Browsing Category

ଦେଶ

ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ମହାରାଷ୍ଟ୍ରରେ ଜୋର ଧରିଲା ରାଜନୀତି

ମୁମ୍ବାଇ: ଦଶହରା ରାଲିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମେଳା ସଂପର୍କରେ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କାହାକୁ ଅନୁମତି ମିଳିନଥିବାବେଳେ ରିପୋର୍ଟ ହୋଇଛି ଯେ ବିଏମସି ଉଭୟ ପକ୍ଷର ଆବେଦନ ଉପରେ…

ଜନସନର ବେବୀ ପାଉଡର ଲାଇସେନ୍ସ ବାତିଲ, କୋର୍ଟ ଗଲା କମ୍ପାନୀ

ମୁମ୍ବାଇ: ମହାରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ(ଏଫଡିଏ) ବେବୀ ପାଉଡର ଉତ୍ପାଦନକାରୀ ସଂସ୍ଥା ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଲାଇସେନ୍ସ ବାତିଲ କରି ଦେଇଛି। ଏହି ପାଉଡର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏଫଡିଏ ଏପରି ପଦକ୍ଷେପ ନେଇଛି। ଜନସନ ଆଣ୍ଡ ଜନସନ…

‘୧୦୩୪ କୋଟି ବେଆଇନ ଅର୍ଥରୁ ୩.୨ କୋଟି ଟଙ୍କାରେ ମଉଜ କରିଛନ୍ତି ସଞ୍ଜୟ ରାଉତ’

ମୁମ୍ବାଇ: ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଜାମିନ ଆବେଦନକୁ ବିରୋଧ କରିଛି ଇଡି। ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପରଦା ପଛରେ ରହି ସବୁ କିଛି କରିଥିଲେ। ଦୁର୍ନୀତି ବଳରେ ମିଳିଥିବା ୧୦୩୪ କୋଟି…

୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିଲେ ଚିତା

ଭୋପାଲ: ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଜନ୍ମ ଦିନରେ ନାମିବ୍ୟାରୁ ଆସିଥିବା ଚିତା ବାଘଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏହାକୁ…

ସାଫୋରା ଜାରଗରଙ୍କୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମନା

ନୂଆଦିଲ୍ଲୀ: ରିସର୍ଚ୍ଚ ସ୍କଲାର ତଥା ସାମାଜିକ କର୍ମୀ ସାଫୋରା ଜାରଗରଙ୍କୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମନା। ବିଶ୍ୱବିଦ୍ୟାଳୟରେ ସାଫୋରାଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏମଫିଲ ଆଡ୍‌ମିଶନ ପାଇଁ ସେ ତାଙ୍କର ଡିସାର୍ଟେସନ୍(ଥେସିସି) ସାର୍ଟିଫିକେଟ ଦାଖଲ କରି ନଥିବାରୁ…

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା

ପାଟନା :ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା। ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ। ସିବିଆଇର ଆବେଦନ…

ରାଣୀଙ୍କ ଶେଷକୃତ୍ୟରେ ସାମିଲ ପାଇଁ ଲଣ୍ଡନ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ…

ନଦୀ ପ୍ରଦୂଷଣ: ଯୋଗୀ ସରକାରଙ୍କୁ ୧୨୦ କୋଟି ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ପରିବେଶ ନିୟମ ଉଲ୍ଲଂଘନ ଓ ବର୍ଯ୍ୟବସ୍ତୁ ପରିଚାଳନା ଉଲ୍ଲଂଘନ ଅଭିଯୋଗରେ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ବଡ଼ ତଣ୍ଡ ଦେବାକୁ ପଡ଼ିବ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୟୁପି ସରକାରଙ୍କ ଉପରେ ୧୨୦ କୋଟି ଟଙ୍କା ଫାଇନ ଲାଗୁ କରିଛନ୍ତି । ୟୁପିର ଗୋରଖପୁର ଜିଲ୍ଲାରେ ନଦୀର ଉତ୍କଟ ପ୍ରଦୂଷଣ…

ଖୁବଶୀଘ୍ର ଓଡ଼ିଶାରେ 5G ଟେଲିକମ ସେବା

ନୂଆଦିଲ୍ଲୀ ୧୬/୦୯: ଖୁବ୍ ଶୀଘ୍ର ଓଡ଼ିଶାରେ ଉପଲବ୍ଧ ହେବ 5-G ସେବା । ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଆଇ.ଟି. ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥି ସହ ଖୁବ୍ ଶୀଘ୍ର ସୋଆରେ 5-G ଲ୍ୟାବ୍ ଓ…

ସଲମାନ୍ ଖାନଙ୍କୁ ହତ୍ୟା ଧମକ ମାମଲାର ତଦନ୍ତ କରିବ ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଏବେ ବାନ୍ଦ୍ରା ପୁଲିସଠାରୁ କାଢ଼ି ନିଆଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେପଟେ ଅଧିକ ତଦନ୍ତ ଲାଗି ମୁମ୍ବାଇ ପୁଲିସର ଏକ ଟିମ୍…