Browsing Category

ଦେଶ

ଟିଏମ୍‌ସିର ଜଣେ ନେତା ଓ ୨ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା: ଟିଏମ୍‌ସିର ଜଣେ ନେତା ଓ ଦୁଇ ଜଣ କର୍ମଙ୍କୁ ହତ୍ୟା କରାଯାଇଛି। କୋଲକାତା ଠାରୁ ୫୦ କିଲୋମିଟର ଦୂର କ୍ୟାନିଂର ଜନଗହଳି ଭିତରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ନେତା ଜଣକ ଗୋପାଳପୁର ପଞ୍ଚାୟତ ସଭ୍ୟ ସ୍ୱପ୍ନ ମାଝି। ସେ ସକାଳ ପ୍ରାୟ ୯ଟା ବେଳେ ଏକ ବୈଠକରେ ଯୋଗ…

‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ମମତା

କୋଲକାତା: ପ୍ରାମାଣିକ ଫିଲ୍ମ ‘କାଳୀ’ର ବିବାଦୀୟ ପୋଷ୍ଟରକୁ ନେଇ ଝଡ଼ ଥମୁନଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।୪୧ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ନିଜ କଞ୍ଜରଭେଟିଭ ଦଳ ପକ୍ଷରୁ ହିଁ ଘେରି ଯାଇଥିଲେ।…

ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ ଶୀର୍ଷକୋର୍ଟ ସ୍ପଷ୍ଟ କରିଛି ଯେ କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଜୟ ବାବୁ କେରଳ ରାଜ୍ୟ ଛାଡିବେ ନାହିଁ। ତାଙ୍କୁ ଏ…

କୁଲୁରେ ବାଦଲ ଫଟା ବର୍ଷା, ଶିମଲାରେ ଭୂସ୍ଖଳନ

ଶିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର କରାଳ ରୂପ। କୁଲୁ ଜିଲ୍ଲାର ମଣିକର୍ଣ୍ଣରେ ବାଦଲା ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଏକ କ୍ୟାମ୍ପିଂ ସାଇଟ୍‌ ଧୋଇ ହୋଯାଇଛି। ଫଳରେ ୬ ଜଣଙ୍କ ପତ୍ତା ମିଳୁନି। କୁଲୁ ଏଡିଏମ ପ୍ରଶାନ୍ତ ସରକେକ୍‌ ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କୁଲୁର…

ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି। ଯେମିତି ହିଁ ପାଣିପାଗରେ ସୁଧାର ଆସିବ, ଯାତ୍ରା ପୁଣିଥରେ ଆରମ୍ଭ ହେବ।…

ନାସିକରେ ମୁସଲମାନ ଧର୍ମଗୁରୁଙ୍କୁ ହତ୍ୟା

ନୂଆଦିଲ୍ଲୀ: ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା। ମଙ୍ଗଳବାର ମହାରାଷ୍ଟ୍ର ନାସିକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷିୟ ମୃତକ ଜଣକ ହେଉଛି ଖ୍ୱାଜା ସୈୟଦ ଚିସ୍ତି। ସେ…

ଅଗ୍ନିପଥ ବାୟୁସେନାରେ ୭.୫ଲକ୍ଷ ଆବେଦନ: ସରିଲା ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଭାରତର ନୂଆ ଯୋଜନା ଅଗ୍ନିପଥ ପାଇଁ ବଢୁଛି ଯୁବଗୋଷ୍ଠୀଙ୍କ ଆଗ୍ରହ । ଅଗ୍ନିପଥ ବାୟୁସେନାରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଶେଷ ହୋଇଛି । ଏହି ମାଧ୍ୟମରେ ମୋଟ ୭.୫ ଲକ୍ଷ ପ୍ରାର୍ଥୀ ଏଥିରେ ଆବେଦନ କରିଥିବା ଜଣାଯାଇଛି । ଅନଲାଇନ ରେଜିଷ୍ଟ୍ରେସନରେ ପ୍ରାର୍ଥୀମାନେ ଅଗ୍ନିପଥର ଅଂଶ…

ନୁପୁର ଶର୍ମାଙ୍କ ମୁଣ୍ଡ କାଟିଲେ ପୁରସ୍କାର ଘୋଷଣା କରିଥିବା ଖାଦିମ ସଲମାନ ଚିସ୍ତି ଗିରଫ

ଜୟପୁର : ଗତକାଲି ରାତିରେ ରାଜସ୍ଥାନ ପୋଲିସ ଦ୍ୱାରା ଅଜମେର ସରିଫ ଦରଗାହ ର ଖାଦିମ ସଲମାନ ଚିସ୍ତିକୁ ଗିରଫ କରାଯାଇଛି । ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ବିଷୟରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ସଲମାନ ଚିସ୍ତି ଏକ ଭିଡିଓ ଜାରି କରି…

ପୁଣି ମହଙ୍ଗା ମାଡ଼, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଗତ କିଛି ଦିନର ବ୍ୟବଧାନ ପରେ ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ର ସମ୍ମୁଖିନ ହେବେ । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର…