Browsing Category

ଦେଶ

ଏପର୍ଯ୍ୟନ୍ତ ସାରା ଦେଶରେ ସ୍ବାଭାବିକଠାରୁ ୮% ଅଧିକ ବର୍ଷା : ସ୍କାଏମେଟ୍

ନୂଆଦିଲ୍ଲୀ : ଦେଶରେ ଜୁନ୧ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ବାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଜଣାପଡ଼ିଛି । ତେବେ କେତେକ ରାଜ୍ୟରେ ଚିନ୍ତାଜନକ ଭାବେ କମ ବର୍ଷା ହୋଇଥିବାବେଳେ କେତେକ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି…

୪ ଦେଶର ୧୨ ଗାୟକ ଗାଇଲେ ଗାଇଲେ ଜାତୀୟ ସଂଗୀତ ‘ଜନ ଗଣ ମନ’… ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଭାରତ ଗତ ସୋମବାର ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିସାରିଛି । ଏହି ଅବସରରେ ସାରା ଦେଶରେ ବହୁ ଉତ୍ସାହ ଓ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ଅବସରରେ ଦେଶବାସୀ ଜାତୀୟ ସଂଗୀତ ଗାନ କରି ତ୍ରିରଙ୍ଗା ଉଡାଇ ଏହାକୁ ପାଳନ କରିଥିଲେ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ…

ସବରକରଙ୍କ ପୋଷ୍ଟର ଚିରାକୁ ନେଇ କର୍ଣ୍ଣାଟକରେ ବଢୁଛି ସାଂପ୍ରଦାୟିକ ଉତ୍ତେଜନା

ଟୁମକୁରୁ : ସବରକରଙ୍କ ପୋଷ୍ଟରକୁ ନେଇ କର୍ଣ୍ଣାଟକରେ ସାଂପ୍ରଦାୟିତ ଉତ୍ତେଜନା ବଢିବାରେ ଲାଗିଛି । ମାଙ୍ଗାଲୁରୁ ଓ ଶିବମୋଗା ପରେ କର୍ଣ୍ଣାଟକର ଆଉ ଏକ ସହର ଟୁମକୁରୁଠାରେ ଲାଗିଥିବା ସବରକରଙ୍କ ଏକ ପୋଷ୍ଟର ଚିରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।ଟୁମକୁରୁରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ…

୭୬ତମ ସ୍ୱାଧୀନତା ଦିବସ : ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭୬ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱାର ମେମୋରିଆଲରେ ପହଞ୍ଚି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ୩ ସେନାର ମୁଖ୍ୟ ମଧ୍ୟ ଏଠାରେ ପହଞ୍ଚି ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ…

ନବାବ ମଲିକଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ: ସମୀର ୱାଙ୍ଖେଡେ ଆଣିଲେ ଗୁରୁତର ଅଭିଯୋଗ

ମୁମ୍ବାଇ: ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଆଉ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ଅଭିଯୋଗ ଉପରେ ଗୋରେଗାଓଁ ପୋଲିସ ନବାବ ମଲିକଙ୍କ ବିରୋଧରେ ଆଇପିସିର ଧାରା…

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ…

କୋଲକାତାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଲୋକନୃତ୍ୟ ଶିଳ୍ପୀଙ୍କ ସହିତ ନାଚିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ଆଜି ସ୍ବାଧୀନତା ଦିବସ ପାଳନ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକନୃତ୍ୟ ଶିଳ୍ପୀମାନଙ୍କ ହାତ ଧରି ନୃତ୍ୟ ପରିବେଶଣ କରିଛନ୍ତି। ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ କୋଲକାତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି…

ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

ପାଟଣା: ସ୍ୱାଧୀନତା ଦିବସ ପାଳନ ଅବସରରେ ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା '୧୦ ଲକ୍ଷ ଚାକିରି'କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର…

ପୃଥିବୀଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା!

ନୂଆଦିଲ୍ଲୀ : ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସରକାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ରହିଛି। ଏହି କ୍ରମରେ ପୃଥିବୀଠାରୁ ୩୦ କିଲୋମିଟର ଦୂର ଉଚ୍ଚ ଆକାଶରେ ତ୍ରିରଙ୍ଗା ପତାକା…

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ୫୦୦ କୋଟି ଟଙ୍କାର ବେପାର, ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ସମଗ୍ର ଦେଶ ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ଏଥିପାଇଁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଏହି ଅଭିଯାନରେ ୩୦ କୋଟିରୁ ଅଧିକ ଜାତୀୟ ପତାକା…