Browsing Category

ଦେଶ

ମୋହନ ଭାଗବତ ଏହି ଦେଶର ‘ରାଷ୍ଟ୍ର ପିତା’ ଏବଂ ‘ରାଷ୍ଟ୍ର-ଋଷି’: ଭେଟିବା ପ‌ରେ କହିଲେ ମୌଲବୀ ଇଲିୟାସି

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଥିବା ଗୋଟାଏ ମସ୍‌ଜିଦ୍‌କୁ ଯାଇ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଥିଲେ। ବାର୍ତ୍ତାଳାପ ପରେ ଇମାମ୍ ମୁଖ୍ୟ ଉମର୍‌ ଅହମଦ୍‌ ଇଲିୟାସି…

ଚୀନ୍‌ ନୁହେଁ, ବରଂ; ଭାରତରେ ମରିବାକୁ ପସନ୍ଦ କରିବି: ଦଲାଇ ଲାମା

ଧର୍ମଶାଳା: ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଗୁରୁବାର ଦିନ କହିଛନ୍ତି ଯେ ସେ କୃତ୍ରିମ ତଥା କପଟୀ ଚୀନ୍‌ ଅଧିକାରୀଙ୍କ ପରିବର୍ତ୍ତେ ଭାରତର ପ୍ରକୃତ ଏବଂ ସ୍ନେହୀ ଲୋକମାନଙ୍କ ଦ୍ୱାରା ଘେରି ହୋଇ ରହିଥିବା କାଳରେ ତାଙ୍କର ଶେଷ ନିଶ୍ୱାସ ନେବାକୁ ପସନ୍ଦ କରିବେ।ଆମେରିକାର ଶାନ୍ତି…

ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି, କିନ୍ତୁ ରାଜସ୍ଥାନ ଛାଡ଼ିବି ନାହିଁ : ଗେହଲୋଟ୍

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିବା ବିଷୟରେ ଘୋଷଣା କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ରାଜସ୍ଥାନ ରାଜନୀତି ସହିତ ଜଡ଼ିତ ରହିବେ ଓ ରାଜ୍ୟ ପାଇଁ କାମ କରିବା ଜାରି ରଖିବେ ।ଗୋଟିଏ ପଟେ ରାହୁଲ ଗାନ୍ଧି କହୁଛନ୍ତି…

ଇରାନରେ ତେଜୁଛି ମହିଳା ଆନ୍ଦୋଳନ, ଏପର୍ଯ୍ୟନ୍ତ ୧୧ ମୃତ, ଇଣ୍ଟରନେଟ୍ ବନ୍ଦ

ତେହେରାନ : ପୁଲିସ ହାଜତରେ ଜଣେ ଯୁବତୀ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମଗ୍ର ଇରାନରେ ଆନ୍ଦୋଳନ ତେଜିବାରେ ଲାଗିଛି । ପୁଲିସର ଦମନ ସତ୍ତ୍ବେ ଅଧିକରୁ ଅଧିକ ମହିଳା ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଏହି ଆନ୍ଦୋଳନ ଯୋଗୁଁ…

ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି – ଇମ୍ରାନ ଖାନ୍

ନୂଆଦିଲ୍ଲୀ: ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି। ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ପ୍ରଧାନମନ୍ତ୍ରୀ…

ବିଷ୍ଣୁ ସେଠୀଙ୍କ ଏକାଦଶାହରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭଦ୍ରକ : ଧାମନଗର ବିଧାୟକଙ୍କ ଏକାଦଶାହରେ ଯୋଗ ଦେବେ ଜେ.ପି ନଡ୍ଡା, ସୁନୀଲ ବଂଶଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ । ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗରାଜପୁର ଠାରେ ଏନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ବିଜେପିର ବରିଷ୍ଠ ନେତା ମନମୋହନ…

ଭାରତକୁ ୪ ୱି‌କେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ: ବ୍ୟାଟର୍‌ ସୁଯୋଗ ଦେଲେ, ବୋଲର୍‌ ଛାଡ଼ିଦେଲେ

ମୋହାଲି: ବ୍ୟାଟର୍ ଦେଇଥିବା ସୁଯୋଗକୁ ବୋଲର୍‌ ଛାଡ଼ିଦେଲେ। କେଏଲ୍ ରାହୁଲ୍, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋ‌ରକ ବ୍ୟାଟିଂ ବଳରେ ସଂଗୃହୀତ ୨୦୮ ରନ୍ ଭାରତ ପାଇଁ ଯଥେଷ୍ଟ ହେଲା ନାହିଁ। ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୦୯ ରନ୍‌ ବିଜୟ ଲକ୍ଷ୍ୟକୁ ଅତି ସହଜରେ ୪ ବଲ୍‌…

୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା : ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି।ସିବିଆଇ ଶ୍ରୀ ଅଗ୍ରୱାଲଙ୍କ…

କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ  ଦିଗବିଜୟ ସିଂହ !

ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ, ତା’କୁ ଛକାପଞ୍ଝା ଜାରି ରହିଛି। ଆସନ୍ତାକାଲି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବରିଷ୍ଠ ନେତା ଶଶି ଥରୁର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ଯଦି ରାହୁଲ ଗାନ୍ଧି ସଭାପତି ଦାୟିତ୍ୱ ନେବାକୁ ପୁଣି ରାଜି ନ…

ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଘୃଣା ଉଦ୍ରେକକାରୀ ଭାଷଣକୁ ନେଇ ଟିଭି ଚ୍ୟାନେଲମାନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମତ ପ୍ରକାଶ କରିବାର ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ ।ଆଜି ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ…