବହ ପରିଣାମ ଭୋଗିବ ବୋଲି ରବିବାର ଦିନ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ କହିଛନ୍ତି।ଗତ ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି…

୨୦୦ କୋଟି ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫଣ୍ଡାଣ୍ଡିଜ୍‌ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି।୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍‌) ବିନିମୟରେ…