Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଚାଉଳ ରପ୍ତାନି ଉପରେ ଲାଗିବ କଟକଣା
ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଓ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଗହମ, ଅଟା ପରେ ଏବେ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ଭାରତ ସରକାର ବିଚାର କରୁଛନ୍ତି। ଭାରତ ହେଉଛି ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ। କିନ୍ତୁ ଗତ କିଛି ଦିନ!-->…
‘ମୁଁ ଆଦିବାସୀ ପୁଅ, ଡରିବି ନାହିଁ’ – ହେମନ୍ତ ସୋରେନ
ନୂଆଦିଲ୍ଲୀ: ଝାଡଖଣ୍ଡରେ ରାଜନୀତି ସରଗରମ ହୋଇ ଉଠିଛି । ବେଆଇନ ଖନନ ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଉଲ୍ଲେଖ ରହିଛି । ଅର୍ଥାତ ବିଧାୟକ ପଦ ରବ୍ଦ ନେଇ ସୁପାରିଶ କରାଯାଇଛି ।!-->…
ତୁମକୁ ଘୃଣାକରେ, ଭାରତ ଫେରିଯାଅ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍ସ୍ଥିତ ଡଲାସ୍ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ!-->…
କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା ଦେଶକୁ ଦେବାଳିଆ କରିଦେବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କରଦାତାଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଦେବା ଧାରା ଲାଗିରହିଲେ, ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା ମାଗଣା!-->…
ଭାରତୀୟ ସେନାରେ ସାମିଲ ହେଲା ଏହି କ୍ଷୁଦ୍ର ଉଡ଼ନ୍ତା ଅସ୍ତ୍ର
ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ । ଭାରତୀୟ ସେନାର ମେକାନିକାଲ ଫୋର୍ସରେ ଏସବୁ ଡ୍ରୋନ ସାମିଲ ହୋଇଛି । ଏଗୁଡ଼ିକ ସାମିଲ ହେବା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପରି ଟେକନଲୋଜୀର ବ୍ୟବହାର ଦ୍ବାରା ଭବିଷ୍ୟତର ଯୁଦ୍ଧରେ ସେନା ସୁବିଧାଜନକ ସ୍ଥିତିରେ ରହିବ!-->…
ଜନ୍ମାଷ୍ଟମୀ ପୂଜା ପରେ ଲଣ୍ଡନରେ ଗୋ ପୂଜା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଲଣ୍ଡନରେ ଥାଇ ବି ସେ ଭାରତୀୟ ପ୍ରଥା ଆପଣାଇଥିବା ଦେଖିବାକୁ ମିଳିଛି।!-->…
ଦିଲ୍ଲୀର ଆପ୍ ସରକାରର ଆଉ ଏକ ଦୁର୍ନୀତି ? ସ୍କୁଲ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା, ରିପୋର୍ଟ ମାଗିଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍ ) ସରକାର ବିରୋଧରେ ଅବକାରୀ ଦୁର୍ନୀତିର ତଦନ୍ତ ଚାଲିଥିବାବେଳେ ଆଉ ଏକ ଦୁର୍ନୀତି ଅଭିଯୋଗ ହୋଇଛି । ଦିଲ୍ଲୀର ସରକାରୀ ସ୍କୁଲଗୁଡ଼ିକ ପାଇଁ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ଏହି!-->…
୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳଗୁଡ଼ିକ ଅଜ୍ଞାତ ଉତ୍ସରୁ ଆୟ କରିଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି।ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଆର୍ଥିକ!-->…
ଅରୁଣାଚଳରେ ବିହାରର ପ୍ରତିଶୋଧ ନେଲା ବିଜେପି, ଜେଡି(ୟୁ)ର ଏକମାତ୍ର ବିଧାୟକ ବିଜେପିରେ ସାମିଲ
ପାଟନା: ବିହାରର ପ୍ରତିଶୋଧ ଅରୁଣାଚଳରେ ନେଲା ବିଜେପି। ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡି(ୟୁ)। ଶେଷ ମୂହୁର୍ତ୍ତରେ ବିଜେପିକୁ ଜେଡି(ୟୁ) ଯେଉଁ ଧୋକା ଦେଇଥିଲା, ଆଜି ଅରୁଣାଚଳରେ ତାହାର ପ୍ରତିଶୋଧ!-->…
ସ୍ତ୍ରୀ ଉପରେ ରାଗି ମାସେ ହେଲା ୮୦ ଫୁଟ ତାଳ ଗଛରେ ରହୁଛନ୍ତି ସ୍ୱାମୀ
ଲକ୍ଷ୍ନୌ: ପତ୍ନୀ ସହ ମନୋମାଳିନ୍ୟ ଉପୁଜିବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ଦିନେ ନୁହେଁ କି ଦୁଇଦିନ ନୁହଁ ମାସେ ହେବ ଏକ ୮୦ ଫୁଟ୍ ତାଳ ଗଛ ଉପରେ ରହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରୁ ଏମିତି ବିଚିତ୍ର ଦୃଷ୍ୟ ଆସିଛି। ସ୍ତ୍ରୀ ଉପରେ!-->…