Browsing Category

ଦେଶ

ସ୍ପାଇସଜେଟ୍ ଉପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ: ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅଧା ବିମାନର ଉଡାଣ ବନ୍ଦ

ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ…

‘ମୁଖ୍ୟମନ୍ତ୍ରୀଙ୍କୁ ଦିଅ(ପେସିଏମ) ଅଭିଯାନ ଆରମ୍ଭ କଲା କର୍ଣ୍ଣାଟକ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସରକାର ବିରୋଧରେ କଂଗ୍ରେସ ପେସିଏମ୍ ଅଭିଯାନ ଆରମ୍ଭ କରିଛି। ପେମେଣ୍ଟ ଆପ୍ ପେଟିଏମ୍ ପରି ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ମୁହଁରେ କ୍ୟୁଆର କୋଡ୍ ରଖାଯାଇଛି। ଏଭଳି ପୋଷ୍ଟର କର୍ଣ୍ଣାଟକର ଅନେକ ସର୍ବସାଧାରଣ…

ମୁଣ୍ଡରେ ସୌରଫ୍ୟାନ ଲଗାଇଲେ ଜୁଗାଡ଼ୁ ବାବା

ନୂଆଦିଲ୍ଲୀ: ଚର୍ଚ୍ଚାରେ ଜୁଗାଡୁ ଲଲ୍ଲୁରାମ। ନିଜ ସମସ୍ୟାର ସମାଧାନ କରିବାକୁ ଯାଇ ଲଲ୍ଲୁରାମ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏବେ ଜୁଗାଡୁ ଲଲ୍ଲୁରାମଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ମୁଣ୍ଡରେ ସୌର ପଙ୍ଖା…

ଦଳକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତି ନାହିଁ ରାହୁଲ ଓ ପ୍ରିୟଙ୍କା : ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା…

ସିମଲା: ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ୱ ଦେଉ ନାହାନ୍ତି। ଏକ ଡିଜିଟାଲ ଗଣମାଧ୍ୟମରେ କିଛି ଏଭଳି କହି ଏବେ କଂଗ୍ରେସରେ ନିଆଁ ଲଗାଇଛନ୍ତି ହିମାଚଳ ପ୍ରଦେଶର ପିସିସି ସଭାପତି | ସାକ୍ଷାତକାରର ଭିଡିଓ ଅନୁଯାୟୀ…

କଂଗ୍ରେସର ଭାରତ ଯୋଡ଼ୋ ପୋଷ୍ଟରରେ ସ୍ଥାନ ପାଇଲେ ସାବରକର

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ଅଜବ ଘଟଣା ଘଟିଛି। ଯେଉଁ ଭିଡି ସାବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ଖଲାସ ହୋଇଥିବା କଂଗ୍ରେସ ଅଭିଯୋଗ କରୁଥିଲା ଆଜି ତାଙ୍କରି ଫଟୋ ଭାରତ ଯୋଡ଼ୋ ପୋଷ୍ଟରରେ ଦେଖିବାକୁ ମିଳିଛି।ଏହାକୁ ନେଇ…

ଆସ୍ଥା ଭୋଟକୁ ନେଇ ମାନ୍ ସରକାରଙ୍କୁ ଝଟକା, ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ

ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି(ଆପ୍) ସରକାର ସେପ୍ଟେମ୍ବର ୨୨ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆସ୍ଥା ଭୋଟ୍ କରିବାକୁ ଚାହୁଁଥିଲେ। ପଞ୍ଜାବରେ ଆପ୍ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରି ଆପ୍ ଆସ୍ଥା ଭୋଟ କରିବ ବୋଲି ଘୋଷଣା…

ଥାଇଲ୍ୟାଣ୍ଡ ସ୍ୱପ୍ନ ଦେଖାଇ ମିଆଁମାରରେ ୩୦୦ ଭାରତୀୟଙ୍କୁ ପଣବନ୍ଦୀ

ଚେନ୍ନାଇ: ଅତ୍ୟନ୍ତ ସାଂଘାତିକ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଥାଇଲ୍ୟାଣ୍ଡରେ ଚାକିରି ଦେବାର ସ୍ୱପ୍ନ ଦେଖାଇ ମିଆଁମାରରେ ପଣବନ୍ଦୀ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୬୦ ଜଣ ତାମିଲନାଡୁର। ସମସ୍ତଙ୍କୁ ଗୋଟିଏ ଗ୍ୟାଙ୍ଗ…

କିଏ ଅଧିକ ଆସନ ଜିତିଛି? ବିଜେପି-ସିନ୍ଦେ ନା ଏମଭିଏ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି- ସିନ୍ଦେ ଗୋଷ୍ଠୀର ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଥିବା ଦାବି କରିଛନ୍ତି। ହେଲେ ଏହାକୁ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ଗାଦିଚ୍ୟୁତ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ଅଗ୍ରାହ୍ୟ କରିଛି।…

ସେପ୍ଟେମ୍ବର ୨୫ ମଧ୍ୟରେ ମାଗଣାରେ ବୁକ୍ କରିପାରିବେ ୫୦ଲକ୍ଷ ଏୟାରଏସିଆ ଟିକେଟ

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆପଣ ମାଗଣାରେ ବିମାନରେ ଯାତ୍ରା କରିପାରିବେ। ଆଜ୍ଞା ହଁ .. ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସତ। ଘରୋଇ ବିମାନ କମ୍ପାନି ଏୟାରଆସିଆ ଏବେ ସେଭଳି କିଛି ଅଫର…

ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦାରେ ଲାଗିବ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ

ଭୁବନେଶ୍ୱର ୨୦।୦୯ : ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି…