Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଔରଙ୍ଗାବାଦ ପରେ ବଦଳିବ କି ହାଇଦ୍ରାବାଦର ନାମ ! ମୋଦି ସମ୍ବୋଧନ କଲେ ଭାଗ୍ୟନଗର
ହାଇଦ୍ରାବାଦ: ଜୁନ୍ ୩୦ରେ ମହାରାଷ୍ଟ୍ର କ୍ୟାବିନେଟ୍ରେ ଏକ ଦୀର୍ଘ ଦିନର ଦାବିକୁ ସ୍ବୀକୃତି ମିଳିଥିଲା। ଔରଙ୍ଗାବାଦକୁ ସମ୍ଭାଜୀନଗର ଏବଂ ଉସମାନାବାଦ ସହରକୁ ଧାରାଶିବ କରିବା ପାଇଁ ଦୀର୍ଘ ଦିନ ଧରି ଯେଉଁ ଦାବି ରହିଥିଲା ତାହାକୁ କ୍ୟାବିନେଟ୍ ମଂଜୁରି ମିଳିଥିଲା। ଔରଙ୍ଗାବାଦ ଓ!-->…
ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି ସଫଳ
ମୁମ୍ବାଇ: ଏମ୍ଭିଏକୁ ଲାଗିଲା ଆଉ ଏକ ଝଟ୍କା। ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ମିଳିଲା ଆଉ ଏକ ସଫଳତା। ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି!-->…
ସଂଖ୍ୟାଲଘୁ ଫେରିବାଲାଠୁ ଜିନିଷ କିଣିଲେ ୫୧୦୦ ଫାଇନ୍
ଅହମ୍ମଦାବାଦ: ଉଦୟପୁର ହତ୍ୟା କାଣ୍ଡକୁ ନେଇ ଚାରିଆଡେ ଜାରି ରହିଛି ବିରୋଧ। ରାଜନୀତି ବି ସରଗରମ। ଗାଁ ଗାଁରେ ବି ଆରମ୍ଭ ହୋଇଗଲାଣି ପ୍ରତିବାଦ। ହତ୍ୟାକାଣ୍ଡ ପଛରେ ସଂଖ୍ୟାଲଘୁଙ୍କ ସମ୍ପୃକ୍ତିକୁ ନେଇ ଏବେ ପଞ୍ଚାୟତରେ ବି ଫରମାନ୍ ଜାରି କରାଯାଇଛି। ସଂଖ୍ୟାଲଘୁ ଫେରିବାଲାଙ୍କ ଠାରୁ ଜିନିଷ!-->…
ନୂପୁରଙ୍କ ସମର୍ଥନରେ ପୋଷ୍ଟ କରି ଜୀବନ ଗଲା
ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଔଷଧ ଦୋକାନୀଙ୍କ ହତ୍ୟାକାଣ୍ଡ ଘଟଣାର ୧୦ ଦିନ ପରେ ତାଙ୍କ ଭାଇ ମୁହଁ ଖୋଲିଛନ୍ତି। ମୃତ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କ ସାନ ଭାଇ ମହେଶ କୋହ୍ଲେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାର ଅନ୍ୟତମ ଗିରଫ ହତ୍ୟା ଅଭଯୁକ୍ତ ୟୁସୁଫ୍!-->…
ତାଜମହଲରେ ନାହିଁ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିର ଭାଙ୍ଗି ନିର୍ମାଣ ହୋଇନାହିଁ ଏହି ସ୍ମାରକୀ: ଏଏସଆଇ
ନୂଆଦିଲ୍ଲୀ:ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନେଇ ବିବାଦ ଚାଲିଥିବାବେଳେ ଆଜି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଏକ ଆରଟିଆଇର ଉତ୍ତରରେ କହିଛି ଯେ ମନ୍ଦିର ସ୍ଥଳରେ ତାଜମହଲ ନିର୍ମାଣ କରାଯାଇ ନାହିଁ କିମ୍ବା ବନ୍ଦ ଥିବା କୋଠରୀରେ କୌଣସି ଦେବାଦେବୀଙ୍କର ମୂର୍ତ୍ତି!-->…
ହିନ୍ଦୁସ୍ତାନକୁ ପାକିସ୍ତାନ କରିଦେବୁ; ସୁଫି ଖାନକାହ ଆସୋସିଏସନର ସଭାପତିଙ୍କୁ ମିଳିଲା ଏଭଳି ଧମକ
ଇସଲାମାବାଦ: ହିନ୍ଦୁସ୍ତାନକୁ ପାକିସ୍ତାନ କରିଦେବୁ। ପାକିସ୍ତାନୀ ବରେଲଭି କଟ୍ଟରପନ୍ଥୀ ମୁଲ୍ଲା ଅସୀଫ ଅଶରଫ ଜଲାଲୀଙ୍କ ପୁଅ ଚୌଧୁରୀ ସୁଫିଆନ ସୋଫି ଖାନକାହ ଆସୋସିଏସନର ଜାତୀୟ ସଭାପତି ସୁଫି ମହମ୍ମଦ କୌସର ମାଜିଦିଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କାନପୁରକୁ ପାକିସ୍ତାନ କରିବାକୁ ଧମକ ମଧ୍ୟ!-->…
କେସିଆରଙ୍କ କାରର ଷ୍ଟିୟରିଂ ଓୱେସିଙ୍କ ହାତରେ : ଶାହ
ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ଆକ୍ରମଣ କରିଛନ୍ତି।ହାଇଦ୍ରାବାଦରେ ବିଜେପି!-->…
ମଣିପୁର ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ନୂଆଦିଲ୍ଲୀ: ମଣିପୁରର ନୋନେ ଜିଲ୍ଲାରେ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏକ ରେଲୱେ ନିର୍ମାଣ କାର୍ଯ୍ୟସ୍ଥଳରେ ଏହି ଭୂସ୍ଖଳନ ଘଟିଥିଲା। ତେବେ ମୃତକଙ୍କ ମଧ୍ୟରେ ସେନାର କେତେକ ଯବାନ ଓ ସାଧାରଣ ଲୋକ ଅଛନ୍ତି। ପ୍ରତିକୂଳ ପାଗସତ୍ତ୍ୱେ ସର୍ଚ୍ଚ ଅପରେଶନ ଜାରି ରହିଛି।!-->…
ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ରହିବ: ଅମିତ ଶାହ
ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି।!-->…
ସୋଶାଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର: ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋଶାଲ ମିଡିଆର ଅପବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମିଡିଆ ଉପରେ କଡ଼ା!-->…